ଶାସ୍ତ୍ରରେ ବହୁତ୍ ନୀତି ନିୟମ ବିଷୟରେ ବର୍ଣ୍ଣନ କରା ଯାଇଛି ଆଉ ଏହି ନୀତି ନିୟମ ମଣିଷ ପାଇଁ ଶୁଭ ବୋଲି କୁହାଯାଇଛି । ଶାସ୍ତ୍ର ଅନୁଯାଇ କାମ କଲେ ଆପଣଙ୍କୁ ଅନନ୍ତ ସୁଖ ର ଅନୁଭବ ହୋଇଥାଏ ଏହା ଛଡ଼ା ଆପଣଙ୍କ ପରିବାର ଲୋକଙ୍କୁ ମଧ୍ୟ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଶାସ୍ତ୍ର ଅନୁଯାଇ ପ୍ରତିଦିନ ସକାଳେ ଉଠି ନିଜର ନିତ୍ୟ କର୍ମ ସମାପ୍ତ କରି ସ୍ନାନ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ବହୁତ୍ ଶୁଭ ହୋଇଥାଏ ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଏହା ଦ୍ବାରା ଶରୀର ସୁସ୍ତ୍ ଓ ସବଳ ହୋଇଥାଏ ।
ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଶାସ୍ତ୍ରରେ ଲେଖା ହୋଇଛି ଓ ଆପଣ ମାନଙ୍କ ପାଇଁ ବହୁତ୍ ଲାଭକାରୀ ଅଟେ । ଶାସ୍ତ୍ର ଅନୁଯାଇ ଯେଉଁ ବ୍ୟକ୍ତି ସକାଳେ ଉଠି ପାଣି ସେବନ କରିଥାଏ ତା ସ୍ବାସ୍ଥ୍ୟ ସବୁବେଳେ ଭଲ ରହିଥାଏ ଏହାର ବୈଜ୍ଞାନିକ ଅର୍ଥ ସକାଳେ ପାଣି ପିଇବା ଦ୍ବାରା ଆପଣଙ୍କ ପେଟରେ ଜେଉଁ ନାଳ ଅଂଶ ପେଟକୁ ଯାଇଥାଏ ତାହା ଆମ ପେଟରେ ପାଚନ ପାଈଁ ସାହାଯ୍ୟ କରିଥାଏ ତେବେ ଶାସ୍ତ୍ର ରେ କୁହା ଯାଇଥିବା କଥା ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ମଧ୍ୟ ଲାଭକାରି ହୋଇଥାଏ ।
ଶାସ୍ତ୍ର ଅନୁଯାଇ ସକାଳେ ଉଠି ବ୍ୟାୟାମ କରିବା ଉଚିତ୍ ଓ ଏହା ପରେ ମହିଳାଙ୍କୁ ନିଜ ସ୍ବାମୀଙ୍କୁ ପ୍ରେମ କରିବା ଆବଶ୍ୟକ ଅଟେ କାହିଁକିନା ଏହା ଦ୍ୱାରା ତାଙ୍କ ସମ୍ପର୍କ ବହୁତ୍ ଗଭୀର ଓ ସୁନ୍ଦର୍ ହୋଇଥାଏ । ଶାସ୍ତ୍ର ଅନୁଯାଇ ଯେଉଁ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଭଲ ପାଇ ନଥାନ୍ତି ସେ ନିଜ ସମ୍ପର୍କ ନିଜେ ଖରାପ କରନ୍ତି ସେଥିପାଇଁ ନିଜ ସମ୍ପର୍କ ଭଲ ରଖିବା ପାଇଁ ଆପଣଙ୍କୁ ନିଜ ସ୍ଵାମୀ ସହ ଭଲ ସମ୍ପର୍କ ରଖିବା ଉଚିତ୍ ଅଟେ ।
ତେବେ ଶାସ୍ତ୍ର ଅନୁଯାଇ ଯଦି ଆପଣଙ୍କୁ ସକାଳୁ ଉଠିବା ସମୟରେ ଶଙ୍ଖ ବା ଘଣ୍ଟି ଧ୍ଵନି ସୁବୁଅଛି ତେବେ ଏହାର ଅର୍ଥ ଆପଣଙ୍କ ବହୁତ୍ ଭଲ ସମୟ ଚାଲିଛି ଆଉ ଆପଣଙ୍କୁ ସକାରାତ୍ମକ ଉର୍ଜ ର ବାସ ହୋଇଥାଏ । ଏହା ଛଡ଼ା ଯେଉଁ ଲୋକଙ୍କ ଅଭ୍ୟାସ ଥାଏ ଯେ ବିଛଣ୍ଡା ରେ ଥାଇ ଚା ପିଇବାର ତାଙ୍କୁ ଏହି ଅଭ୍ୟାସ ଛାଡିବା ଉଚିତ୍ କାହିଁକିନା ଏହି ଭଳି ଲୋକଙ୍କ ଉପରେ ରାହୁ ଓ କେତୁଙ୍କ ଖରାପ ଦୃଷ୍ଟି ପଡ଼ିଥାଏ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।