ଆଜି ଆମେ ଫୁଲକୋବି ବିଷୟ ରେ ଜାଣିବା, ଏହା ଏକ ଏମିତି ପାରିବା ଯାହାକୁ ବଜାର ରେ ଦେଖିଲେ ଲୋଭ ହୁଏ ଏବଂ ଲୋକ ଏହାକୁ ଭାତ ସହ ଖାଇବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ କିଛି ରୋଗ ଏମିତିୟା ବି ଅଛି ଯାହା ପାଇଁ ଫୁଲକୋବି ବିଷ ପରି କାମ କରେ, ଏହି ରୋଗ ରେ ଫୁଲକୋବି ଖାଇଲେ ରୋଗ ଅତ୍ୟଧିକ ବଢି ଥାଏ । ଆଜି ଏହି ଆର୍ଟିକ୍ଲ ରେ ଆମେ ଆପଣଙ୍କୁ ଏହି ରୋଗ ବିଷୟ ରେ କହିବାକୁ ଯାଉଛୁ । ଯଦି କାହାକୁ ହୃଦୟ ରୋଗ ବା କିଡନି ରୋଗ ହୋଇଥାଏ ଏବଂ ତା ସହ ସୁଗାର ବଢି ଥାଏ ସେହି ଲୋକଙ୍କ ପାଇଁ ଫୁଲକୋବି ବିଷ ପରି କାମ କରିଥାଏ ।
କାହିଁକିନା ଫୁଲକୋବି ରେ ପ୍ୟୁରିନ ମାତ୍ରା ଅଧିକ ଥାଏ, ଏହା ଦ୍ଵାରା ଶରୀର ରେ ୟୁରିନ ଲେବଲ ବଢି ଯାଇଥାଏ ଯାହା ଏହି ରୋଗରେ ହାନିକାରକ ହୋଇଥାଏ । ଏମିତି ନୁହେଁ କି ଫୁଲକୋବି ଖରାପ ପରିବା ଏହା ଅଲଗା ଲୋକଙ୍କ ପାଇଁ ଲାଭକାରୀ ଅଟେ କିନ୍ତୁ ଏହି ରୋଗୀ ମାନଙ୍କ ପାଇଁ ବିଷ ଅଟେ ।
ଏହା ଆମ ଶରୀର ରେ ରକ୍ତ କୁ ସଫା କରି ଚର୍ମ ରୋଗରୁ ବଞ୍ଚାଇଥାଏ, ଏମିତିଆ ଲୋକ ଯାହାକୁ ଚର୍ମ ରୋଗ ହୋଇଥାଏ ସେହି ଲୋକ ଫୁଲକୋବି ର ଯେତେ ପାରୁଛନ୍ତି ଉପଯୋଗ କରନ୍ତୁ । କିନ୍ତୁ ଯେଉଁ ଲୋକ ହୃଦୟ ବା କିଡନି ପାଇଁ ଔଷଧ ଖାଉଛନ୍ତି ସେ ଫୁଲକୋବି ରୁ ଦୂରେଇକି ରୁହନ୍ତୁ ।
ଫୁଲକୋବି ରେ ସୁଗାର ହୋଇଥାଏ ସେଥିପାଇଁ ଦଇବେଟିଜ ଲୋକ ଏହାର ସେବନ କରନ୍ତୁ ନାହିଁ । ଏହି ପରିବା ଠାରୁ ଦୂରେଇ ରୁହନ୍ତୁ । ନଚେତ ଏହା ଆପଣଙ୍କ ପାଇଁ ବହୁତ ଖରାପ ହୋଇପାରେ । ଯଦି ବି ଆପଣ ଏହାର ସେବନ କରୁଛନ୍ତି ତେବେ ଦେଖି ଚାହିଁ ଅଳ୍ପ ମାତ୍ରାରେ କରି ପାରିବେ ନଚେତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଯଦି ଆପଣଙ୍କୁ ଆମର ଏହି ଭଳି ଟିପ୍ସ ଆଗକୁ ମଧ୍ୟ ପାଇବାକୁ ଇଛା ଥାଏ ତେବେ ଆମ ପେଜକୁ ନିଶ୍ଚୟ ଲାଇକ କରନ୍ତୁ । ବିଦ୍ର: ଏହି ତଥ୍ୟ ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କ any ଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।