ସଫଳ ବଲିଉଡ ଷ୍ଟାର ମାନଙ୍କର 6ଟି ଫ୍ଲପ୍ କିଡ୍, ଦେଖନ୍ତୁ ଲିଷ୍ଟରେ କେଉଁମାନଙ୍କ ନାମ ଅଛି

ବଲୀଉଡ ଜଗତ ଏମିତି ଗୋଟେ ଜାଗା ଯେଉଁଠି ପରିଶ୍ରମ ସହ ଭାଗ୍ୟ ବହୁତ ଆବଶ୍ୟକ ହୋଇଥାଏ, ଦର୍ଶକ ଯାହାକୁ ପସନ୍ଦ କରନ୍ତି ସେ ପ୍ରସିଦ୍ଧ ହୋଇଥାନ୍ତି, ଏମିତି କେତେକ ପରିବାର ଅଛନ୍ତି ଯାହା ମା ବାପା ନିଜ ସମୟରେ ବହୁତ ପ୍ରସିଦ୍ଧ ଥିଲେ କିନ୍ତୁ ତାଙ୍କ ଛୁଆ ପ୍ରସିଦ୍ଧ ହୋଇ ପାରିଲେ ନାହିଁ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଷ୍ଟାର ବିଷୟରେ କହିବାକୁ ଯାଉଛୁ ଯାହା ମା ବାପା ବହୁତ କାମ କରିଛନ୍ତି କିନ୍ତୁ ଛୁଆଙ୍କୁ ଏତେ କାମ ପ୍ରାପ୍ତ ହେଲା ନାହିଁ ।

Image Courtesy: Google

ଅଭିଷେକ ବଚନ :

ଅଭିଷେକ ବଚ ଚଳଚିତ୍ର ଜଗତ ସବୁଠାରୁ ପ୍ରସିଦ୍ଧ ଲେଜେଣ୍ଡ ଅମିତାବ ବଚନ ପୁଅ କିନ୍ତୁ ଅଭିଷେକ ନିଜ ବାପାଙ୍କ ଭଳି ପ୍ରସିଦ୍ଧ ହୋଇ ପାରିଲେ ନାହିଁ, ଅଭିଷେକ ବହୁତ ଶଂସ୍ୟ ଧରି ଚଳଚିତ୍ର ଦୁନିଆରେ ଅଛନ୍ତି ଏବଂ ବହୁତ ଫିଲ୍ମ ମଧ୍ୟ କରିଛନ୍ତି କିନ୍ତୁ ତାଙ୍କ ବାପା ସମାନରେ ତାଙ୍କ ଫ୍ୟାନ ଫଳୋଇଙ୍ଗ ବହୁତ କମ ଅଛନ୍ତି ।

ସୋନାକ୍ଷୀ ସିହ୍ନା :

ସୋନାକ୍ଷୀ ସିହ୍ନା ବହୁତ ସୁନ୍ଦର ଅଟନ୍ତି, ସେ ଚଳଚିତ୍ର ଦୁନିଆକୁ ବହୁତ ହିଟ ଫିଲ୍ମ ଦେଇଛନ୍ତି ଏବଂ ତାଙ୍କ ଫ୍ୟାନ ଫଳୋଇଙ୍ଗ ମଧ୍ୟ ବହୁତ ଅଛନ୍ତି କିନ୍ତୁ ସୋନାକ୍ଷୀଙ୍କ ଭିତରେ ତାଙ୍କ ବାପାଙ୍କ ଭଳି ଅଭିନୟ ସମାନତା ନାହିଁ, ଲୋକ ଆଜି ବି ଶତ୍ରୁଘନ ସିହ୍ନାଙ୍କ ଭଳି ପ୍ରସିଦ୍ଧ ହୋଇ ପାରିଲେ ନାହିଁ ।

Image Courtesy: Google

ସୋହା ଅଲି ଖାନ :

ସୋହା ଅଲି ଖାନ ପ୍ରସିଦ୍ଧ ଅଭିନେତ୍ରୀ ଶରମିଲା ଟେଗୋର ଝିଅ ଅଟନ୍ତି ଓ ସେଫ ଅଲି ଖାନ ଭଉଣୀ ଅଟନ୍ତି । ସୋହା ବହୁତ ଫିଲ୍ମ କରିଛନ୍ତି କିନ୍ତୁ ସବୁ ଫିଲ୍ମ ଫ୍ଲପ ହୋଇଯାଇଛି ।

ତୁସାର କପୁର :

ଆପଣଙ୍କୁ ଆମେ ଏହା କହିବାକୁ ଚାହୁଁଛୁ ଯେ ତୁସାର କପୁର ଜିତେନ୍ଦର କପୁର ପୁଅ ଅଟନ୍ତି, ତେବେ ତୁସାର କପୁର ଅଭିନୟରେ ଜମା ଭଲ ନଥିଲେ, ତାଙ୍କ ବାପା ଜିତେନ୍ଦର ନିଜ ସମୟରେ ବହୁତ କାମ କରିଛନ୍ତି ଏବଂ ଆଜୀବ୍ୟ ଲୋକ ତାଙ୍କ ଅଭିନୟ ମନେ କରନ୍ତି କିନ୍ତୁ ତୁସାର ତାଙ୍କ ବାପାଙ୍କ ସମାନ ଯାଇ ପାରିଲେ ନାହିଁ ।

ଉଦୟ ଚୋପରା :

ଉଦୟ ଚୋପରା ଭାରତରେ ବଡ ଡାଇରେକ୍ଟର ଆ ଫିଲ୍ମମେକର ୟଶ ଚୋପରା ପୁଅ ଅଟନ୍ତି, ସମସ୍ତେ ଏହା ଭାବିଥିଲେ ଯେ ଉଦୟ ଏହି ଲାଇନରେ ସଫଳତା ପ୍ରାପ୍ତ କରିବେ, କିନ୍ତୁ ଉଦୟ ମଧ୍ୟ ଏହି କାମରେ ସଫଳ ହୋଇ ପାରିଲେ ନାହିଁ ।

Image Courtesy: Google

ବୋବି ଦେବଲ :

ବୋବି ଦେବଲ ଚଳଚିତ୍ର ଜଗତରେ ବହୁତ ବର୍ଷ ଧରି କାମ କଲେ କିନ୍ତୁ ନିଜ ବାପାଙ୍କ ଭଳି ସଫଳତା ପ୍ରାପ୍ତ କଲେ ନାହିଁ । ତେବେ ଧର୍ମେନ୍ଦ୍ରଙ୍କ ଭଳି ବୋବି କାମ ପାଇଲେ ନାହିଁ କାହିଁକିନା ତାଙ୍କ ବାପାଙ୍କ ଭଳି ତାଙ୍କ ଅଭିନୟରେ ସ୍ପାର୍କ ନଥିଲା, ବୋବି ଅଭିନୟ ଜଗତରେ ବହୁତ ପରିଶ୍ରମ କରିଥିଲେ ଏବଂ ବର୍ତମାନ ମଧ୍ୟ କରୁଛନ୍ତି କିନ୍ତୁ ଫ୍ୟାନ୍ସ ମନରେ ସ୍ଥାନ ବହୁତ କମ ପାଇଲେ । ଆଗକୁ ଏହିଭଳି ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *