ଗାଧୋଇବା ଏବଂ ଖାଇବା ପୂର୍ବରୁ ପରିସ୍ରା କଲେ କେଉଁ ଲାଭ ହୋଇଥାଏ? Ajira Anuchinta

ବନ୍ଧୁଗଣ ଦୁନିଆରେ ଉତ୍ତମ ସ୍ୱାସ୍ଥ୍ୟ ପ୍ରତେକ ଲୋକଙ୍କ ପାଇଁ ନିତାନ୍ତ ଆବଶ୍ୟକ ଅଟେ । ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ପ୍ରତେକ ବ୍ୟକ୍ତି ନିଜକୁ ଫିଟ ରଖିବାକୁ ଅନେକ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି । କିଛି କ୍ଷେତ୍ରରେ ଲୋକେ ନିଜକୁ ଫିଟ ରଖିଥାନ୍ତି ଆଉ କିଛି କ୍ଷେତ୍ରରେ ବ୍ୟକ୍ତି ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୋଇଥାଏ । ତେବେ ସ୍ୱାସ୍ଥ୍ୟ ସମ୍ପର୍କରେ କିଛି ବିଶେଷ ତଥ୍ୟ ଆସନ୍ତୁ ଜାଣିବା । ୧- ବିଦ୍ୟାର୍ଥୀ ମାନେ ପରିକ୍ଷା ଦେବା ପୂର୍ବରୁ କଦଳୀ ଖାଇବା ଆବଶ୍ୟକ ହୋଇଥାଏ । ଏହା ଦ୍ଵାରା ମସ୍ତିସ୍କ ତେଜ ହେବା ସହ ଶାରୀରିକ ସୁସ୍ଥତା ଅନୁଭବ ହୋଇଥାଏ ।

୨- ପିଆଜକୁ କାଟି ଘରେ ଲାଗିଥିବା ଲାଇଟ ପାଖରେ ରଖିବା ଦ୍ଵାରା ମସା ବା ଝିଟିପିଟି ପ୍ରବେଶ କରି ନ ଥାନ୍ତି । ମୁଣ୍ଡରେ କେଶ ପାଇଁ ଥଣ୍ଡା ପାଣିରେ ଗାଧୋଇବା ଅଧିକ ଲାଭଦାୟକ ହୋଇଥାଏ ।

୩- କୌଣସି ବ୍ୟକ୍ତିଙ୍କ ବାଲା ଆଖିରୁ ଲୁହ ବାହାରିଲେ ସେ ଦୁଖରେ ଥିବାର ସୂଚନା ମିଳିଥାଏ । ଯଦି ଶରୀରରେ ଖାଦ୍ୟ ହଜମ କରୁଥିବା ଏସିଡ କାହାର ଚର୍ମ ଉପରେ ପକାଇ ଦିଆଯାଏ ତେବେ ଏହା ଚର୍ମ ଉପରେ ଅଭୀର କ୍ଷତ ସୃଷ୍ଟି କରିଥାଏ ।

୪- ପନିପରିବା ଶୁଖିଗଲେ ଥଣ୍ଡା ପାଣିରେ ଲେମ୍ବୁ ରସ ପକାଇ ପରିବାକୁ ପକାଇ ଦେଲେ ତାହା ତାଜା ହୋଇଯାଏ । ବିନା ତକିଆରେ ଶୋଇବା ଦ୍ଵାରା ଅଣ୍ଟା ଦରଜ ଭଲ ହେବା ସହ ମେରୁଦଣ୍ଡ ମଜବୁତ ହୋଇଥାଏ ।

୫- ପିଲାଙ୍କର ପଢିବା ଘର ନୀଳ ରଙ୍ଗ କରିବା ଦ୍ଵାରା ପଢିବା ସମୟରେ ଧ୍ୟାନ ପଢାରେ ରହିଥାଏ । ପିଲାଙ୍କ ଉଚ୍ଚତା ପିତାଙ୍କ ସହ ମେଳ ଖାଇଥାଉ ଓ ଓଜନ ମାତାଙ୍କ ଅନୁରୂପ ହୋଇଥାଏ ।

୬- ବର୍ଷା ଦିନରେ ଯଦି ଲୁଣ ଡବାରେ ପାଣି ହେଉଥାଏ ତେବେ ଡବାରେ ଚାଉଳ ରଖିବା ଦ୍ଵାରା  ଠିକ ରହିଥାଏ । କ୍ଷୀରକୁ ଯଦି ଦହି କରିଥାନ୍ତି ତେବେ କଞ୍ଚାଲଙ୍କା ପକାଇଲେ ଦହି ଭଲ ହୋଇଥାଏ ।

୭- ଯଦି ଫ୍ରିଜରେ କୌଣସି ଜିନିଷ ରଖିଲେ ଦୁର୍ଗନ୍ଧ ହେଉଥାଏ ତେବେ ଫାଳେ ଲେମ୍ବୁ କାଟି ରଖିବା ଦ୍ଵାରା ତାହା ଦୂର ହୋଇଥାଏ । ବ୍ୟାୟମ କରିବା ପୂର୍ବରୁ କମଳା ଲେମ୍ବୁ ଖାଇଲେ ଅଧିକ ଝାଳ ବାହାରେ ନାହି ।

୮- ଶୋଇବାର ଅଧ ଘଣ୍ଟା ପୂର୍ବରୁ ପାଣି ସେବନ କରିଲେ ବାୟୁ ନିୟନ୍ତ୍ରିତ ହେବ ସହ ହୃଦଘାତ ସମ୍ଭାବନା କମ ହୋଇଥାଏ । ପ୍ରସାବ ପରେ ମା ର କସ କ୍ଷୀର ଶିଶୁର ଇମ୍ୟୁନିଟି ପାୱାର ୧୦ ଗୁଣା ବଢାଇଥାଏ ।

୯- ଚିନ୍ତା, କ୍ରୋଧ, ଈର୍ଷା କରିବା ଦ୍ଵାରା ଶରୀରରେ ଖରାପ ହରମୋନ ସୃଷ୍ଟି ହୋଇଥାଏ ଯାହା ଦ୍ଵାରା କୋଷ୍ଠ କାଠିନ୍ଯ, ବଦହଜମି, ରକ୍ତଚାପ ଭଳି ସମସ୍ଯା ଦେଖାଯାଏ ।

୧୦- ମଳମୁତ୍ର ତ୍ୟାଗ କରିବା ଦ୍ଵାରା ୫% ଦୂଷିତ ପଦାର୍ଥ ଶରୀରରୁ ନିଷ୍କାସିତ ହୋଇଥାଏ । ସୂର୍ଯ୍ୟ ଉଦୟ ପରେ ଉଠିବା ଦ୍ଵାରା ଭୟଙ୍କର ରୋଗ ହୋଇଥାଏ ।

୧୧- ଖାଦ୍ୟ ଖାଇବା ପରେ ଓ ଗାଧୋଇବା ପୂର୍ବରୁ ପରିସ୍ରା କରିଲେ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *