ଏହି ଉପାୟ କୁ ପ୍ରୟୋଗ କରିବାର ମାତ୍ର କିଛି କ୍ଷଣ ମଧ୍ୟରେ ଆପଣ ସମସ୍ତ କରଜରୁ ପାଇବେ ମୁକ୍ତି- Vastu Shastra

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ଲିଖିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ କି ଜୀବନ କୁ ସୁଖୀ ଏବଂ ସଫଳ କରିବା ବିଷୟରେ ଲେଖା ହୋଇଛି । ଏହି ଗ୍ରନ୍ଥ ରେ ପ୍ରତ୍ୟେକ ଟି କଥା ଜୀବନ ବିଷୟରେ ଉପଯୁକ୍ତ ଉପଦେଶ ଦେଇଥାଏ । ଚାଣକ୍ୟ ବହୁତ ବୁଦ୍ଧିମାନ ଏବଂ ଜ୍ଞାନୀ ଥିଲେ । ଯାହାଙ୍କ ଦ୍ବାରା ଚନ୍ଦ୍ରଗୁପ୍ତମୋର୍ଯ୍ୟ ରାଜା ହୋଇପାରିଥିଲେ । ଜାଣନ୍ତୁ ଚାଣକ୍ୟ ଙ୍କର କିଛି ମହତ୍ତ୍ୱପୂର୍ଣ୍ଣ ନୀତି ଗୁଡିକ ବିଷୟରେ ଯାହା କି ଆପଣଙ୍କୁ ଜୀବନରେ ଅନେକ ପ୍ରକାର ସାହାଯ୍ୟ କରିପାରିବ । ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଅମୂଲ୍ୟ କଥା ଜଣାଇବାକୁ ଯାଉଛୁ ।

ବନ୍ଧୁଗଣ ଅନେକ ମନୁଷ୍ୟ ଋଣ ଭାର ରେ ବୁଡି କରି ରହିଥାନ୍ତି । ସେମାନେ ଯେତେ ରୋଜଗାର କଲେ ମଧ୍ୟ ତାହାକୁ ସୁଝି ପାରିନଥାନ୍ତି । ଫଳ ରେ ସେମାନେ ସମାଜ ରେ ବହୁତ ନିନ୍ଦିତ ହୋଇଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ କିଛି ଉପାୟ ଵିଷୟ ରେ କହିବୁ ଯାହାକୁ ଆପଣାଇବା ଦ୍ବାରା ଆପଣ କିଛି କ୍ଷଣ ମଧ୍ୟରେ ସମସ୍ତ ଋଣ ଭାର ରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।

ବନ୍ଧୁଗଣ ପ୍ରଥମ ଉପାୟ ଟି ହେଉଛି ଯଦି ଆପଣ ଋଣ ଭାର ରେ ବୁଡି କରି ରହୁଛନ୍ତି ତେବେ ଆପଣ ପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ । ପକ୍ଷୀ ମାନଙ୍କୁ ଖାଇବାକୁ ଦେବା ଦ୍ଵାରା ଆପଣଙ୍କ ର ସମସ୍ତ ପ୍ରକାର ମନସ୍କାମନା ପୂର୍ଣ୍ଣ ହୋଇଯିବ । ଆପଣ ପ୍ରତି ମଙ୍ଗଳବାର ଓ ଶନି ବାର ଦିନ ବିଭିନ୍ନ ପକ୍ଷୀ ମାନଙ୍କୁ ଖାଇବା ପାଇଁ ଦାନା ଦିଅନ୍ତୁ । ଏହାପରେ ଆପଣ ଦୁଇ ତିନି ଦିନ ମଧ୍ୟରେ ଦେଖିବେ ଆପଣଙ୍କ ର ସମସ୍ତ ସମସ୍ୟା ଦୂର ହୋଇଯିବ । ଆପଣ ଯେଉଁ ଋଣ ଭାର ରେ ବୁଡି କରି ରହୁଛନ୍ତି ସେଥିରୁ ଖୁବ ଶୀଘ୍ର ମୁକ୍ତି ପାଇପାରିବେ । ତେଣୁ ଏହି ଉପାୟ କୁ ଆପଣ ନିଶ୍ଚିତ ପ୍ରୟୋଗ କରନ୍ତୁ ।

ବନ୍ଧୁଗଣ ଦ୍ଵିତୀୟ ଉପାୟ ଟି ହେଉଛି ପିମ୍ପୁଡ଼ି ମାନଙ୍କୁ ତାଙ୍କର ମନ ପସନ୍ଦ ର ଖାଦ୍ୟ ଦେଲେ ଆପଣଙ୍କ ର ସମସ୍ତ ଋଣ ଭାର ଭଳି ସମସ୍ୟା ର ଅନ୍ତ ହୋଇଯାଇଥାଏ । ପିମ୍ପୁଡ଼ି ମାନଂକୁ ତାଙ୍କ ମନ ପସନ୍ଦ ର କିଛି ଖାଦ୍ୟ ଦେବା ଦ୍ଵାରା ଜୀବନ ର ସେହି ସବୁ ସୁଖ ମିଳିଥାଏ ଯାହାର ଆପଣଂକୁ ଅପେକ୍ଷା ରହିଥାଏ । ତେଣୁ ଏହି ଉପାୟ ମଧ୍ୟ କରନ୍ତୁ ।

ତୃତୀୟ ଉପାୟ ଟି ହେଉଛି ପ୍ରତି ମଙ୍ଗଳବାର ଦିନ ମାଙ୍କଡ଼ ଙ୍କୁ କିଛି ମିଠା ଖାଦ୍ୟ ଓ ଚଣା ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ୱାରା ମନୁଷ୍ୟ କୁ ସେହି ସବୁ ସୁଖ ପ୍ରାପ୍ତି ହୋଇଥାଏ ଯାହା ତାକୁ ଆବଶ୍ୟକ ହୋଇଥାଏ । ମାଙ୍କଡ଼ ଙ୍କୁ ଖାଦ୍ୟ ଦେବା ଦ୍ଵାରା ଭଗବାନ ହନୁମାନ ଖୁସି ହୋଇଥାନ୍ତି ଓ ଆପଣଙ୍କ ର ସମସ୍ତ କଷ୍ଟ କୁ ହରଣ କରିଥାନ୍ତି ।

ବନ୍ଧୁଗଣ ଚତୁର୍ଥ ଉପାୟ ଟି ହେଉଛି କୁକୁର ଙ୍କୁ ଖାଇବାକୁ ଦେବା । କୁକୁର ଙ୍କୁ ଖାଇବାକୁ ଦେବା ଦ୍ଵାରା ଆପଣ ସମସ୍ତ ପ୍ରକାର ଋଣ ରୁ ମୁକ୍ତି ପାଇ ପାରନ୍ତି । ଏହା ସହିତ ଆପଣଙ୍କ ଘରେ ଲାଗି ରହିଥିବା ସମସ୍ତ ପ୍ରକାର କଳି ଝଗଡା ର ମଧ୍ୟ ଅନ୍ତ ହୋଇଥାଏ । ତେଣୁ ପ୍ରତ୍ୟେକ ଦିନ କୁକୁର କୁ କିଛି ନା କିଛି ଖାଇବାକୁ ଦିଅନ୍ତୁ । ଚତୁର୍ଥ ଉପାୟ ଟି ହେଉଛି ଗାଈ କୁ ଖାଇବାକୁ ଦିଅନ୍ତୁ । ଗାଈ ମାନଙ୍କ ଠାରେ ସମସ୍ତ ଦେବଦେବୀ ବାସ କରିଥାନ୍ତି । ତେଣୁ ଗାଈ କୁ ଆପଣ ରୁଟି ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ର ବାକି ଥିବା ସମସ୍ତ ଋଣ ରୁ ମୁକ୍ତି ପାଇ ପାରିବେ । ତେଣୁ ଏହି ଉପାୟ ଟି କୁ ମଧ୍ୟ ପ୍ରୟୋଗ କରନ୍ତୁ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *