ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟନ୍ତି ଏହି ୧୦ଟି ଗୁଣ ଥିବା ମହିଳା, ଏହି ମହିଳା ମାନଙ୍କୁ କୁହାଯାଏ ଭାଗ୍ୟବାନ

ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହା ଯାଇଥାଏ, ଯଦି ଆପଣ ନିଜ ଜୀବନରେ ଧନ ଦ୍ଵାରା ପରିପୂର୍ଣ ରହିବା ପାଇଁ ଚାହାଁନ୍ତି ତେବେ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ନିହାତି ଦରକାର ହୋଇଥାଏ । ମାତା ଲକ୍ଷ୍ମୀ ସେହି ଲୋକଙ୍କୁ ଆଶୀର୍ବାଦ ଦିଅନ୍ତି ଯାହା ଭିତରେ ଏହି ବିଶେଷ ଗୁଣ ହୋଇଥାଏ, ବିଶେଷ କରି ମହିଳାଙ୍କ ଭିତରେ ନିୟମ ପାଳନ ଅବଶ୍ୟ କରିବା ଉଚିତ, ଯେଉଁ ମହିଳା ଏହି ସବୁ ଅଭ୍ୟାସ ରଖନ୍ତି ତାଙ୍କ ଉପରେ ମାତା ଲକ୍ଷ୍ମୀ ନିଜ କୃପା ଦ୍ରୁଷ୍ଟି ସବୁବେଳେ ରଖନ୍ତି ।

ତେବେ ଆସନ୍ତୁ ଜାଣିବା କେଉଁ ଅଭୟଶା ଦ୍ଵାରା ମହିଳାମାନେ ମାତା ଲକ୍ଷ୍ମୀଙ୍କ ମନ କିଣି ଥାନ୍ତି ।

# ସକାଳେ ସନ୍ଧ୍ୟାରେ ନିୟମିତ ରୂପରେ ଘରେ ପୂଜା କରୁଥିବା ମହିଳାଙ୍କୁ ମାତା ଲକ୍ଷ୍ମୀ ପସନ୍ଦ କରନ୍ତି, ଏହି ଭଳି ମହିଳାଙ୍କ ଭିତରେ ଅନ୍ୟ ମହିଳାଙ୍କ ଠାରୁ ଅଧିକ ସକାରାତ୍ମକ ଭାବନା ହୋଇଥାଏ ।

# ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ନାମ ବ୍ରତ ରଖୁଥିବା ମହିଳାମାନଙ୍କ ଉପରେ ମାତା ଲକ୍ଷ୍ମୀ ବିଶେସ କୃପା କରନ୍ତି, ଏହି ମହିଳାଙ୍କ ବଳିଦାନ ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

# ଘର ଛୋଟ ଝିଅଙ୍କୁ ଗେଲ୍ହାରେ ବଡ କରୁଥିବା ମହିଳାଙ୍କ ଉପରେ ମଧ୍ୟ ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି । କୁହା ଯାଏ ଯେ ଛୋଟ ଝିଅଙ୍କ ଭିତରେ ମାତା ଲକ୍ଷ୍ମୀ ସ୍ଵୟଂ ବାସ କରନ୍ତି ସେଥିପାଇଁ ଛୋଟ ଝିଅଙ୍କ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ ।

# ଶୁକ୍ରବାର ଦିନ ମାତାଙ୍କ ନାରେ ଘିଅ ଦୀପ ପ୍ରଜ୍ଵଳନ କଲେ ମାତା ବହୁତ ପ୍ରସନ୍ନ ହୁଅନ୍ତି ସେଥିପାଇଁ ଯେଉଁ ମହିଳା ଏମିତି କରନ୍ତି ତାଙ୍କ ଘରେ କେବେ କୌଣସି ଦୁଃଖ ଆସେ ନାହିଁ ।

# ଯେଉଁ ମହିଳାମାନେ ଘରେ ଶୁକ୍ରବାର ଦିନ ମାଂସ ଇତ୍ୟାଦି ଆଇଂଷ ପୁରାନ୍ତି ନାହିଁ ଏବଂ ସେବନ କରନ୍ତି ନାହିଁ ତାଙ୍କ ଉପରେ ମଧ୍ୟ ମାତା ବହୁତ ପ୍ରସନ୍ନ ହୁଅନ୍ତି ।

# ଶୁକ୍ରବାର ଦିନ ଦାନ ଧର୍ମ କରିବା ମଧ୍ୟ ବହୁତ ଶୁଭ କାରୀ ଅଟେ, ତେବେ ଆପଣଙ୍କ କ୍ଷମତା ଅନୁଯାଇ ଆପଣ ଯାହା ଦାନ କରି ପାରିବେ ଅନ୍ନ, ବସ୍ତ୍ର ବା ଟଙ୍କା ଇତ୍ୟାଦି ଏହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

# ଘରେ ବଡ ବୁଢା ଲୋକଙ୍କ ସମ୍ମାନ କରୁଥିବା ଲୋକଙ୍କ ଉପରେ ମାତା ଲକ୍ଷ୍ମୀ ବାହୁତ ପ୍ରସନ୍ନ ହୁଅନ୍ତି, ତେବେ ଏହି ଭଳି ମହିଳାଙ୍କ ସ୍ଵଭାବ ପାଇଁ ତାଙ୍କ ଜୀବନ ରେ କୌଣସି ପ୍ରକାର କଷ୍ଟ ବାସ କରେ ନାହିଁ ।

# ଘରେ ସମସ୍ତଙ୍କ ଧ୍ୟାନ ରଖୁଥିବା ମହିଳା, ଏହି ଭଳି ମହିଳାଙ୍କ ପାଇଁ ମାତା ଲକ୍ଷ୍ମୀ କେବେ ଏମିତିକା ଘର ଛାଡି ଯାନ୍ତି ନାହିଁ ।

# ମାତା ଲକ୍ଷ୍ମୀଙ୍କୁ ଶୃଙ୍ଗାର କରୁଥିବା ମହିଳା ଏବଂ ମାତାଙ୍କ ପୂଜା କଲା ବେଳେ ମାତାଙ୍କୁ ଚନ୍ଦନ ଟିକା କରୁଥିବା ମହିଳା ମାତାଙ୍କୁ ବହୁତ ପସନ୍ଦ ଅଟନ୍ତି ।

# ଯେଉଁ ମହିଳାମାନେ ନିଜ ଘର ବାନ୍ଧି କି ରଖନ୍ତି ତାଙ୍କୁ ମଧ୍ୟ ମାତା ଲକ୍ଷ୍ମୀ ବହୁତ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *