ବାତ୍ୟା Gulabର ଭୟଙ୍କର ତାଣ୍ଡବ, ଉଡାଇନେଲା ଘର…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବାତ୍ୟା ଗୁଲାବର ଦୁର୍ବଳ ହୋଇ ଅବପାତର ରୂପ ନେଉଛି । ଗତ କାଲି ରାତି ରେ ବାତ୍ୟା ଗୁଲାବ ଲ୍ୟାଣ୍ଡଫଲ କରିଛି । ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ଅଧିକ ରହିଥିଲା । ଯାହା ଫଳରେ ରାଜ୍ୟ ରେ ଅନେକ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରେ ଲାଗିଛି । ଏହା ଛଡା ୫ଟି ଜିଲ୍ଲା ଗୁଡିକୁ ରେଡ ଆଲର୍ଟ ଜାରି କରା ଯାଇଛି । ବର୍ତ୍ତମାନ ସୂଚନା ଅନୁସାରେ ବାତ୍ୟା ଗୁଲାବ ର ପ୍ରଭାବ ସକାଳ ସମୟରେ ନାରାୟଣ ପାଟଣାରେ ଦେଖିବାକୁ ମିଳିଛି । ଏହି ଭିଡିଓ ରେ ଆପଣ ମାନେ ନାରାୟଣ ପାଟଣାରେ କିପରି ପରିସ୍ଥିତି ରହିଛି ତାହା ଦେଖି ପାରିବେ ।

ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଏତେ ତୀବ୍ର ରହିଥିଲା ଯେ ଘର ଗୁଡିକ ଉଡି ଯାଇଛି । ଯାହା ଫଳରେ ସାଧାରଣ ଲୋକ ମାନେ ଏହାର ଶିକାର ହୋଇଛନ୍ତି । ଏହି ଭିଡିଓ ରେ ବାତ୍ୟା ଗୁଲାବ ଯୋଗୁ କେତେ କେ କ୍ଷୟ କ୍ଷତି ହୋଇଛି ତାହା ଆପଣ ମାନେ ଦେଖି ପାରିବେ । କେବଳ ଘର ଗୁଡିକ ଭାଙ୍ଗି ନାହି ବରଂ ଗଛ ଗୁଡିକ ଭାଙ୍ଗି ଯାଇ ରାସ୍ତା ଅବରୋଧ ହୋଇ ଯାଇଛି । ଏହା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ଆରମ୍ଭ ହୋଇଛି । ବାତ୍ୟା ଗୁଲାବ ଯୋଗୁ ମଶ୍ଚ୍ୟଜୀବି ମାନଙ୍କୁ ସମୁଦ୍ର ଭିତରକୁ ନ ଜବା ପାଇଁ ଆଲର୍ଟ ଜାରି କରା ଯାଇଛି ।

ଏହି ଭିଡିଓ ରେ ଆପଣ ମାନେ ଘର ଗୁଡିକର ଅବସ୍ଥା ପବନର ତୀବ୍ରତା ରେ କିପରି ହୋଇଛି ତାହା ଦେଖି ପାରିବେ । ଆଜବେଷ୍ଟିସ ଘର ଗୁଡିକର ଅବସ୍ଥା ନ କହିଲେ ଚାଲେ । ତେବେ ବର୍ତ୍ତମାନ ବାତ୍ୟା ଗୁଲାବ ଯୋଗୁ ଅନେକ କ୍ଷ କ୍ଷତି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଜାରି କରା ଯାଇଛି । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ଯେ ପବନର କେତେ ତୀବ୍ର ଭାବେ ରହିଛି । ସମୟ ଗଡିବା କ୍ରମେ ବର୍ଷାର ପରିମାଣ ମଧ୍ୟ ବଢିବାରେ ଲାଗିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *