ଯେବେ କୌଣସି ମହିଳା ଏମିତି ସୋଇଥାନ୍ତି ତ ଘରକୁ ଆସେ ଧନ, ହୋଇଥାନ୍ତି କୋଟିପତି- Krishna Vani

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଆମ ଶାସ୍ତ୍ରରେ ଆମ ସଭ୍ୟତା ଆଉ ସଂସ୍କୃତି ବିଷୟରେ ବହୁତ କଥା କୁହା ଯାଇଛି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଜୀବନରେ ଯେତେ କଷ୍ଟ ହେଲେ ମଧ୍ୟ ଯେଉଁ ମଣିଷ ଶାସ୍ତ୍ରରେ ଲେଖା ହୋଇଥିବା କଥା ଅନୁଯାଇ କାମ କରିଥାନ୍ତି ତାଙ୍କ ଜୀବନରେ ଅସୁବିଧା କେବେ ଆସି ନଥାଏ ।

ତେବେ ଶାସ୍ତ୍ରରେ ମହିଳାଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହା ଯାଇଛି ଆଉ ଏହା ମଧ୍ୟ କୁହା ଯାଇଛି ଯେ ଯେଉଁ ମହିଳା କିଛି ବିଶେଷ ଅବସ୍ଥାରେ ରାତିରେ ସୋଇଥାନ୍ତି ତାଙ୍କ ଘର ପରିବାର ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ । ତେବେ ଆସନ୍ତୁ ବିସ୍ତାର ସହ ଜାଣିବା ମହିଳାଙ୍କୁ କେଉଁ ଅବସ୍ଥାରେ ଶୋଇବା ଉଚିତ ହୋଇଥାଏ ଆଉ କେମିତି ସୋଇଲେ ଆପଣଙ୍କୁ ପାପ ଲାଗିଥାଏ ।

୧. ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ବିନା କାରଣରେ ମହିଳାଙ୍କୁ ଡେରି ପର୍ଯ୍ୟନ୍ତ ଶୋଇବା ଉଚିତ ହୋଇନଥାଏ, ତେବେ ଆପଣ ମାନେ ଏହା ଶୁଣିବାକୁ ପାଇଥିବେ ଯେ ଶୀଘ୍ର ସୋଇ ଯେଉଁ ମଣିଷ ଶୀଘ୍ର ଉଠିଥାଏ ସେହି ମଣିଷ ଜୀବନରେ ବହୁତ ସଫଳତା ହାସଲ କରିଥାଏ । ତେବେ ମହିଳାଙ୍କୁ ଘର ସବୁ କାମ ସାରି ଶୀଘ୍ର ଶୋଇବା ଉଚିତ କାହିଁକିନା ଏହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

୨. ତେବେ କୌଣସି ଜିନିଷ ଅଧିକ ମାତ୍ରାରେ କଲେ ତାର ଡୁସ ପ୍ରଭାବ ଦେଖିବାକୁ ମିଳିଥାଏ ତେବେ ଯଦି ଆପଣ ଏହା ଜାଣିଛନ୍ତି ଯେ ମଣିଷ ୨୪ ଘଣ୍ଟାରେ ୮ ଘଣ୍ଟା ଶୋଇବା ଉଚିତ ଆ ଠାରୁ ଅଧିକ ଶୋଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ତେବେ ଯଦି ଆପଣ ଏହା ଜାଣିଛନ୍ତି ତେବେ ଦିନ ସାରା ସୋଇ ରୁହନ୍ତୁ ନାହିଁ କିଛି କାମରେ ମନ ଦିଅନ୍ତୁ । ଶାସ୍ତ୍ର ଅନୁଯାଇ ମହିଳା ମାନେ ଯେଉଁ ସ୍ଥାନରେ ଅଧିକ ସମୟ ସୋଇ ରୁହନ୍ତି ଶେଠୀ ରାହୁ ଆଉ କେତୁ ଦ୍ରୁଷ୍ଟି ପଡିଥାଏ ଆଉ ଭଗବାନ ସେତୁ ନିଜ କୃପା ହଟାଇ ଥାନ୍ତି ।

୩. ଶୋଇବା ସମୟରେ ନକରାତ୍ମକ କଥା ହବା ଆପଣଙ୍କ ପାଇଁ ଅନୁଚ୍ଚିତ ହୋଇଥାଏ, ତେବେ ଶୋଇବା ସମୟରେ କିଛି ଭଲ କଥା କୁହନ୍ତୁ ଆଉ ସୁଅନ୍ତୁ । ଏହା ଛଡା ମଙ୍ଗଳବାର, ଶନିବାର ଓ ବୃହସ୍ପତି ବାର ଦିନ ଅଧିକ ଡେରି କରି ଶୋଇବା ଉଚିତ ହୋଇନଥାଏ କାହିଁକିନା ଭଗବାନ ଦୁଃଖିତ ହୋଇଥାନ୍ତି ।

୪. ଯେଉଁ ଘରେ ମହିଳା ଓ ପୁରୁଷ ପୂର୍ବ ବା ପଶ୍ଚିମ ଦିଗକୁ ମୁଣ୍ଡ କରି ସୋଇଥାନ୍ତି ସେହି ଘର ଧନ ଧାନ୍ୟରେ ପରି ପୂର୍ଣ ହୋଇଥାଏ, ଏହି ଭଳି ଘରେ ମାତା ଲକ୍ଷ୍ମୀ ନିଜେ ବାସ କରନ୍ତି । ତେବେ ଶୋଇବା ସମୟରେ ଜାଣି ନିଅନ୍ତୁ ଆପଣ କେଉଁ ଦିଗକୁ ମୁଣ୍ଡ କରି ସୋଇଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *