Breaking News: ପୃଥିବୀ ଉପରକୁ ଘଣ୍ଟା ପ୍ରତି 16 ଲକ୍ଷ KM ବେଗରେ ମାଡି ଆସୁଛି ବିଶାଳ ସୌର ଝଡ, ଜାଣନ୍ତୁ କଣ ପଡିବ ପ୍ରଭାବ

ବର୍ତ୍ତମାନର ସବୁଠୁ ବଡ ଖ-ବ-ର, ପୃଥିବୀ ଆଡକୁ ବି-ଶା-ଳ-କା-ୟ ଓ ସୌର ଝ-ଡ ଭ-ୟ-ଙ୍କର ରୂପରେ ମା-ଡି ଆସୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପୃଥିବୀ ସହ ଧ-କା ହେବାର ସମ୍ଭାବନା ଅଛି । ସୂର୍ଯ୍ୟରୁ ବାହାରିଥିବା ଏହି ଉତ୍ତପ୍ତ ଓ ତିବ୍ର ଝ-ଡ ଦ୍ଵାରା ଜିପିଏସ ସି-ଷ୍ଟ-ମ, ମୋବାଇଲ ନେଟୱାର୍କ ଓ ସାଟେଲାଇଟ ସବୁ ପ୍ରଭାବିତ ହୋଇପାରେ ।

କହିଦେଉଛୁ କି ଜୁଲାଇ ୩ ତାରିଖରେ ସୂର୍ଯ୍ୟର ଦକ୍ଷିଣ ଭାବରେ ବଡ ଧରଣ ବିସ୍ଫୋରଣ ହୋଇଥିଲା । ଏହା ପରେ ସୂର୍ଯ୍ୟର ଉତ୍ତପ୍ତ କିରଣ ପୃଥିବୀ ଆଡକୁ ମୁହ୍ନାଇଥିଲା । ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପୃଥିବୀ ସହ ଧ-କା ହେବ । କିଛି ସମୟ ପାଇଁ ଏହା ପୃଥିବୀର କେତେକ ସହର ପାଇଁ ସମସ୍ୟା ହୋଇ ପାରେ । ଏକ ରିପୋର୍ଟ ଅନୁସାରେ ପୃଥିବୀ ଆଡକୁ ମା-ଡି ଆସୁଥିବା ଏହି ସୌର ଝ-ଡ ଯୋଗୁ ପୃଥିବୀର ମାଗ୍ନେଟିବ ଫୀଲ୍ଡ ଉପରେ ଏହାର ପ୍ରଭାବ ପଡିପାରେ ।

ଯେଉଁ କାରଣରୁ ପୃଥିବୀର ବାୟୁମଣ୍ଡଳ ଅଧିକ ଗରମ ହେବ । ଆମେରିକାର ସ୍ପେସ ରିସର୍ଚ ସେଣ୍ଟର ନାସା ତରଫରୁ ମିଳିଥିବା ସୂଚନା ଅନୁସାରେ ସୂର୍ଯ୍ୟର ଏହି ସୌର ଝ-ଡ ପୃଥିବୀ ଆଡକୁ ଘଣ୍ଟା ପ୍ରତି ୧୬ ଲକ୍ଷ କିମି ବେଗରେ ଗତି କରୁଛି । ଆଉ କିଛି ସମୟ ମଧ୍ୟରେ ଏହାର ଗତି ଆହୁରି ବଢିପାରେ । ଏହି ସୌର ଝ-ଡ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ପ୍ରବେଶ କରିବା ମାତ୍ରେ ହିଁ ସାଟେଲାଇଟ ସିଂଗଲ ବାଧ୍ୟ ପ୍ରାପ୍ତ ହେବ । ଏହି ସୌର ଝ-ଡ ଆଜି ରାତିରେ କୌଣସି ବି ମୂହୁର୍ତ୍ତରେ ପୃଥିବୀ ସହ ଧ-କା ହୋଇପାରେ ।

କିନ୍ତୁ ଏହି ସୌର ଝ-ଡ ପୃଥିବୀ ସହ ମାଡ ହେବା ଦ୍ଵାରା ମାନବ ଜାତିର କିଛି କ୍ଷତି ହେବ ନହିଁ । କିନ୍ତୁ କେତେକ ସହରର ବିଜୁଳି ଯାଇ ପାରେ ବୋଲି ସମ୍ଭାବନା କରାଯାଉଛି । ଏତିକି ନୁହେଁ ଏହି ସୌର ଝ-ଡର ପ୍ରଭାବ ବିମାନ ଉଡାଣ, ରେଡିଓ ସିଂଗଲ, କମ୍ୟୁନିକେଶନ ସିସ୍ଟମ ଓ ମୌସମ ଉପରେ ବି ପଡିବ । କ-ରୋ-ନା ମ-ହା-ମା-ରୀ, ଚକ୍ରବାତି ବା-ତ୍ୟା, ଭୀଷଣ ଗରମ, କମଜୋର ମନସୁନ ପରେ ବର୍ତ୍ତମାନ ସୌର ଝ-ଡ ଦେଖିବାକୁ ଗଲେ ପୃଥିବୀ ଉପରେ ସବୁବେଳେ କୌଣସି ନା କୌଣସି ସମସ୍ୟା ଲାଗି ରହିଛି ।

ମୌସମ ବିଭାଗର ବୈଜ୍ଞାନିକମାନେ ଓ ନାସା ପୂର୍ବରୁ ହିଁ ଏହି ବା-ତ୍ୟା-କୁ ନେଇ ପୂର୍ବରୁ ହିଁ ଚେତାବନି ଜାରି କରି ଦିଆଯାଇଛି । ସୂର୍ଯ୍ୟର ବାତାବରଣରେ ହୋଇଥିବା ଗାତ କାରଣରୁ ଏହି ଷ୍ଟର୍ମ ପୃଥିବୀ ଆଡକୁ ବାଢୁଛି । କିନ୍ତୁ ସବୁଠୁ ଭଲ କଥା ହେଉଛି କି ଏହି ସୌର ଝ-ଡ କିଛି ମିନିଟ ପାଇଁ ହିଁ ପୃଥିବୀ ସହ ଧକା ହେବ । ନାସା ଅନୁସାରେ ଯେମିତି ହିଁ ସୌର ଝ-ଡ ପୃଥିବୀର ମ୍ୟାଗ୍ନେଟିକ କ୍ଷେତ୍ରରେ ପ୍ରବେଶ କରିବ ପୃଥିବୀ ଉପରେ ସ୍ୟାଟେଲାଇଟ ସିଗ୍ନାଳର ସମସ୍ୟା ଆରମ୍ଭ ହୋଇଯିବ ।

ଏହି କାରଣରୁ ଆପଣଙ୍କ ଟିଭି ପ୍ରସାରଣରେ ବି ଅସୁବିଧା ହୋଇପାରେ । ଏହା ସହିତ ନାସା କହିଛି କି କିଛି ଦେଶରେ ବିଜୁଳି ସପ୍ଲାଇ ବି ବାଧିତ ହୋଇପାରେ । କୁହାଯାଉଛି କି ଏହି ସୌର ଝ-ଡ କାରଣରୁ କେତେ ସହରର ଅନ୍ଧାର ମଧ୍ୟ ହୋଇପାରେ । କହିଦେଉଛୁ କି ୧୯୮୯ରେ ଏହିଭଳି ବାତ୍ୟା ଆସିଥିଲା । ସେହିଭଳି ୧୯୯୧ରେ ପୁଣି ଥରେ ଏହିଭଳି ବାତ୍ୟା ଆସିଥିଲା । ଏମିତିରେ ଏହି ବର୍ଷ ପୁଣି ଥରେ ଏହିଭଳି ଝ-ଡ ଆସୁଛି ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *