ଏହି ୫ଟି ରାଶିର ଜୀବନରେ ଆସିବାର ଅଛି ଭୟଙ୍କର ସଙ୍କଟ, ଆପଣଙ୍କ ରାଶି ନାହିଁ ତ ଏଥିରେ

ସମସ୍ତଙ୍କ ଜୀବନରେ ଦୁଃଖ ସୁଖ ଲାଗି ରହିଥାଏ । ମଣିଷ ଜୀବନରେ ଯେତେବି ଖୁସି ଆସୁ କିନ୍ତୁ ଦୁଃଖ ତାର ପିଛା କେବେ ଛାଡେ ନାହିଁ । ଯେମିତି ବ୍ୟକ୍ତି ଜୀବନରେ ସମୟ ବଦଳି ଥାଏ ସେମିତି ତାର ପରିସ୍ଥିତି ବି ବଦଳୁ ଥାଏ । ଦୁନିଆରେ ଏମିତି କେହି ନାହିଁ ଯାହା ଜୀବନରେ କିଛି ଦୁଃଖ କି ସମସ୍ଯା ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେଖାଯାଏ ତାହେଲେ ଏହା ସବୁ ଗ୍ରହ ମାନଙ୍କର ଖେଳ ହୋଇଥାଏ । ଗ୍ରହ କେବେବି ଗୋଟେ ଜାଗାରେ ରହି ପାରନ୍ତି ନାହିଁ ।

ଜ୍ୟୋତିଷ ଆନୁସାରେ ବ୍ଯକ୍ତିର କୁଣ୍ଡଳୀରେ ୯ଟି ଗ୍ରହ ଥାଆନ୍ତି ଏବଂ ଏଥି ମଧ୍ୟରେ ରାହୁ,କେତୁ ,ଶନି ବି ସାମିଲ ଅଛନ୍ତି । ଯେବେ କେଉଁ ବ୍ୟକ୍ତି ରାହୁ ,କେତୁ ,ଶନି ଙ୍କ ନାମ ଶୁଣେ ତାହେଲେ ସେ ଚିନ୍ତାରେ ପଡିଯାଏ ।

ଏହି ତିନୋଟି ଗ୍ରହଙ୍କୁ ପାପୀ ଗ୍ରହ ନାମରେ ଜଣାଯାଇ ଥାଏ ଏବଂ ଏହି ତିନୋଟି ଗ୍ରହ ଫଇସାଲା କରିଥାନ୍ତି କି ମଣିଷ ଜୀବନରେ କେତେ ଦୁଃଖ କଷ୍ଟ ଆସିବ । ଏଥି ପାଇଁ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କିଛି ଖାସ କଥା କହିବାକୁ ଚାହୁଁଛୁ । ଶନି ଯେତବେଳେ କୌଣସି ମଣିଷର କୁଣ୍ଡଳୀରେ ପ୍ରବେଶ କରିଥାଏ ସେ ସଙ୍କଟ ଆଣିକି ଆସିଥାଏ । ଯଦି ଆପଣ ଶନିଙ୍କୁ ଖୁସି କରିବାକୁ ଚାହୁଁଛନ୍ତି ଏବଂ ତାଙ୍କ ପ୍ରକୋପରୁ ବଞ୍ଚିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ କିଛି ଖାସ ଉପାୟ କରିବାକୁ ପଡିବ ।

୧ -ଏଥିରେ କୌଣସି ସନ୍ଦେହ ନାହିଁ କି ଆପଣ ଶନିଙ୍କ ପ୍ରକୋପରୁ ସମ୍ପୂର୍ଣ ଭାବେ ବଞ୍ଚି ଯିବା , କିନ୍ତୁ ତାଙ୍କୁ ଖୁସି ନିହାତି କରିପାରିବେ । ଏଥି ପାଇଁ ସବୁଦିନ ଓମ ପ୍ରିଙ୍ଗ ପ୍ରିଙ୍ଗ ପ୍ରୋ ଶନିଶ୍ଚରାୟ ନମ ମନ୍ତ୍ର ୧୦୮ ଥର ଜପ କରିବେ ।

୨ -ଏହା ଛଡା କଳା ଘୋଡାର ଲାଲ ବନିଥିବା ଆଙ୍ଗୁଠି କୁ ଆପଣଙ୍କର ଡାହାଣ ଆଙ୍ଗୁଠି ମଝିରେ ରଖିଦିଅନ୍ତୁ । ଏହି ଉପାୟରେ ଶାନିଦେବ ପ୍ରସନ୍ନ ହୋଇଯିବେ ।

୩ -ଏହା ସହିତ ଏହି କଥାର ଧ୍ୟାନ ଦେବେ କି ମୁଦିକୁ ଜପ କରିସାରିବା ପରେ ପିନ୍ଧିବେ । ମୁଦି ପିନ୍ଧିବାର ଗୋଟେ ଦିନ ପୂର୍ବରୁ ଶୁକ୍ରବାର ରାତିରେ ତେଲରେ ବୁଡାଇ ରଖିଦେବେ ଏବଂ ତାପରଦିନ ଜପ କରିସାରିବା ପରେ ସେ ମୁଦିକୁ ପିନ୍ଧିବେ ।

କେବଳ ଏହି ସହଜ ଉପାଯରେ ଶନି ଦେବତାଙ୍କୁ ଖୁସି କରିପାରିବେ । ତେବେ ଏହି 5ଟି ରାଶି ଉପରେ ଏବେ ଶନି ଦେବଙ୍କ କୋପ ଦ୍ରୁଷ୍ଟି ଅଛି ଶେଠୀ ପାଇଁ ଏହି ସବୁ ଉପାୟ ନିଶ୍ଚୟ କରନ୍ତୁ । ଯେଉଁ ସବୁ ରାଶି ବିଷୟରେ ଆମେ କହୁଛୁ ସେମାନେ ହେଲେ ବୃଷ, କର୍କଟ, ବିଛା, ଧନୁ, ଏବଂ କୁମ୍ଭ ।

Leave a Reply

Your email address will not be published. Required fields are marked *