ଏହି ଜବରଦସ୍ତ ସରକାରୀ ସ୍କିମ ରେ ୨.୧୭ଲକ୍ଷ ପାଆନ୍ତୁ, ମାତ୍ର ୧୦ଟଙ୍କା ବିନିଯୋଗ ରୁ ଆରମ୍ଭ

ଭବିଷ୍ୟତ ପାଇଁ ସମସ୍ତଙ୍କୁ କିଛି ନା କିଛି ସଞ୍ଚୟ କରିବା ଉଚିତ କିନ୍ତୁ କିଛି ଲୋକ ଏହା ଭାବିକି କୌଣସି ସ୍କିମ କରନ୍ତି ନାହିଁ କାହିଁକିନା ତାଙ୍କ ପାଖେ ଅଧିକ ପଇସା ନାହିଁ ଓ କିଛି ଲୋକଙ୍କ ପାଖରେ ପଇସା ନଥାଏ । ବହୁତ ଲୋକଙ୍କୁ ଏହା ବି ଲାଗେ କି ଛୋଟ ସଞ୍ଚୟ ରେ କିଛି ହବ ନାହିଁ ଏବଂ ଏହା ଗୋଟେ ବଡ ରାଶି ହୋଇ ଜମା ହୋଇ ପାରିବନି ଏବଂ ଭାବନ୍ତି କି ଭଲ ଓ ବେସୀ ପଇସା ର ସ୍କିମ କଲେ ସେ ଭଲ ସଞ୍ଚୟ କରି ପାରିବେ କିନ୍ତୁ ଏହା ପାଇଁ ଭଲ ପଇସା ଦରକାର ଯାହା ସମସ୍ତଙ୍କ ପାଖ ରେ ନାହିଁ ।

କିନ୍ତୁ ଏବେ ସମସ୍ତଙ୍କ ପାଇଁ ପୋଷ୍ଟ ଅଫିସ ରେ ବହୁତ ଭଲ ସ୍କିମ ଆସିଛି ଯାହା ରେକରିଙ୍ଗ ଡିପୋଜିଟ (ଆରଡି) କୁହା ଯାଉଛି ।

ପୋଷ୍ଟ ଅଫିସ ର ଆରଡି ରେ ଆପଣ ମାତ୍ର ୧୦ଟଙ୍କା ଇନଭେସମେଣ୍ଟ ରୁ ବି ଆରମ୍ଭ କରି ପାରିବେ ଯାହା ସମସ୍ତଙ୍କ ପାଇଁ ସମ୍ଭବ ଅଟେ, ପୋଷ୍ଟ ଅଫିସ ଆରଡି ରେ ବର୍ତମାନ ରେ ୭.୩% ବର୍ଷ କୁ ସୁଧ ମିଳୁଛି । କିନ୍ତୁ ଆରଡି ର ଗୋଟେ ବିଶେଷତା ଏହା ଅଟେ କି ମୂଳ ଟଙ୍କା ସହ ସୁଧ ଟଙ୍କା କୁ ତିନି ମାସ ରେ ଥରେ ମିସାଇ ଦେଇ ଥାଏ, ଆରଡି ଆକାଉଣ୍ଟ ଅଧିକତମ ରୂପ ରେ ୫ବର୍ଷ ପାଇଁ ହୋଇ ପାରେ ତା ଠୁ ଅଧିକ ନୁହେଁ ।

ସ୍କିମ ସରିଲା ପରେ ବି ଏହାକୁ ଆଗୁକୁ ବଢେଇବା ର ରାସ୍ତା ବି ଅଛି, ଯଦି ଆଜି ଆପଣ ପୋଷ୍ଟ ଅଫିସ ଆରଡି ରେ ଆଜି ୧୦ଟଙ୍କା ଜମା କରିଛନ୍ତି ତାହେଲେ ୫ବର୍ଷ ପରେ ଆପଣଙ୍କୁ ୭୨୫.୦୫ଟଙ୍କା ମିଳିବ । ସବୁଦିନ ଯଦି ଆପଣ ୧୦୦ଟଙ୍କା ପୋଷ୍ଟ ଅଫିସ ରେ ଜମା କରୁଛନ୍ତି ତାହେଲେ ଆପଣଙ୍କ ୫ବର୍ଷ ରେ ମୂଳ ହୋଇଯିବ ଲଖେ ୮୦ହଜାର ଏବଂ ଏବେକା ୭.୩% ସୁଧ ଅନୁଯାଇ ଆପଣ ପାଇବେ ୨,୧୭,୫୧୫ ଟଙ୍କା, ୫ବର୍ଷ ରେ ୩୭,୫୧୫ଟଙ୍କା ଲାଭ ।

 

ଆପଣ ନିଜ ନିକଟତମ ପୋଷ୍ଟ ଅଫିସ ରେ ଏବେ ହିଁ ନିଜ ଆଇଡି ପୃଫ ଏବଂ ଅଡ୍ରେସ ପୃଫ ଦେଇ ଏହି ୧୦ଟଙ୍କା ସ୍କିମରୁ ବି ଆରମ୍ଭ କରି ପାରିବେ । ବର୍ଷେ ପରେ ଆପଣ ଚାହିଁଲେ ଲାଭ ର ଅଧା ପଇସା କାଢି ପାରିବେ ଯାହା ଅନ୍ୟ ଜାଗା ରେ ମ୍ୟାଚୁରେଟି ପୂର୍ବରୁ ଦବା ନିଷେଧ ଅଟେ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *