ଏହି ରାଶି ଝିଅମାନଙ୍କର ହାବଭାବ ହୋଇଥାଏ ଜୀବନନେଲା ଭଳି, ଏମାନଙ୍କୁ ଦେଖି ପୁଅମାନେ ଦେଇ ବସିଥାନ୍ତି ନିଜ ହୃଦୟ

ଆମ ଜୀବନରେ ପ୍ରତିଦିନ କେତେ ଝିଅ ଆମ ସାମ୍ନାକୁ ଆସିଥାନ୍ତି । କିନ୍ତୁ ଏମାନଙ୍କ ଭିତରୁ ଏମିତି କିଛି ଝିଅ ଥାନ୍ତି ଯାହାକୁ ପ୍ରଥମ ଦେଖାରେ ଆମେ ଭଲପାଇ ବସିଥାଉ । ଏହି ଝିଅମାନଙ୍କ ଭିତରେ କିଛି ଏମିତି ଖାସ କଥା ଥାଏ ଯୋଉ ପୁଅ ତାଙ୍କୁ ଦେଖିଥାନ୍ତି ସେ ତାଙ୍କୁ ନିଜ ହୃଦୟରେ ବସାଇଥାନ୍ତି । ପ୍ରଥମ ଦେଖାର ଭଲପାଇବାରେ ଯେଉଁ ଜିନିଷ ମଣିଷକୁ ଅଧିକ ପ୍ରଭାବିତ କରିଥାଏ ତାହା ହେଉଛି ‘ହାବଭାବ’ ।

ଝିଅମାନଙ୍କର କଥାବାର୍ତା କରିବାର ତରିକା , ତାଙ୍କ ବସାଉଠା କରିବାର ଢଙ୍ଗ ,ସେ ବାଳକୁ ସଜାଡିବା ଏହି ସବୁ ଜିନିଷ ପୁଅମାନଙ୍କ ହୃଦୟରେ ଛୁରି ପରିକା ଲାଗିଥାଏ ।

ଆପଣ ମାନନ୍ତୁ କି ନ ମାନନ୍ତୁ କିନ୍ତୁ କିଛି ଝିଅମାନଙ୍କ ମଧ୍ୟରେ ଜୀବନନେଲା ଭଳିଆ କଳା ପିଲାଦିନରୁ ରହିଥାଏ । ଯେତବେଳେ କୌଣସି ମଣିଷର ଜନ୍ମ ହେଇଥାଏ ତାହେଲେ ତା ରାସୀ ସହିତ ଯୋଡା ଥିବା ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଏହା ଠିକ କରିଥାନ୍ତି କି ସେହି ମଣିଷର ଶୋଭାବ ଏବଂ ବ୍ୟବହାର କେମିତି ହେବ । ଏହି କଥାକୁ ଆଖିରେ ରାଖୀ ଆମେ ଆଜି ଆପଣଙ୍କୁ କିଛି ଏମିତି ରାଶିର ଝିଅମାନଙ୍କ ବିଷୟରେ କହିବୁ ଯିଏ ଭାବଭାବରେ ସମସ୍ତଙ୍କ ଠାରୁ ଆଗରେ । ଲୋକ ଏମାନଙ୍କ ସାଙ୍ଗରେ ଦୋସ୍ତି କରିବା ପାଇଁ ବହୁତ ଆଗ୍ରହୀ ଥାନ୍ତି । ଚାଳନ୍ତୁ ଜାଣିବା ସେହି ରାସୀ ଗୁଡିକ କଣ ।

ଏହି ରାଶି ଝିଅମାନଙ୍କର ହାବଭାବ ହୋଇଥାଏ ବହୁ ଭଲ

୧ -ମେଷ ରାଶି

ଏହି ରାଶି ଝିଅମାନଙ୍କର କଥା ନିଆରା ହୋଇଥାଏ । ଏମାନଙ୍କର ହାବଭାବ ଅନ୍ୟ ଝିଅମାନଙ୍କଠାରୁ କିଛି ହାଟକେ ହୋଇଥାଏ । ଏମାନଙ୍କର କଥାବାର୍ତା କରିବାର ଶୈଳୀ ,ଉଠିବା ବସିବାର ହାବଭାବ ବହୁ ନିଆରା ହୋଇଥାଏ । ଏମାନଙ୍କର ହସଖୁସି ପାଇଁ ପୁଅମାନେ ତାଙ୍କର ଦିଵାନ ହୋଇଥାନ୍ତି । ପୁଅମାନେ ଏମାନକୁ ନିଜର ଜୀବନସାଥୀ କରିବା ପାଇଁ ଚାହିଁଥାନ୍ତି ।

୨ -ତୁଳା ରାଶି

ଏହି ରାଶି ଝିଅମାନଙ୍କର ହାବଭାବକୁ ଯେତେ ତାରିଫ କାଲେ ବି କମ ହେବ । ଖାସ୍କରି ଅମାନଙ୍କର କଥାବାର୍ତା କରିବାର ଶୈଳୀ କାହାକୁ ବି ନିଜ ବସ କରିଦେଇଥାଏ । ଏମାନଙ୍କର କଥାବାର୍ତାରେ ଏତେ ମିଠାଥାଏ ଯେ ସେ ସାମନା ବାଲାର ହୃଦୟକୁ ହଲାଇ ଦେଇଥାଏ । ଏମାନେ ଏତେ ଭଲ ହୋଇଥାନ୍ତି ଯେ ଲୋକମାନେ ଚାହ୍ନିଲେ ବି ସେମାନଙ୍କ ଉପରେ ରାଗିପାରନ୍ତି ନାହିଁ ।

୩ -କୁମ୍ଭ ରାଶି

ଏହି ରାଶିର ଝିଅମାନେ ଭିଡାରେ ଅଲଗା ପ୍ରକାର ଦେଖାଯାଇଥାନ୍ତି । ଏମାନେ ନିଜ ଗୃପରେ ଲିଡର ହେଇଥାନ୍ତି । ଏମାନେ ଯେଉଁ ସ୍କୁଲ ବା କଲେଜ ରେ ଥାନ୍ତି ସମାନଙ୍କର ବହୁତ ଚର୍ଚା ହୋଇଥାଏ । ଏମାନେ ବହୁତ କମେଡି ବି କରିଥାନ୍ତି । ଏମାନଙ୍କର ହସରେ ଅଧିକ ପୁଅମାନେ ଫସିଥାନ୍ତି । ଠାରେ ଯିଏ ଏମାନଙ୍କ ସହିତ ମିସିଥାଏ ସେ ତାଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ଭୁଲିପାରେ ନାହିଁ ।

Leave a Reply

Your email address will not be published. Required fields are marked *