ଗ୍ୟାସ ସିଲିଣ୍ଡର ଅନଲାଇନରେ ବୁକ କରିବା ଦ୍ଵାରା କ୍ୟାସବ୍ୟାକ ମିଳୁଛି, ଏମିତି ଫାଇଦା ଉଠାନ୍ତୁ

ଆପଣଙ୍କ ଭିତରୁ ଅଧିକ ଲୋକଙ୍କ ଘରେ ରୋଷେଇ ଗ୍ୟାସରେ ହେଉଥିବ । କାହା ପାଖରେ ଭାରତ ଗ୍ଯାସର କନେକ୍ସନ ଥିବା ତ କାହା ପାଖରେ ଇଣ୍ଡେନ, କି ଏଚପି  ଥିବ । ଆପଣ ସବୁବେଳେ ଏଜେନ୍ସିକୁ ଫୋନ କରୁଥିବେ ନହେଲେ ଭେଣ୍ଡରକୁ ମେସେଜ କରି ନିଜର ଗ୍ୟାସ ସିଲିଣ୍ଡର ପାଇଁ ବୁକିଙ୍ଗ କରୁଥିବେ କିନ୍ତୁ କଣ ଆପଣ ଜାଣିଛନ୍ତି କି ଗ୍ୟାସ ସିଲେଣ୍ଡର ବୁକିଙ୍ଗରେ ଆପଣଙ୍କୁ ପଇସା ରିଟର୍ନ  କମେଇ ପାରିବେ ?

ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ

Image Courtesy: Google

ସର୍ବ ପ୍ରଥମେ  ଆପଣଙ୍କୁ କହିବାକୁ ଚାହୁଞ୍ଚୁକୀ ଏହି କ୍ୟାସବ୍ୟାକ ରିଟର୍ନ ଅଫର କୌଣସି ଗ୍ୟାସ ଏଜେନ୍ସି ତରଫରୁ ମିଳୁନି । ଏହା ଆମାଜନ ଇଣ୍ଡିଆ ତରଫରୁ ମିଳୁଛି । ଏହି କ୍ୟାସ ବ୍ୟାକ ଋଟର୍ନ ପାଇଁ ଆପଣଙ୍କୁ ଆମାଜନ ଇଣ୍ଡିଆରେ ଯାଇ ନିଜର ଗ୍ୟାସ ସିଲିଣ୍ଡର ବୁକ କରିବାକୁ ହେବ । ଆମାଜନ ଏହି ଅଫର ୩୧ ଅଗଷ୍ଟ ପର୍ଯ୍ୟନ୍ତ ଅଛି ଏହା ଛଡା ଆପଣଙ୍କୁ ୫୦ ଟଙ୍କାର କ୍ଯାସବ୍ୟାକ ମିଳିବ, ଏହି ଅଫର କେବେଳ ସେଇ ଲୋକଙ୍କ ପାଇଁ ରହିଛି ଯିଏ ପ୍ରଥମଥର ଆମଜନରୁ ସିଲିଣ୍ଡର ବୂକ କରୁଛନ୍ତି । ଏହି ଅଫର ଜଣେ ୟୁଜର ପାଇଁ ହୋଇଥାଏ ।

Image Courtesy: Google

ଆମାଜନ ଇଣ୍ଡିଆର ଏହୁ ଅଫର ସହିତ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ବୁକିଙ୍ଗ ପରେ ଆମାଜନ ପେ ଦ୍ଵାରା ପେମେଣ୍ଟ କରିବାକୁ ପଡିବ । ପେମେଣ୍ଟ ହେବା ପରେ ତିନିଦିନ ପରେ ଆପଣଙ୍କୁ ଆମାଜନ ପେ ଆକାଉଣ୍ଟରେ ୫୦ ଟଙ୍କାର କ୍ୟାସ ବ୍ୟାକ ଆସିଯିବ । ଆମେଜନ ରେ ଗ୍ୟାସ ବୁକିଙ୍ଗ କରିବା ପାଇଁ ଆପଣଙ୍କୁ ଆମାଜନ ଆପ କି ଆମାଜନ ୱେବସାଇଟରେ ଯିବାକୁ ହେବ । ଏହାପରେ ଆମାଜନ ଆଇଡି ରେ ଲଗ ଇନ କରି ଆପଣ ଗ୍ୟାସ ସିଲିଣ୍ଡର ବୁକ କରିପାରିବେ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *