ଏହି 5 ଟି ନାମର ପୁଅଙ୍କୁ ବିବାହ କରି ସାରା ଜୀବନ କାନ୍ଦନ୍ତି ଝିଅମାନେ

ପ୍ରତେକ ଝିଅର ସ୍ଵପ୍ନ ରହିଥାଏ କି ତ ଜୀବନରେ ଯେଉଁ ପୁଅ ଜୀବନ ସାଥି ଭାବେ ଆସିବ ସେ ବହୁତ ଭଲ ହେବା ସହ ତାର ସବୁ ଇଚ୍ଛା ପୂରଣ କରିପାରୁ ଥିବ । ଜୀବନ ସାଥି ଯେମିତି ଖୁସି ଦେଉଥିବ ତାର ଆଶା ରଖିଥାନ୍ତି ଝିଅ ଏମାନେ । କିନ୍ତୁ କିଛି ଦାଂପତ୍ଯ ଜୀବନରେ ପୁଅ ମାନଙ୍କର ଖରାପ ଗୁଣ ପାଇଁ ସେମାନଙ୍କ ବୈବାହିକ ଜୀବନ ବରବାତ ହୋଇଥାଏ । ଝିଅ ମାନେ ଏହି ଭଳି ଖରାପ ପ୍ରକୃତିର ପୁଅଙ୍କ ସହ ମ୍ୟାରେଜ କରି ଜୀବନ ସାରା ଅନୁତାପ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ୫ଟି ନାମ ଥିବା ପୁଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ସହ ମ୍ୟାରେଜ କରିଲେ ଜୀବନ ସାରା କାନ୍ଦିବାକୁ ପଡିଥାଏ ।

୧- C ନାମର ପୁଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ପୁଅ ମାନେ ନିଜ ରାଗ ଉପରେ ନିୟନ୍ତ୍ରଣ କରି ପାରନ୍ତି ନାହି । ଏମାନେ ନିଜର ସବୁ ରାଗ ନିଜ ସ୍ତ୍ରୀ ଉପରେ ସୁଝାଇଥାନ୍ତି । ଏମାନେ ନିଜର କ୍ରୋଧ ଯୋଗୁ ଜୀବନ ସାଥି ଠାରୁ ଦୂରେଇ ଯାଇଥାନ୍ତି । ଏମାନେ ସନ୍ଦେହ କରିବା ପ୍ରକୃତିର ବ୍ୟକ୍ତି ହୋଇଥାନ୍ତି । ଯାହା ପାଇଁ ଏହି ପୁଅଙ୍କୁ ବିବାହ କରିଥିବା ଝିଅ ଜୀବନ ସାରା ଅନୁତାପ କରିଥାଏ ।

୨- K ନାମର ପୁଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ପୁଅ ମାନେ ଦୁନିଆ ଆଗରେ ନିଜକୁ ଏମିତି ପେଶ କରିଥାନ୍ତି ଯେମିତି ସେମାନେ ବହୁତ ଭଲ । କିନ୍ତୁ ସମୟ ଆସିଲେ ଏମିତି ରୂପ ଦେଖାଇଥାନ୍ତି ଯାହାକୁ ଦେଖି ସେମାନଙ୍କର ପ୍ରକୃତ ପରିଚୟ ଜଣା ପଡିଥାଏ । ଏମାନେ ଜୀବନ ସାଥିଙ୍କ ପ୍ରତି କଠୋର ବାହାବା ରଖିଥାନ୍ତି । ଜୀବନର ପ୍ରତେକ ନିଷ୍ପତି ଏମାନେ ନିଜେ ନେଇଥାନ୍ତି । ଯାହା ପାଇଁ ଏମାନଙ୍କର ଦାଂପତ୍ଯ ଜୀବନ ସୁଖୀ ହୋଇପାରେ ନାହି ।

୩- O ନାମର ପୁଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ପୁଅ ମାନେ ଜୀବନ ସାଥିଙ୍କ ସହ ଖରାପ ଆଚରଣ କରିବା ସହ ବହୁତ କଠୋର ଭାବେ ରଖିଥାନ୍ତି । ଏମାନେ ନିଜର ସବୁ ରାଗ ନିଜ ସ୍ତ୍ରୀ ଉପରେ ସୁଝାଇଥାନ୍ତି । ଏମାନେ ନିଜ ସ୍ତ୍ରୀ ଉପରେ ସନ୍ଦେହ କରିବା ସହ ହାତ ମଧ୍ୟ ଉଠାଇଥାନ୍ତି । ଯାହା ପାଇଁ ଏମାନକ ଦାଂପତ୍ଯ ଜୀବନ ସୁଖମୟ ହୁଏନାହି ।

୪- T ନାମର ପୁଅ ମାନେ : ଏହି ନାମର ପୁଅ ମାନେ ବିବାହ ପରେ ସ୍ତ୍ରୀଙ୍କ ଭଲ ପାଇବା ଦେଇ ପାରନ୍ତି ନାହି । ଏମାନେ ନିଜ କାମ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି ଯାହା ପାଇଁ ଏମାନଙ୍କ ସ୍ତ୍ରୀ ଏକା ହୋଇଯାନ୍ତି । ଏମାନଙ୍କ ଜୀବନରୁ ରୋମାନ୍ସ ଶବ୍ଦର ଆଉ ଜାଗା ରହେ ନାହି ।

୫- Y ନାମର ପୁଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ପୁଅ ମାନେ ଗୋଟେ ଝିଅ ପ୍ରତି ତିଷ୍ଠି ରହିପାରନ୍ତି ନାହି । ଏମାନେ ଏସ କରୁଥିବା ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି । ନିଜ ସ୍ତ୍ରୀଙ୍କ ପ୍ରତି ଏମାନଙ୍କର ସ୍ଵଭାବ ଖରାପ ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖାଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *