ମା ଗଙ୍ଗା ଭଳି ପବିତ୍ର ଅଟନ୍ତି ଏହି ଝିଅ ମାନେ, ଭୁଲରେ ବି ଏମାନଙ୍କ ଅପମାନ କରନ୍ତୁ ନାହିଁ 

ହିନ୍ଦୁ ଧର୍ମ ଶାସ୍ତ୍ରରେ ଝିଅ ମାନଙ୍କୁ ଦେବୀଙ୍କ ରୂପ ବୋଲି କୁହାଯାଏ । ଆମଘର ମାନଙ୍କରେ ଯଦି ଝିଅ ହୁଏ ତ କହନ୍ତି ଲକ୍ଷ୍ମୀ ଆସିଛନ୍ତି । ଝିଅ ମାନେ ଗଙ୍ଗା ଓ ଲକ୍ଷ୍ମୀଙ୍କ ସହିତ ସମାନ ଓ ତାଙ୍କ ଦ୍ଵାରା ଘରର ଭାଗ୍ୟ ବଦଳି ଯାଏ । ଏହି ଝିଅ ମାନଙ୍କ ପାଦ ଭାଗ୍ୟଶାଳି ହୋଇଥାଏ ଯେ ଯେଉଁ ଘରେ ପଡେ ସେ ଘରର ଭାଗ୍ୟ ବଦଳି  ଧନ ଧାନ୍ୟରେ ସବୁବେଳେ ଭରି ରହେ । ଆପଣଙ୍କ ଜାଣିବା ପାଇଁ କହିବାକୁ ଚାହୁଞ୍ଚୁ କି ଏହି ୨ଟି ରାଶିର ଝିଅ ଗଙ୍ଗା ଜଳ ପରି ପବିତ୍ର ଅଟନ୍ତି ତାଙ୍କ ବ୍ୟବହାର ବହୁତ ସରଳ ଅଟେ । ତେବେ ଏହା କେଉଁ କେଉଁ ରାଶି ଅଟେ ଆସନ୍ତୁ ଜାଣିବା ।

Image Courtesy: Google

ମେଷ ରାଶିର ଝିଅ:

ମେଷ ରାଶିର ଝିଅମାନେ ବହୁତ ସରଳ ସ୍ଵଭାବର ଅଟନ୍ତି । ଏହି ଝିଅ ମାନେ ସବୁବେଳେ ସତ କୁହନ୍ତି, ଏହି ଝିଅ ମାନଙ୍କୁ ସତ ଶୁଣିବାକୁ ଭଲ ଲାଗେ । ଏହି ରାଶିର ଝିଅ ମାନଙ୍କୁ ମିଛ ପସନ୍ଦ ନୁହେଁ, ମିଛ କହୁଥିବା ଲୋକଙ୍କ ଠାରୁ ଦୂରେଇ ରହନ୍ତି । ଏହି ରାଶିର ଝିଅ ମାନେ କେବେ ଧୋକା ଦିଅନ୍ତି ନହିଁ, ଯଦି କିଛି କଥା ଥାଏ ତ ସେ କହି ଦିଅନ୍ତି କିଛି ଲୁଚେଇ ରଖନ୍ତି ନହିଁ ।

Image Courtesy: Google

ଏମାନଙ୍କ ଏହିଭଳି ଅଭ୍ୟାସ ଲାଗି ସମସ୍ତେ ତାଙ୍କୁ ପସନ୍ଦ କରନ୍ତି । ଏହି ଝିଅ ମାନେ ବହୁତ ଚରିତ୍ରବାନ ଅଟନ୍ତି, ସେଥି ପାଇଁ ଏମାନଙ୍କୁ ଗଙ୍ଗା ଭଳି ପବିତ୍ର ମାନନ୍ତି । ଯଦି ଆପଣଙ୍କର ମଧ୍ୟ ମେଷ ରାଶି ବା ଆପଣଙ୍କ ଚିହ୍ନା ଜଣା କେହି ମେଷ ରାଶିର ଥିବେ ତେବେ ଆପଣ ଜାଣିଥିବେ ଏହା ସତ୍ୟ ଅଟେ ।

ବିଛା ରାଶିର ଝିଅ:

Image Courtesy: Google

ଏହି ରାଶିର ଝିଅ ମାନେ ବହୁତ ଇମାନଦର ଓ ସରଳ ସ୍ଵଭାବର ଅଟନ୍ତି, ଏମାନେ ତାଙ୍କ ସ୍ଵାମୀ କୁ ବହୁତ ପ୍ରେମ କରନ୍ତି ଯେମିତି ବି ହେଉ ତାଙ୍କ ପତି ସେମାନେ କେବେବି ତାଙ୍କୁ ଅନଦାର କରନ୍ତି ନାହିଁ । ଏହି ଝିଅ ମାନେ ଲୋଭ ଠାରୁ କୋସେ ଦୂରରେ ରହନ୍ତି ପରିସ୍ଥିତି ଜାହା ବି ହେଉ ସେ ତାଙ୍କ ସ୍ଵାମୀର ସାଥ ଛାଡନ୍ତିନୀ । କେବେ ବି ତାଙ୍କ ଭାବନାକୁ କଷ୍ଟ ଦିଅନ୍ତି ନହିଁ । ଯାହା କୁହନ୍ତି ମୁହଁରେ ରୋକଠୋକ କୁହନ୍ତି ଓ ସମସ୍ତଙ୍କୁ ସମ୍ମାନ କରିବା ଭଲଭାବେ ଜାଣିଛନ୍ତି ।

Leave a Reply

Your email address will not be published. Required fields are marked *