ଏଥିରେ କେଉଁ ଫୋଟୋ ଭଲ ଲାଗୁଛି ପସନ୍ଦ କରନ୍ତୁ ଓ ଜାଣନ୍ତୁ କେଉ ଜିନିଷର କମି ରହିଛି ଆପଣଙ୍କ ଜୀବନରେ 

କୁହାଯାଏ ଚେତନ ମନ ଯେଉଁ ଜିନିଷକୁ ବୁଝି ପାରିନଥାଏ ଆପଣଙ୍କ ଚେତନ ମନ ଓ ମସ୍ତିସ୍କ ସେଇ ଜିନିଷକୁ ଅନୁଭବ କରିପାରିଥାଏ । ବହୁତବାର ଏମିତି ହୋଇଠକି ସବୁକିଛି ଥିଲେ ମଧ୍ୟ ଆପଣଙ୍କୁ ହଠାତ ଖାଲି ପଣ ଅନୁଭବ ହେବାକୁ ଲାଗିଥାଏ । ସାମାନ୍ଯ ଲୋକଙ୍କ ଠାରେ ଏହି ଜିନିଷର ଅନୁଭବ ହୋଇନଥାଏ ତାଙ୍କ ପାଇଁ ଏହା ଅଜିବ କଥା ହୋଇଥାଏ । କିନ୍ତୁ ଯିଏ ନିଜର ଅନ୍ତର ଚେତନାକୁ ବୁଝିଥାଏ ସେ ତାର ସଙ୍କେତ ବୁଝିକରୀ ବର୍ତମାନ ସମୟରେ ଗଭୀର ସହିତ ମୂଲ୍ୟାଙ୍କନ କରିବା ସହିତ ତାର ବାସ୍ତବିକ ଅର୍ଥ ବୁଝି ହୋଇଥାଏ ।

କିନ୍ତୁ ସମସ୍ତଙ୍କ ଅନ୍ତର ଚେତନା ଜାଗ୍ରତ ହୋଇନଥାଏ । କିନ୍ତୁ କିଛି ବିଶେଷ ତରିକା ଦ୍ଵାରା ଆପଣ ଆପଣଙ୍କ ପରିସ୍ଥିତି ବୁଝିପାରିବେ । ଏଥିରେ ଦେଖୁଥିବା ପରିଦୃଶ୍ୟରେ ଚାରୋଟି ଫୋଟ ରହିଛି ସବୁ ଫୋଟରେ ଆତ୍ମାର ଗୋଟେ ରେଖାଙ୍କନ ରହିଛି ।

ଏଥିରେ ଆପଣ ଆତ୍ମାର ଯେଉଁ ରୁପ ଆପଣଙ୍କୁ ଭଲ ଲାଗୁଛି ତାକୁ ପସନ୍ଦ କରିବାର ଅଛି । ଯଦି ଆପଣ ପ୍ରଥମ ଫୋଟକୁ ପସନ୍ଦ କରିଛନ୍ତିତ ଆପଣଙ୍କୁ ନିଜ ଉପରେ ବହୁତ ବିଶ୍ବାସ ରହିଛି ।  ଆତ୍ମ ବିଶ୍ବାସ ଆପଣଙ୍କ ପାଖରେ ଭରା ରହିଛି । ଆପଣଙ୍କୁ ଜଣା ଅଛି ଯଦି ଆପଣ କିଛି କରୁଛନ୍ତି ସେ ଠିକ ହିଁ ହେବ । ଦରକାର ପଡିଲେ ଆପଣ ନିଜ କମିକୁ ମଧ୍ୟ କହିବାକୁ ପଛେଇ ନଥାନ୍ତି । ସେଥିଲାଗି ଲୋକ ଆପଣଙ୍କର ସନମାନ ମଧ୍ୟ କରିଥାନ୍ତି । ସବୁ ପରିସ୍ଥିତିରେ ଆପଣଙ୍କ ଆତ୍ମ ବିଶ୍ବାସ ବନିକି ରହିଥାଏ ।

ଯଦି ଆପଣ ଦିତୀୟ ଫୋଟୋକୁ ପସନ୍ଦ କରିଛନ୍ତି ଆପଣ ନିଜ ଜୀବନରେ କୌଣସି କମିକୁ ଅନୁଭବ କରୁଛନ୍ତି । ଆଉ ଆପଣଙ୍କର ଏହି ଏକୁଟିଆ ପଣର କାରଣ ବୁଝିପାରୁ ନାହାନ୍ତି  । ଏହି କାରଣରୁ ଆପଣଙ୍କୁ ଜୀବନରେ ନୀରସ ହେବାକୁ ପଡିଥିବ । ଆପଣ ଆପଣଙ୍କ ବ୍ଯବହର ଓ ଜୀବନରେ ମିଳୁଥିବା ଉପଲବ୍ଧିରେ ଅସନ୍ତୁଷ୍ଟ ଅଛନ୍ତି । ଜୀବନରେ ଆପଣ ବହୁତ କିଛି ପାଇଛନ୍ତି ଆଉ ତାକୁ ମାନିବି ଥାନ୍ତି । ଏବେବି ଆପଣଙ୍କୁ ବହୁଇଟ କିଛି ପାଇବାର ଅଛି ଏହା ନୁହେଁକି ଆପଣଙ୍କ ନେଗେଟିଭ ଚିନ୍ତାଧାରା ଆଡକୁ ଇସାରା କରିଥାଏ । ଯଦି ଆପଣ ଏହି ଖାଲି ପଣକୁ ଭରିବା ପାଇଁ ଠିକ ଦିଗରେ ପ୍ରୟାସ କରିବେତ ଏହା ଆପଣଙ୍କୁ ବହୁତ ଉଚକୁ ନେଇକାରୀ ଯିବ ।


ଯଦି ଆପଣ ଏହି ଫୋଟୋକୁ ପସନ୍ଦ କରିଛନ୍ତି ସବୁବେଳେ ଆପଣ ଦୁଃଖର କାରଣ ବନିଯାଇ ଥାଅ । ବ୍ୟକ୍ତି ଗତ ଜୀବନରେ ଆପଣ ଜେନ ଭଲ ମଣିଷ ଅଟନ୍ତି ଆଉ ଆପଣଙ୍କ ଭିତରେ କାର୍ଯ୍ୟ କରିବାର ଶକ୍ତି ମଧ୍ୟ ରହିଛି । ଆପଣ ସବୁବେଳେ ପରଫେକ୍ଟ ହେବାକୁ ଚାହିଁ ଥାନ୍ତି । ଆଉ ନିଜ କାମରେ ମଧ୍ୟ ସବୁବେଳେ କମିଆ ଖୋଜି ଥାନ୍ତି । ଆପଣଙ୍କୁ ଏହା ବୁଝିବାର ଆବଶ୍ୟକ ରହିଚିକି ଦୁନିଆରେ କେହିବି ପରଫେକ୍ଟ ହୋଇନଥାନ୍ତି ।


ଯଦି ଆପଣ ୪ ଫୋଟକୁ ଚୁଜ କରିଛନ୍ତି ଦୁନିଆ ସାମନାରେ ଆପଣ କିଛିବି ଦେଖାଇ ଥାନ୍ତି କିନ୍ତୁ ରିଅଲରେ ଆପଣଙ୍କ ଗୁଣ କିଛି ମାଇନେ ରଖିନଥାଏ ।  ଏମିତି କଣ ପାଇଁ ଅଟେ, ଏହା ଜାଣିବାବି ବହୁତ ଠିକ ହୋଇଥାଏ ।  ବାସ୍ତବରେ ଏହାର ଦୁଇଟି ସ୍ଥିତିରେ  ହୋଇପାରେ  ଆପଣ ବହୁତ ବୁଦ୍ଧିମାନ ଓ ଆଧ୍ୟତ୍ମିକ ମଣିଷ ହୋଇପାରନ୍ତି । କି ଆପଣା ଗୋଟେ ସିଦ୍ଧନ୍ତା ହୀନ ଜୀବନ ଜିଇଥାନ୍ତି । ଯେଉଁଥିରେ ଆପଣଙ୍କୁ କୌଣସି ଜିନିଷରେ କିଛି ଫରକ ପଡିନଥାଏ । ଆପଣ ସବୁ ପରିଷ୍ଟିତିରେ ନିର୍ବିକାର ଭାବରେ ହୋଇଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *