ବାଛନ୍ତୁ କୌଣସି 1 ନମ୍ବର ଓ ଜାଣନ୍ତୁ ଆପଣଙ୍କ ମଧ୍ୟରୁ ପ୍ରଥମେ Call କିଏ କାରିଥାଏ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ନମ୍ବର କୁଇଜ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଂକୁ ନମ୍ବର ଅନୁସାରେ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ଏହି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ନମ୍ୱର ହାର୍ଟ କୁ ବାଛିବାକୁ ପଡ଼ିବ । ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ନମ୍ବର ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣ ଏବଂ ଆପଣଙ୍କ ପାର୍ଟନର ଙ୍କ ମଧ୍ୟରୁ ପ୍ରଥମେ କିଏ ଫୋନ କରନ୍ତି ।


ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଂକୁ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ହାର୍ଟ କୁ ବାଛିବା କୁ ପଡ଼ିବ । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ନମ୍ବର ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଙ୍କ ପାର୍ଟନର ଓ ଆପଣଙ୍କ ମଧ୍ୟରୁ କିଏ ପ୍ରଥମେ ଫୋନ କରନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ସମ୍ବନ୍ଧରେ । ଯଦି ଆପଣ ନମ୍ବର ୧ ବାଛିଛନ୍ତି ତେବେ ପ୍ରଥମେ ଆପଣଙ୍କ ପାର୍ଟନର ଆପଣଙ୍କୁ ଫୋନ କରନ୍ତି କାରଣ ସେ ଆପଣଙ୍କୁ କିଛି କହିବାକୁ ଚାହାନ୍ତି ।

୨. ବନ୍ଧୁଗଣ ଯଦି ଆପଣ ନମ୍ବର୨ ବାଛିଛନ୍ତି, ତେବେ ପ୍ରଥମେ ଆପଣ ଫୋନ କରନ୍ତି କାରଣ ଆପଣ ନିଜ ପାର୍ଟନର ଙ୍କ ସହିତ ସବୁବେଳେ କଥା ହେବାକୁ ଚାହାନ୍ତି ।

୩. ବନ୍ଧୁଗଣ ଯଦି ଆପଣ ନମ୍ବର ୩ ବାଛିଛନ୍ତି, ତେବେ ପ୍ରଥମେ ଆପଣ ଫୋନ କରନ୍ତି କାରଣ ଆପଣ ସବୁବେଳେ ନିଜ ପାର୍ଟନର ଙ୍କୁ ଚାହାନ୍ତି ।

୪. ବନ୍ଧୁଗଣ ଯଦି ଆପଣ ନମ୍ବର ୪ ବାଛିଛନ୍ତି, ତେବେ ପ୍ରଥମେ ଆପଣଙ୍କ ପାର୍ଟନର ଆପଣଙ୍କୁ ଫୋନ କରନ୍ତି କାରଣ ସେ ଆପଣଙ୍କୁ ବହୁତ ମିସ୍ କରନ୍ତି ।


୫. ବନ୍ଧୁଗଣ ଯଦି ଆପଣ ନମ୍ବର ୫ ବାଛିଛନ୍ତି, ତେବେ ପ୍ରଥମେ ଆପଣ ଫୋନ କରନ୍ତି କାରଣ ଆପଣ ନିଜ ପାର୍ଟନର ଙ୍କ ବିନା ରହି ପାରନ୍ତି ନାହିଁ ।

୬. ବନ୍ଧୁଗଣ ଯଦି ଆପଣ ନମ୍ବର ୬ବାଛିଛନ୍ତି ,ତେବେ ପ୍ରଥମେ ଆପଣଙ୍କ ପାର୍ଟନର ଫୋନ କରନ୍ତି କାରଣ ସେ କେବେବି ଆପଣଙ୍କୁ ଏକୁଟିଆ ରହିବାକୁ ଦିଅନ୍ତି ନାହିଁ ।

୭. ବନ୍ଧୁଗଣ ଯଦି ଆପଣ ନମ୍ବର ୭ ବାଛିଛନ୍ତି, ତେବେ ପ୍ରଥମେ ଆପଣ ଫୋନ କରନ୍ତି । କାରଣ ଆପଣ ନିଜ ପାର୍ଟନର ଙ୍କୁ ନିଜର ମନ କଥା କହିବାକୁ ଚାହାନ୍ତି ।


୮. ବନ୍ଧୁଗଣ ଯଦି ଆପଣ ନମ୍ବର ୮ ବାଛିଛନ୍ତି, ତେବେ ପ୍ରଥମେ ଆପଣ ଫୋନ କରନ୍ତି କାରଣ ଆପଣ ନିଜ ପାର୍ଟନର ଙ୍କୁ ଅନୁଭବ କରନ୍ତି ଯେ ଆପଣ ସର୍ଵଦା ତାଙ୍କ ସହିତ ଅଛନ୍ତି ।

୯. ବନ୍ଧୁଗଣ ଯଦି ଆପଣ ନମ୍ବର ୯ ବାଛିଛନ୍ତି, ତେବେ ପ୍ରଥମେ ଆପଣଙ୍କ ପାର୍ଟନର ଆପଣଙ୍କୁ ଫୋନ କରନ୍ତି । କାରଣ ସେ ସର୍ବଦା ଆପଣଙ୍କୁ ମନେ ପକାନ୍ତି ।

୧୦. ବନ୍ଧୁଗଣ ଯଦି ଆପଣ ନମ୍ବର୧୦ ବାଛିଛନ୍ତି ,ତେବେ ପ୍ରଥମେ ଆପଣଙ୍କ ପାର୍ଟନର ଆପଣଙ୍କୁ ଫୋନ କରନ୍ତି କାରଣ ସେ ସବୁ ମୁହୂର୍ତ୍ତ କେବଳ ଆପଣଙ୍କ ସମ୍ବନ୍ଧରେ ହିଁ ଭାବନ୍ତି ।

ତେବେ ବନ୍ଧୁଗଣ ଏହା ଥିଲା ଆପଣଙ୍କ ପାଇଁ ଏକ ମଜାଦାର ନମ୍ବର କୁଇଜ ଗେମ । ଆଶା କରୁଛୁ ଯେ, ଆପଣ ମାନଙ୍କୁ ଏହି ନମ୍ବର କୁଇଜ ଗେମଟି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *