ସବୁଠୁ ମହାଜ୍ଞାନୀ ହୋଇଥାନ୍ତି ଏହି ଦୁଇଟି ରାଶିର ବ୍ୟକ୍ତି – ଆପଣଙ୍କ ରାଶି ନାହିଁ ତ ?

ନମସ୍କାର ବନ୍ଧୁଗଣ । ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣମାନଙ୍କୁ ରାଶି ବିଷୟରେ କିଛି କହିବୁ । ଆପଣ ମାନେ ତ ଜାଣିଛନ୍ତି ସବୁ ଲୋକ ଏ ସଂସାରରେ ନିଜ ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି । ତାଙ୍କ ଜନ୍ମ ସମୟକୁ ନେଇ ତାଙ୍କର ଭାଗ୍ୟ ନିର୍ଧାରଣ କରାଯାଏ । ଜନ୍ମ ସମୟରେ ଥିବା ନକ୍ଷତ୍ର ଚନ୍ଦ୍ର ଓ ଅନ୍ୟାନ୍ୟ ଗ୍ରହ ମାନଙ୍କ ସ୍ଥିତି ନେଇ ସେହି ଲୋକର ଭାଗ୍ୟ ହୋଇଥାଏ । ତେବେ ଏହାକୁ ଆମେ ରାଶି ବୋଲି ମଧ୍ୟ କହିଥାଉ । ଗୋଟେ ଲୋକର ରାଶିରୁ ତା ବିଷୟରେ ସବୁକିଛି ଜାଣି ହୁଏ ।

ଯେମିତିକି ସବୁ ଲୋକ ନିଜ ନିଜ ଭାଗ୍ୟ ନେଇ ଜନ୍ମ ନିଅନ୍ତି, ସେମାନଙ୍କ ମଧ୍ୟରେ କିଏ ସୁଖୀ ତ କିଏ ଦୁଃଖୀ । କିଏ ରାଜା ତ କିଏ ରଙ୍କ, କିଏ ନିର୍ବୁଧୀୟ ତ କିଏ ମହାଜ୍ଞାନୀ ଅଟନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ସବୁ ରାଶିର ବ୍ୟକ୍ତିଙ୍କ ବିଷୟରେ କହିବୁ ଯେଉଁମାନେ ହେଉଛନ୍ତି ମହାଜ୍ଞାନୀ । ମଣିଷର କର୍ମ ହିଁ ତାକୁ ଜଣେ ଭଲ ମଣିଷ କିମ୍ବା ଖରାପ ମଣିଷ କରି ଗଢି ତୋଳେ । ଏହା ମଧ୍ୟ ତାର କୁଣ୍ଡଳୀର ଥିବା ଗ୍ରହ ନକ୍ଷତ୍ରଙ୍କ ଅବସ୍ଥିତକୁ ନେଇ ଗଣା କରିଲେ ଜଣା ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ଦୁଇଟି ଏଭଳି ରାଶି ବିଷୟରେ କହିବୁ ଯେଉଁମାନେ ଜନମରୁ ହିଁ ମହାଜ୍ଞାନୀ ହୋଇ ଜନ୍ମ ନେଇଥାନ୍ତି ଓ ବୟସ ବଢିବା ସହ ସେମାନଙ୍କର ଜ୍ଞାନ ମଧ୍ୟ ବିକଶିତ ହୋଇଥାଏ ।

ମହାଜ୍ଞାନୀ ଅଟନ୍ତି ଏହି ରାଶି –

ତୁଳା –

ତୁଳା ରାଶିର ଲୋକ ବହୁତ ଜ୍ଞାନୀ ଅଟନ୍ତି । କିଛି ନୂଆ ଶିଖିବାର ପ୍ରୟାସରେ ସର୍ବଦା ତତ୍ପର ଥାନ୍ତି । ସମସ୍ତଙ୍କୁ ସାହାଯ୍ୟ କରନ୍ତି, ହୃଦୟରୁ ଏମାନେ ବହୁତ ଉଦାର ହୋଇଥାନ୍ତି । ଏମାନେ ସବୁବେଳେ କିଛି ନା କିଛି ଶିଖିବାରେ ବ୍ୟସ୍ତ ରୁହନ୍ତି । କିଛି ନୂଆ କରିବା ଏମାନଙ୍କର ଲକ୍ଷ ।

ମକର –

ଏମାନେ ହେଉଛନ୍ତି ଜ୍ଞାନର ଭଣ୍ଡାର । କିନ୍ତୁ କେବେବି ନିଜ ଜ୍ଞାନକୁ ନେଇ ଗର୍ବ କରନ୍ତି ନାହିଁ । ଯେଉଁ କଥା ଶିଖିବାକୁ  ଚାହାଁନ୍ତି ତା ବିଷୟରେ ବହୁତ ରିସର୍ଚ କରନ୍ତି । ସେ ନିଜର ଜ୍ଞାନକୁ ପ୍ରତ୍ୟକ ସମୟରେ ବୃଦ୍ଧି କରିବାରେ ପ୍ରୟାସ ରତ ଥାନ୍ତି । ଏମାନେ ଭବିଷ୍ୟତରେ ନିଶ୍ଚୟ ଏକ ବଡ ପଦରେ ରହି ସମାଜ ସେବା କରିବାର ଯୋଗ୍ୟ ଅଟନ୍ତି ।

Leave a Reply

Your email address will not be published. Required fields are marked *