ଆଜି କାଲିର ଜୀବନ ଶୈଳୀ ଓ ଖାଇବା ପିଇବା କାରଣରୁ ମଣିଷର ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡୁଅଛି । ଶୁକ୍ରାଣୁର ସମସ୍ୟା ଆଜିକାଲି ପୁରୁଷଙ୍କର ବହୁତ ବଡ ସମସ୍ୟା ହୋଇଗଲାଣି । ଏହି ରୋଗକୁ ବୈଜ୍ଞାନିକଙ୍କ ମତରେ ଅଲିଗ ସ୍ପର୍ମିଆ କୁହାଯାଏ । ଏହି ରୋଗ ଯଦି ସ୍ଵାମୀକୁ ହୋଇଯାଏ ସ୍ତ୍ରୀ ଗର୍ଭ ଧାରଣ କରିପାରେ ନହିଁ । ଶୁକ୍ରାଣୁଙ୍କ ସଂଖ୍ୟା ପୁରୁଷ ମାନଙ୍କ ମଧ୍ୟରେ କମ ହେବ କାରଣ ଏଥିରେ ଆଲୋଚନା କରିବା । ଯାହା ଆପଣ କେବେ ଭୁଲରେ ମଧ୍ୟ କରନ୍ତୁ ନହିଁ, ଏମିତି କାଲେ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।
ଏହି ଦ୍ରବ୍ୟ ପ୍ରୟୋଗ କରିବା ଦ୍ଵାରା ଶୁକ୍ରାଣୁଙ୍କ ଗୁଣବତା ଓ ଅଭାବ ଦେଖାଦେଇଥାଏ । ଶେଥି ପାଇଁ ଭୁଲରେ ବି କୋକିନ ଗଞ୍ଜେଇ ଭଳି ନିଶା ଜାତୀୟ ଦ୍ରବ୍ୟ ସେବନ କରିବା କଥା ନୁହେଁ ।
ମଦ ପିଇବା ଦ୍ଵାରା ଆମ ଶରୀରରେ ବନୁଥିବା ଟେସ୍ତୋଷ୍ଟୋରିନର ଅଭାବ ଦେଖାଦେଇ ଥାଏ । ଏହାଦ୍ବାରା ଆମ ଅଣ୍ଡ କୋଷର ଶୂକ୍ରାଣୁ କମ ବନିଥାଏ ଆମକୁ ଧୀରେ ଧୀରେ ନପୁଂସକତା ଆଡକୁ ନେଇଥାଏ । ବିଡି ଓ ସିଗାରେଟର ସେବନ ଦ୍ଵାରା ଶୂକ୍ରାଣୁ ବନିବା କମ ହୋଇଥାଏ ।
ଅଧିକ ସମୟ ପର୍ଯ୍ୟନ୍ତ ସାଇକେଲିଙ୍ଗ କଲେ ଏହା ଦ୍ଵାରା ଆପଣଙ୍କର ଅଣ୍ଡ କୋଷର ସିର ଦବି ଜାଇଥାଏ । ଯାହା କାରଣରୁ ଶୁକ୍ରାଣୁ ବହୁତ ପ୍ରଭାବିତ ହୋଇଥାଏ । ଆପଣ ସବୁଦୁନ ପାଇଁ ପିଲା ଜନ୍ମ କରିବାର କ୍ଷମତା ହରାଇ ଥାଏ ।ଏଥି ପାଇଁ ଏହି ଭୁଲକୁ ଲମ୍ବା ସମୟ ପର୍ଯ୍ୟନ୍ତ କରନ୍ତୁ ନାହିଁ ।
ଅଣ୍ଡା କୋଷକୁ ଯଦି ଅଧିକ ଗରମ ପହଞ୍ଚୁ ଥାଏ ଆମ ଶୂକ୍ରାଣୁ ବଢିବାର କ୍ଷମତା ବହୁତ କମ ହୋଇଥାଏ । ସେଥିପାଇଁ ଅଣ୍ଡ କୋଷକୁ ଗରମ ବସ୍ତୁ ସଂସ୍ପର୍ଶରେ ଆଣନ୍ତୁ ନହିଁ । ଗରମ ପାଣିରେ ଗାଧୋଇବା, ଲ୍ୟାପଟପକୁ ଜଙ୍ଘ ଉପରେ ରଖୀ କାମ କରିବା ଠିକ ହୋଇନଥାଏ ।
ବିକିରଣ ବା ଏକ୍ସରେ ଶୂକ୍ରାଣୁ ଉତ୍ପନ କରିବାର କ୍ଷମତାକୁ ସେସ କରିଥାଏ । ତେଣୁ ଯେତେ ପର୍ଯ୍ୟନ୍ତ ଆବଶ୍ୟକ ହୋଇନଥାଏ ତାର ସଂସ୍ପର୍ଶରେ ଆସିବା କଥା ନୁହେଁ । ଅଧିକ ମୋଟା କାରଣରୁ ପୁରୁଷ ମାନଙ୍କର ମୋଟା କମ ହେବାକୁ ଲାଗିଥାଏ । ଯାହାର ସିଧା ପ୍ରଭାବ ଆମ ଶକ୍ତି ଉପରେ ପଡିଥାଏ, ସେଥିପାଇଁ ସବୁବେଳେ ଫିଟ ରହିବା ସହିତ ବ୍ୟାୟାମ କରନ୍ତୁ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।