ହାତରେ କେତେ ପ୍ରକାର ରେଖା, ଚିହ୍ନ ଓ ଆକୃତି ହୋଇଥାଏ, ଯାହା ସମ୍ବନ୍ଧ ମନୁଷ୍ୟ ଭାଗ୍ୟ, ଧନ ଓ ଅଏସ ଆରାମ ସହ ହୋଇଥାଏ । ଆଜିକା ଯୁଗରେ କେତେକ ଲୋକ ଅନ୍ଧବିଶ୍ଵାସ ରେ ଭରସା କରୁଛନ୍ତି, ହସ୍ତ ରେଖା ବ୍ୟକ୍ତି ଜୀବନ ବିଷୟରେ କହିଥାଏ କିନ୍ତୁ ଆଜିକା ଯୁଗରେ ବହୁତ ପ୍ରକାର ଭଣ୍ଡ ବାବା ଅଛନ୍ତି ତାଙ୍କ ହାବୁଡରେ ପଡନ୍ତୁ ନାହିଁ, ଭଲ ଜ୍ଯୋତିଷ ଙ୍କୁ ହାତ ଦେଖାନ୍ତୁ ଯଦି ଆପଣଙ୍କ ଇଛା ଅଛି ।
ଆସନ୍ତୁ ଜାଣିବା କିଛି ହାତର ରେଖା ବିଷୟରେ ଯାହା ଲୋକକୁ ଧନବାନ ଓ ସୁଖମୟ କରିଥାଏ ।
ଯେଉଁ ଲୋକ ହାତରେ ବୁଧ ପର୍ବତ ବା ଶନି ପର୍ବତ ଉପରେ ତରାଜୁ ଚିହ୍ନ ହୋଇଥାଏ ସେହି ଲୋକ ଜୀବନ ରେ ଟଙ୍କା ସମ୍ପତ୍ତି କେବେ କମ ହୁଏ ନାହିଁ । ସେହି ଲୋକ ନିଜ ଜୀବନ ରେ ବହୁତ ପଇସା ଓ ସଫଳତା ପାଇ ଥାଏ । ହାତରେ ଶୁକ୍ର ପର୍ବତ ବହୁତ ମହତ୍ବପୂର୍ଣ ହୋଇଥାଏ, ଶୁକ୍ର ପର୍ବତ ବହୁତ ଭଲ ଅଟେ କିନ୍ତୁ ଯାହା ପାଇଁ ଭଲ ତା ପାଇଁ ସୁଖ ସୁବିଧା ସବୁ ମିଳି ଥାଏ ।
ଯଦି ଶୁକ୍ର ପର୍ବତ ରୁ ବାହାରି କୌଣସି ରେଖା ସିଧା ଯାଇ ସୁର୍ଜ୍ୟ ପର୍ବତ ରେ ଯାଇ ମିଶୁଚି ତେବେ ଏହା ଅତ୍ୟନ୍ତ ଶୁଭ ଓ ଲକି ମନେ କାରା ଯାଏ । ଏହି ପରି ଲୋକ ରାଜଯୋଗ ପରି ସୁଖ ପ୍ରାପ୍ତ କରନ୍ତି ।
ଯେତେବେଳେ କୌଣସି ବ୍ୟକ୍ତିର ହାତ ରେଖା ମଣିବନ୍ଧ ରୁ ବାହାରି ରେଖା ସ୍ପଷ୍ଟ ରୂପରେ ଓ ସିଧା ଯାଇ ଶନି ପର୍ବତ ଉପରେ ଯାଇ ମିଶି ଥାଏ ସେହା ବ୍ୟକ୍ତି ବହୁତ ଭାଗ୍ୟଶାଳି ଏବଂ ସଫଳ ଅଟେ, ଏମିତି ଲୋକ ଧନବାନ ହୋଇଥାନ୍ତି । କିଛି ଲୋକଙ୍କ ଉପରେ ମାଁ ଲକ୍ଷ୍ମୀ ବହୁତ କୃପା କରିଥାନ୍ତି, ଏହା ସେହି ଲୋକ ସହ ହୋଇଥାଏ ଯାହା ଅନାମିକା ଅଙ୍ଗୁଳି ପାଖରୁ ବାହାରି କୌଣସି ରେଖା ଚନ୍ଦ୍ର ପର୍ବତ ରେ ଯାଇ ମିଶି ଥାଏ ।
ଏହି ଲୋକ ବହୁତ ଭାଗ୍ୟଶାଳି ଓ ଧନୀ ହୋଇଥାନ୍ତି । ଯଦି ମଣିବନ୍ଧ ଯାହାକୁ ଭାଗ୍ୟ ରେଖା ମଧ୍ୟ କୁହନ୍ତି, ମଣିବନ୍ଧ ରୁ କୌଣସି ରେଖା ବାହାରି ଶନି ପର୍ବତ ଉପରେ ଯିବା ଛଡା ବୁଧ ପର୍ବତ ସହ ଯାଇ ମିଶି ଗଲା ତେବେ ଏହା ବହୁତ ଭାଗ୍ୟଶାଳି ହୋଇଥାଏ ଏବଂ ବହୁତ ଭାଗ୍ୟଶାଳି ଲୋକଙ୍କ ହାତରେ ହିଁ ଏହି ରେଖା ହୋଇଥାଏ, ଏପରି ଲୋକ ସଫଳ ବ୍ୟବସାଇ ହୋଇଥାନ୍ତି ।