ବର୍ଷରେ ଏହି ୫ ଟି ଦିନ ହୋଇଥାଏ ଶୁଭ, ମା ଲକ୍ଷ୍ମୀଙ୍କ ପୂଜା କରିବେ ତ ହୋଇଯିବେ କୋଟିପତି

ହିନ୍ଦୁ ଧର୍ମ ମାନ୍ୟତା ହିସାବରେ ସପ୍ତାହର ସବୁଦିନ କୌଣସି ନା କୌଣସି ଦେବତାକୁ ସମର୍ପିତ ହୋଇଛି । ଗୁରୁ ଓ ଶୁକ୍ରବାରରେ ମା ଲକ୍ଷ୍ମୀଙ୍କ ପୂଜା କରାଯାଏ । ମାତା ଲକ୍ଷ୍ମୀ ବୈଭବ ଓ ଯଶର ଦେବୀ ଅଟନ୍ତି । ସେ ଯାହା ଉପରେ ଦୟା କରନ୍ତି ତାଙ୍କ ଉପରେ ଧନର ବର୍ଷା ହୋଇଥାଏ ।

ଶାସ୍ତ୍ରରେ ୫ ଟି ଏମିତି ବିଶେଷ ଦିନ କୁହାଯାଇଛି ଯେଉଁ ଦିନ ପୂଜା କରିବା ଦ୍ଵାରା ମା ଲକ୍ଷ୍ମୀ ନିଶ୍ଚିତ ଭାବରେ ପ୍ରସନ୍ନ ହୋଇଥାନ୍ତି । ଓ ଭିକାରୀକୁ ମଧ୍ୟ ଧନୀ ଏବାର ବରଦାନ ଦେଇ ଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବୁ ସେହି ୫ ଟି ଦିନ ବିଷୟରେ ।

ରାଧାଷ୍ଟମୀ

Image Courtesy: Google

ରାଧାଷ୍ଟମିର ପର୍ବ ଭାଦ୍ରପଦ ମାସର ଶୁକ୍ଲ ପକ୍ଷ ଅଷ୍ଟମିକୁ ପାଳନ କରାଯାଇଥାଏ । ଶୁକ୍ଲପକ୍ଷ ଅଷ୍ଟମିରୁ ନେଇ କୃଷ୍ଣ ପକ୍ଷର ଅଷ୍ଟମିର ସମୟକୁ ସମୃଦ୍ଧି ଓ ବହୁତ ଭଲ ସମୟ ବୋଲି କୁହାଯାଏ । ଏହା ବହୁତ ପବିତ୍ର କାଳଖଣ୍ଡ ଅଟେ କାରଣ ଏହି ମହାପର୍ବକୁ ଲକ୍ଷ୍ମୀ ସାଧନାର ପର୍ବ କୁହାଯାଏ । ଏହି କାଳଖଣ୍ଡରେ ୟକ୍ଷିଣୀ ଓ ଯୋଗିନୀ ସାଧନର ଅତି ମହତ୍ଵ ରହିଛି ଓ ଧାର୍ମିକ ମାନ୍ୟତା ହିସାବରେ ୟକ୍ଷ-ୟକ୍ଷିଣୀ ସ୍ଥୂଳ ସମୃଦ୍ଧିର ନିୟତା ମାନଯାଏ । କୁହାଯାଏକି କୁବେର ୟକ୍ଷରାଜ ଓ ଲକ୍ଷ୍ମୀ ୟକ୍ଷିଣୀ ଅଟନ୍ତି । ଯେଉଁ ଭକ୍ତ ସଚା ମନରେ ମହାଲକ୍ଷ୍ମୀଙ୍କ ପୂଜା କରିଥାଏ ତା ଉପରେ ମାତର ବିଶେଷ କୃପା ରହିଥାଏ ।

Image Courtesy: Google

ସରଦ ପୁର୍ଣିମା

ସରଦ ପୁର୍ଣିମା ଦିନ ମା ଲକ୍ଷ୍ମୀଙ୍କ ପୂଜା କରାଯାଏ । ଧାର୍ମିକ ମାନ୍ୟତା ଅଛିକି ଏହି ଦିନରେ ମାତା ଲକ୍ଷ୍ମୀ ରାତିରେ ବିଚରଣ କରିଥାନ୍ତି ଓ ନିଜ ଭକ୍ତଙ୍କୁ ଧନର ବରଦନ ଦେଇଥାନ୍ତି । ଆଶ୍ଵିନ ମାସର ଶୁକ୍ଲପକ୍ଷ ପୁର୍ଣିମାକୁ ଶରଦ ପୁର୍ଣିମା କୁହାଯାଏ । ହିନ୍ଦୁ ଧର୍ମ ହିସାବରେ ଯେଉଁ ବ୍ୟକ୍ତି ରାତିସାରା ମା ଲକ୍ଷ୍ମୀଙ୍କ ଆରାଧନା କରିଥାଏ ତା ପାଖରେ ଦରିଦ୍ରତା କେବେ ରହିନଥାଏ ।

ରୁକ୍ମଣୀ ଅଷ୍ଟମୀ

Image Courtesy: Google

ଭଗବାନ ଶ୍ରୀ କୃଷ୍ଣଙ୍କ ପତ୍ନୀକୁ ଦେବୀ ଲକ୍ଷ୍ମୀଙ୍କ ଅବତାର କୁହାଯାଏ । ରୁକ୍ମଣୀ ଅଷ୍ଟମୀ ପୌଷ ମାସର କୃଷ୍ଣ ପକ୍ଷକୁ ଅଷ୍ଟମୀ ତିଥି ରୂପେ ମନାଯାଇଥାଏ । ଭଗବାନ କୃଷ୍ଣଙ୍କ ଜନ୍ମବି ଅଷ୍ଟମୀ ତିଥିରେ ହୋଇଥାଏ । ଅଷ୍ଟମୀ ତିଥିକୁ ସବୁ କାର୍ଯ୍ୟ ପାଇଁ ଶୁଭ ମନାଯାଇଥାଏ । ଜିଏବି କୃଷ୍ଣଙ୍କ ସହିତ ମାତା ରୁକ୍ମଣୀଙ୍କ ପୂଜା କରିଥାଏ । ସେମାନଙ୍କ ଘରେ କେବେ ପଇସାର ଅଭାବ ହୋଇନଥାଏ, ସବୁବେଳେ ସୁଖ ସମୃଦ୍ଧି ରହିଥାଏ ।

ବରଦ ଲକ୍ଷ୍ମୀ

Image Courtesy: Google

ଦୀପାବଳି ଭଳି ଏହିଦିନରେ ଗଣେଶ ଓ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । ଶାସ୍ତ୍ରରେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ଲାଭ କରିବା ପାଇଁ ଏହି ଦିନ କଳସ ବସାଇ ବର ମୁଦ୍ରା ଭଳି ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଉତ୍ତମ କୁହାଯାଇଛି । ଏହିଦିନ କନକ ଧାରା ସ୍ତୋତ୍ରର ପାଠ କରିବା ବହୁତ ଫଳଦାଇ ହୋଇଥାଏ ।

ଦୀପାବଳି

Image Courtesy: Google

ଦୀପାବଳି ହିନ୍ଦୁ ଧର୍ମର ସବୁଠୁ ବଡ ପର୍ବ ହୋଇଥାଏ । କାର୍ତିକ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ତିଥିକୁ ଦୀପାବଳିର ପର୍ବ କରାଯାଇଥାଏ । ମା ଲକ୍ଷ୍ମୀକୁ ପ୍ରସନ କରିବା ପାଇଁ ଦିବାଲି ରାତି ବହୁତ ଉତ୍ତମ ବୋଲି କୁହାଯାଏ । ଯେଉଁଥିରେ ମା ବୈଭବର ପ୍ରଦାନ କରିଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *