ଘର ଗୃହସ୍ଥିର ଏହି ୧୦ଟି କଥା ଯାହା ୩ଦିନରେ ବଦଳାଇଦେବ ଆପଣଙ୍କ ଭାଗ୍ୟ

ଆମ ହିନ୍ଦୁ ଶାସ୍ତ୍ର ଅନୁଯାଇ ବାସ୍ତୁ ଶାସ୍ତ୍ର ଆମ ଜୀବନ ଉପରେ ବହୁତ ବଡ ପ୍ପ୍ରାଭାବ ପକାଇଥାଏ, ଆମ ଜୀବନରେ ଯାହା ଘଟିତ ହୋଇଥାଏ ତାହାକୁ ଆମେ ନିଜ ଭୁଲ ମାନି ସ୍ଵୀକାର କରିଥାଉ କିନ୍ତୁ ନିଜ ଅନୁଯାଇ ଏହାକୁ ସୁଧାରିବା ମଧ୍ୟ ଆବଶ୍ୟକ ହୋଇଥାଏ, ଆଜି ଆମେ ଆପଣଙ୍କ ଘର ଗୃହସ୍ତି ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଗୋଟେ ଗୃହିଣୀକୁ ଜାଣିବା ବହୁତ ଆବଶ୍ୟକ ହୋଇଥାଏ ଆପଣଙ୍କ ଜୀବନରେ କିଛି ଅସୁବିଧା ହେଲେ ଆପଣଙ୍କୁ ଏହି କଥା ମନେ ରଖିବା ଉଚିତ କେବଳ ୩ଦିନରେ ଆପଣଙ୍କ ଭାଗ୍ୟ ବଦଳିଯିବ ।

Image Courtesy: Google

୧. କୌଣସି ମହିଳା ବା ଝିଅଙ୍କୁ ସନ୍ଧ୍ୟା ବେଳେ କାହାକୁ କ୍ଷୀର, ଦହି ବା ପିଆଜ ଦାନ କରିବା ବା କେହି ମାଗିଲେ ଦବା ଉଚିତ ନୁହ ରାତିରେ ଦିଅନ୍ତୁ ବା ସକାଳେ କିନ୍ତୁ ସନ୍ଧ୍ୟାରେ ଦିଅନ୍ତୁ ନାହିଁ ।

୨. ମାସରେ ଥରେ ଅଫିସ ମିଠା ନେଇ ଯିବା ଉଚିତ ଓ ସବୁ କର୍ମଚାରି ମାନଙ୍କ ସହ ମିଶି ଖାଇବା ଉଚିତ ଏହା ଦ୍ଵାରା ଉନ୍ନତି ମାର୍ଗ ଖୋଲିଥାଏ ।

୩. ଭୁଲରେ ବି କେବେ ରାତିରେ ରୋଷେଇଘରେ ଅଇଁଠା ବାସନ ରଖନ୍ତୁ ନାହିଁ, ବହୁତ ଆବଶ୍ୟକ ହେଲେ କେବଳ ପାଣିରେ ଧୋଇ ରଖନ୍ତୁ ଅନ୍ୟ ସମୟରେ ଭଲ ଭାବରେ ଧୁଅନ୍ତୁ କିନ୍ତୁ ଅଇଁଠା ଛାଡନ୍ତୁ ନାହିଁ, ଏହା ଦ୍ଵାରା ଧନ ହାନି ହୋଇଥାଏ ।

Image Courtesy: Google

୪. ଘର କବାଟ ସାମ୍ନାରେ ଅସନା ପେଟି ରଖିବା ଉଚିତ ନୁହ, ଏହା ଦ୍ଵାରା ଆପଣଙ୍କ ଘରେ ନକାରାତ୍ମକ ଊର୍ଜା ପ୍ରବେଶ କରିଥାଏ ଓ ପଡୋଶୀମାନଙ୍କ ସହ ଝଗଡା ମଧ୍ୟ ହୋଇଥାଏ ।

୫. ସକାଳେ କିଛି ସମୟ ପାଇଁ ଫୋନ ବା ଟିଭି ବା ଡିଭିଡିରେ ଭଜନ ଶୁଣିବା ଉଚିତ ଏହା ଦ୍ଵାରା ମନ ଧାର୍ମିକ ହୋଇଥାଏ ଓ ଦିନ ଭଲ କଟିଥାଏ ।

୬. ମାସରେ ଥରେ ଘରେ ଖିରୀ ବନେଇ ପୁରା ପରିବାର ସହ ମିଶି ଖାଇବା ଉଚିତ ଅଟେ, ଏହା ଦ୍ଵାରା ଘର ଦରିଦ୍ରତା ଦୂର ହୋଇଥାଏ ଓ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

୭. ଶେଯ ଉପରେ ବସି କେବେ ଖାଦ୍ଯ ସେବନ କରିବା ଉଚିତ ନୁହ ଏହା ଦ୍ଵାରା ଖର୍ଚ ବଢିବାକୁ ଲାଗିଥାଏ ଓ ଘର କରଜରେ ବୁଡିଥାଏ ।

Image Courtesy: Google

୮. ରାତିରେ ଶୋଇବା ଆଗରୁ ରୋଷେଇଘରେ ଗୋଟେ ବାଲ୍ଟି ପାଣି ରଖି ଦିଅନ୍ତୁ ଏହା ଦ୍ଵାରା କରଜ ଠାରୁ ମୁକ୍ତି ମିଳିଥାଏ ଓ ଆପଣଙ୍କ ଘରେ ସୁଖ ଶାନ୍ତି ଆସିଥାଏ ।

୯. ଘର ପୂଜା ସ୍ଥଳରେ କୌଣସି ପାତ୍ରରେ ପାଣି ରଖିବା ଉଚିତ ଏହା ଦ୍ଵାରା ଆପପଣଙ୍କ ଘର ଭଗବାନ ସନ୍ତୁଷ୍ଟ ରୁହନ୍ତି ।

୧୦. ଘରେ ସପତାହରେ ଥରେ କଳା ଲୁଣ ପାଣିରେ ପକାଇ ପୋଛା ମାରିବା ଉଚିତ ଏହା ଦ୍ଵାରା ଘର ନକାରାତ୍ମକ ଊର୍ଜା ଘରୁ ବାହାରି ଯାଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *