ଗାଈକୁ ଦେଖିବା ମାତ୍ରେ କରନ୍ତୁ ଏହି କାମ, ହେବେ ଆପଣଙ୍କ ଭାଗ୍ୟର ପରିବର୍ତ୍ତ- Ajira Anuchinta

ଆମ ସନାତନ ଧର୍ମରେ ଗାଈକୁ ବହୁତ୍ ପବିତ୍ର ଓ ଶୁଭ କୁହା ଯାଇଛି । ଯେଉଁ ଘରେ ଗାଈ ରହିଥାଏ ସେହି ଘରେ କିଛି ଅନିଷ୍ଠ ଘଟିନଥାଏ ବୋଲି କୁହା ଯାଇଛି । ଯଦି କିଛି ସଙ୍କଟ ଆସୁଥାଏ ତେବେ ଗାଈ ନିଶ୍ଚିନ୍ତ ସଂକେତ ଦେଇଥାଏ । କଣ ଆପଣ ଏହା ଜାଣିଛନ୍ତି ଯେ ଗାଈ ଭିତରେ ୩୬ କୋଟି ଦେବୀ ଦେବତାଙ୍କ ବାସ ହୋଇଥାଏ ଓ ଏହା ଆମ ମାନ୍ୟତା ଅଟେ । ତେବେ ଆପଣ ମାନେ ଏହା ସବୁବେଳେ ଦେଖିବାକୁ ପାଇଥିବେ ଯେ ଗାଈ ବହୁତ୍ ଶାନ୍ତ ଯିବ ଅଟେ । ଗାଈ କେବେ କାହା ପାଈଁ ଅନିଷ୍ଠ କରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଗାଈକୁ ଦେଖିଲେ କଣ କରିବା ଉଚିତ୍ ତା ବିଷୟରେ କିଛି କଥା କହିବୁ ।

୧- ଗାଇର ସେବା କଲେ ଦେବୀ ଦେବତା ମାନେ ପ୍ରସନ୍ନ ହୁଅନ୍ତି ବୋଲି କୁହା ଯାଇଛି ସେଥିପାଇଁ ଲୋକଙ୍କୁ ଯେତେବେଳେ ଗାଈ ଦେଖା ଦେଇଥାଏ ସେ ତାକୁ ହାତ ଛଡ଼ା କରନ୍ତି ନାହିଁ । ଗାଈକୁ ଖାଇବାକୁ ଦବା ବହୁତ୍ ଶୁଭ କାର୍ଯ୍ୟ ହୋଇଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଗାଈକୁ ତାୱା ପ୍ରଥମ ରୁଟି ଦବା ଉଚିତ୍ କାହିଁକିନା ଗାଈକୁ ମାତା ଲକ୍ଷ୍ମୀ କୁହା ଯାଇଛି । ବହୁତ୍ ଲୋକ ଗାଈକୁ ବାସି ବା ଅଇଁଠା ଖାଦ୍ୟ ଖାଇବାକୁ ଦେଇଥାନ୍ତି ଏହା ବହୁତ୍ ଅନୁଚିତ୍ ଓ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ବହୁତ୍ ମାତ୍ରା ରେ ପଡ଼ିଥାଏ । ସେଥିପାଇଁ କେବେ ଭୁଲରେ ବି ଗାଈକୁ ଅଇଁଠା ଦିଅନ୍ତୁ ନାହିଁ ।

୨- ଗାଈ ମାନଙ୍କୁ ଶୁଭ ଦିନରେ ସିନ୍ଦୂର ଲଗାଇବା ଓ ଭୋଗ ପ୍ରସାଦ ଖୁଆଇବା ବହୁତ୍ ଶୁଭ ହୋଇଥାଏ କାହିଁକିନା ଶାସ୍ତ୍ର ଅନୁଯାଇ ଦେବୀ ଦେବତା ମାନେ ପ୍ରସାଦ ଗ୍ରହଣ କରିବା ପାଇଁ ତଳକୁ ଆସନ୍ତି ନାହିଁ କିନ୍ତୁ ଗାଈ ରୂପରେ ସେ ଭକ୍ତ ମାନଙ୍କ ହାତରୁ ପ୍ରସାଦ ଖାଇବାକୁ ଆସନ୍ତି ବୋଲି କୁହାଯାଏ ।

ଶାସ୍ତ୍ର ଅନୁଯାଇ ଗାଈକୁ ବହୁତ୍ ଶୁଭ ଓ ଶାନ୍ତ ଯିବ କୁହା ଯାଇଥାଏ ଓ ତାଙ୍କୁ କଷ୍ଟ ଦଉଥିବା ବ୍ୟକ୍ତି କେବେ ଶାନ୍ତିରେ ବଞ୍ଚି ପାରନ୍ତି ନାହିଁ । ତେବେ ଯଦି ଆପଣଙ୍କ ଆଖ ପାଖରେ ଗାଈ ଅଚନ୍ତି ତେବେ ଆପଣ ମଧ୍ୟ ତାଙ୍କ ଧ୍ୟାନ ରଖିବା ଉଚିତ୍ ଓ ଭୁଲରେ ବି କେବେ ତାଙ୍କୁ ବାସି ଖାଦ୍ୟ ଖାଇବାକୁ ଦିଅନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଓ ଆପଣଙ୍କ ପରିବାର ପାଇଁ ବହୁତ୍ ନୁହ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *