୫ ଦିନ ଏହି ସମୟରେ ପିଅନ୍ତୁ ପାଣି ଓ ଦେଖନ୍ତୁ କେମିତି ରାତା ରାତି ଚେହେରାରେ ଆସିଯିବ ଚମକ, କରିକି ଦେଖନ୍ତୁ

ଆପଣଙ୍କୁ ଏହା ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ମନୁଷ୍ୟ ଶରୀରରେ ପ୍ରାୟ ୭୩ ପ୍ରତିଶତ ପାଣି ମହଜୁତ ଅଛି । ବିନା ପାଣିରେ ଯେପରି ମାଛ ଜିବିତ ହୋଇପାରିବ ନାହିଁ । ଠିକ୍ ସେହି ପରି ବିନା ପାଣିରେ କୌଣସି ଜୀବ ବଞ୍ଚିପାରିବ ନାହିଁ । ପାଣି ଆମ ଜୀବନରେ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ।  ଭୋଜନ ଓ ପାଣି ଜୀବନର ଏମିତି ତତ୍ତ୍ୱ ଅଟେ ଯାହା ବିନା ବଞ୍ଚିପାରିବ ନାହିଁ ।  ପାଣି ନା କେବଳ ଆମର ଶୋଷ ମେଣ୍ଟେଇବା ବାରେ କାମ କରେ ବରଂ ଆମ ମସ୍ତିଷ୍କ ରୁ ନେଇକରି ପାଚନ ତନ୍ତ୍ର ବହୁତ ରୋଗରୁ ଦୂରେଇ ଯାଇଥାଏ ।

ଆଜି ଆମେ ପାଣି ପିଇବା ପାଇଁ ଏମିତି ଫାଇଦା ବିଷୟରେ କହିବୁ । ଯାହାକୁ ଜାଣିକରି ଆପଣ ଅଧିକା ପାଣି ପିଇବା ଆରମ୍ଭ କରିଦେବେ । ପାଣି ମନୁଷ୍ୟ ପାଇଁ କେତେ ଆବଶ୍ୟକ ହୋଇଥାଏ । ଏହା ଆମେ ଛୁଆବେଳରୁ ଶୁଣି ଆସୁଛେ । କିନ୍ତୁ ଆପଣଙ୍କୁ କହିଦେବୁ କି ପାଣିରେ ଏପରି ଏକ ଆୟୁର୍ବେଦିକ ଔଷଧୀ ଜଣାଯାଏ ଯାହା ସମସ୍ତ ରୋଗ ପାଇଁ ରାମବାଣ ଚିକିତ୍ସା ଅଟେ । ଏହାକୁ ପ୍ରାକୃତିକ ଉପଚାର ଭାବେ ଜଣାଯାଏ । ପାଣି ନିର୍ଜଳ କରଣ କାରଣରୁ ହେଉଥିବା ମୁଣ୍ତବିନ୍ଧା । ଓ ପିଠି ପୀଡା ରୁ ମୁକ୍ତି ଦେଇଥାଏ । ଓ ଆମ ଶରୀରକୁ ସୁସ୍ଥ ହୋଇଥାଏ ।

ମଣିଷକୁ କେବେ ବି ଶୋଷ ଲାଗିପାରେ । ଏମିତି ପାଣି ଆମ ଶରୀରରେ ଫୁର୍ତ୍ତୀ ଆଣିଥାଏ । କିନ୍ତୁ ବହୁତଥର ଆମେ ଏମିତି ସମୟରେ ପାଣି ପିଇନେଇଥାଉ ଯାହା ଆମ ଶରୀରରେ ବହୁତ କ୍ଷତି କରିଥାଏ । ବହୁତ ଲୋକ ଭୋଜନ କଲା ସମୟରେ ପାଣି ପିଇବା ପସନ୍ଦ କରନ୍ତି । ଓ ଏହାକୁ ଅଭ୍ୟାସ ବନାଇନେଇଥାନ୍ତି । ଯେବେ କି ଭୋଜନ କରିବାର ୪୦ ମିନିଟ୍ ପୂର୍ବରୁ ଓ ୪୦ ମିନିଟ୍ ପରେ ପାଣି ପିଇବା ଜରୁରୀ । ଏମିତି କରିଲେ ଆମ ଶରୀରରେ ପାଚନ କ୍ରିୟା ଉପରେ ପ୍ରଭାବ ପକାଇଥାଏ । ଓ ଆମକୁ ପେଟରେ ଯୋଡି ହୋଇଥିବା ବହୁତ ରୋଗ ଘେରେଇ ହୋଇଯାଏ । ଏହା ଛଡା କିଛି ଲୋକ ପାଣିକୁ ବହୁତ ଶିଘ୍ର ପିଇନେଇଥାନ୍ତି । ଏହା ଦ୍ୱାରା ଶରୀରରେ ଏନର୍ଜୀ ଆସିନଥାନ୍ତି । ଓ ଶରୀର ଦୁର୍ବଳ ହୋଇଯାଏ । ଏଥିପାଇଁ ପାଣିକୁ ଶିଘ୍ର ନ ପିଇ ଧୀରେ ଧୀରେ ପିଇବା ଉଚିତ୍ ।

ଯଦି ଆପଣ କେଉଁ ଗରମ ଜିନିଷ ସେବନ କରିଛନ୍ତି । କିମ୍ବା ମସଲାଜାତୀୟ ଖାଦ୍ୟ ଖାଇଛନ୍ତି । ତେବେ ତୁରନ୍ତ କେବେ ପାଣି ପିଅନ୍ତୁ ନାହିଁ, ପାଣି ପିଇବାର ସବୁଠାରୁ ଉତ୍ତମ ସମୟ ସକାଳ ସମୟର ହୋଇଥାଏ । ସକାଳୁ ଖାଲି ପେଟରେ ପାଣି ପିଇଲେ ନା କେବଳ ପାଚନ ପ୍ରଣାଳୀ ମଜବୁତ ହୋଇଥାଏ । ବରଂ ଆପଣଙ୍କ କବ୍ଜ ଓ ଏସିଡିଟି ଯେପରି ସମସ୍ୟା ଦୂର ହୋଇଯାଏ । ଯଦି ଆପଣଙ୍କୁ ପତଳା ଝାଡା କିମ୍ବା ବାନ୍ତି ହେଉଛି । ତେବେ କିଛି ଲୁଣରେ ଚିନି ମିଶାଇ କରି ପିଇଦିଅନ୍ତୁ । ଦିନରେ ପାଞ୍ଚରୁ ଛଅ ଥର ଏହାକୁ ପିଇବା ଉଚିତ୍ । ଯାହା ଦ୍ୱାରା ସବୁ ଅସୁବିଧା ଦୁର ହୋଇଯାଏ । ଯଦି ସକାଳୁ ୫ ଦିନ ଯାଏଁ ପାଣିର ସେବନ କରନ୍ତି ଖାଲି ପେଟରେ । ତେବେ ଆପଣଙ୍କ ଚେହେରାରେ ଏକ ଭିନ୍ନ ଚମକ ଆସିଥାଏ ।

ସେମିତି ପାଣି ପିଇଲେ ବହୁତ ଫାଇଦା ଅଛି । କିନ୍ତୁ ଏହାର ସବୁଠାରୁ ଭଲ ଫାଇଦା ଚେହେରାର ସୁନ୍ଦରତା ବଢାଇଥାଏ । ହଁ ଆଜ୍ଞା ଆଜି ଆମେ ମହଙ୍ଗା ସମୟରେ ଯେଉଁଠି ଗୋଟେ ପୁଅ କିମ୍ବା ଝିଅ ନିଜ ଚେହେରାକୁ ଚମକାଇବାକୁ ବହୁତ ବିଉଟି ପ୍ରଡକ୍ଟଟ୍ ବ୍ୟବହାର କରିଥାଉ । ସେମିତି ମାମୁଲି ଦେଖାଯାଉଥିବା ପାଣିରେ ଆପଣଙ୍କ ବ୍ୟବହାର କରୁଥିବା ବିୟଟି ପ୍ରଡକ୍ଟକୁ ମାତ ଦେଇପାରିବ । ପ୍ରକୃତରେ ପାଣିରେ ଏପରି ପୋଷକ ତତ୍ତ୍ୱ ରହିଥାଏ ଯାହା କେବଳ ପାଚନ ପ୍ରଣାଳିକୁ ସୁଧାରିଥାଏ ବରଂ ଚେହେରାକୁ ବି ଚିକ୍କଣ କରିଥାଏ । ଯଦି ଆପଣ ୫ ଦିନ ଲଗାତାର ପାଣିର ସେବନ କରୁଛନ୍ତି ଆପଣଙ୍କୁ ନିଜ ଚେହେରାରେ ଏକ ଅଲଗା ହିଁ ଚମକର ଅନୁଭବ ମିଳିବ । ଯଦି ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠିଛି ତେବେ ପାଣିକୁ କେଉଁ ସମୟରେ ପାଣି ପିଇବା ଦରକାର । ଆସନ୍ତୁ ଜାଣିବା ସେହି ବିଷୟରେ ।

Leave a Reply

Your email address will not be published. Required fields are marked *