CCTV ରେ କଏଦ ହେଲା ଏଭଳି ଭୟାନକ ଘଟଣା, ଭଗବାନ କେଉଁ ଶତୃ ସହ ବି ଏମିତି ନ ହେଉ…. Video ଦେଖି ଆପଣଙ୍କ ମୁଣ୍ଡ କାମ ଦେବନି

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘ-ଟ-ଣା ଘ-ଟି-ବା-ରେ ଲାଗିଛି । କିଛି ଘ-ଟ-ଣା ପ୍ରାକୃତିକ ହୋଇଥାଏ ତ ଆଉ କିଛି ଦୁ-ର୍ଭା-ଗ୍ୟ-ବ-ଶ-ତ ହୋଇଥାଏ । ତେବେ କିଛି ହିଂସ୍ର ପଶୁ ମାନଙ୍କ କାରଣରୁ ମଧ୍ୟ ବେଳେବେଳେ ସାଧାରଣ ଲୋକ ମାନେ ଅନେକ ସମସ୍ୟାର ସମୁଖିନ୍ନ ହୋଇଥାନ୍ତି ।

ଆଜିର ଆମର ଏହି ଲେଖା ରେ ଏମିତି କିଛି ଘ-ଟ-ଣା ରହିଛି ଯାହାକୁ ଦେଖିଲେ ଆପଣ ମାନେ ବିଶ୍ଵାସ କରି ପାରିବେ ନାହି । ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ ରହିଛି ଓ ଏହା ପଛରେ କଣ ସତ୍ୟତା ରହିଛି । ଆପଣ ମାନେ ଜାଣିଥିବେ ଜଙ୍ଗଲି ବାରହା ଠାରୁ ସହରୀ ବାରହା ଠାରୁ ବହୁତ ଗୁଣାରେ ଖତରନାକ ଓ ବଳଶାଳି ହୋଇଥାନ୍ତି । ଏହି ଘଟଣା ଟି ଆମେରିକାର ହାୱାଇ ଜଙ୍ଗଲରେ ଜୁଲାଇ ୨୦ ତାରିଖରେ କିଛି ଝିଅ ମାନେ ଜଙ୍ଗଲକୁ ବୁଲିବାକୁ ଯାଇଥିବା ସମୟରେ ହୋଇଥିଲା ।

ସେହି ଝିଅ ମାନଙ୍କ ଗ୍ରୁପ ରୁ ଗୋଟେ ଝିଅ ସହ ଜଙ୍ଗଲି ବାରହା ଏମିତି କିଛି କରିଲା ଯାହାକୁ ଦେଖିଲେ ସହଜରେ ବିଶ୍ଵାସ କରି ହେବ ନାହି । ତେବେ ସୂଚନା ଅନୁସାରେ ସେହି ଖତରନାକ ଓ ଆକ୍ରମଣ କାରୀ ଜଙ୍ଗଲି ବାରହା ଜଙ୍ଗଲକୁ ଆସିଥିବା ଝିଅ ମାନଙ୍କ ମଧ୍ୟ ରୁ ଜଣେ ଝିଅ କୁ ନିଜର ଶିକାର କରିବାକୁ ଯାଇ ଗଛ ରେ ଓଲଟା ଟଙ୍ଗାଇ ଦେଲା ।

ସେହି ଜଙ୍ଗଲି ପଶୁ ବାରହା ଝିଅ ଟିକୁ ଗଛରେ ଟଙ୍ଗାଇବା ଯାଏଁ ନିଜର ପୁରା ତାକତ ଲଗାଇ ଦେଲା ଯାହା ଏହି ଭିଡିଓ ରୁ ଜଣା ପଡୁଛି । ତେବେ ଏହି ଘଟଣା ରୁ ଏତିକି କୁହା ଯାଇପାରେ ଯେ ଜଙ୍ଗଲି ପଶୁ ମାନେ ବହୁତ ମା-ରା-ତ୍ମ-କ ଓ ଭୟଙ୍କର ହୋଇଥାନ୍ତି । ଏମାନେ କେତେବଳେ କାହାର କଣ କ୍ଷତି କରିବେ ତାହା କାହିବା ସହଜ ନୁହେ । ତେଣୁ ଜଙ୍ଗଲ କୁ ଯିବା ସମୟରେ ସତର୍କର ସହ ଯିବା ଉଚିତ ।

ଏହା ଛଡା ନିଜର ସୁରକ୍ଷା ପାଇଁ ମଧ୍ୟ ସଚେତନ ହେବା ଉଚିତ । ଏପରି ଖତରନାକ ଜଙ୍ଗଲ କୁ ଯିବା ପୂର୍ବ ରୁ ବହୁତ ଥର ଚିନ୍ତା କରି ବୁଝି ବିଚାରୀ ଯିବା ଉଚିତ । ନଚେତ ଏହି ଭିଡିଓ ରେ ଯେପରି ନିରୀହ ଝିଅ ଟି ଜଙ୍ଗଲୀ ବାରହା ର ଶିକାର ହେଲା ହୁଏ ତ ଆପଣ ମାନେ ମଧ୍ୟ ଏମିତି ଶିକାର ହୋଇ ପାରିବେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *