ଘରର ଚାବି ପେନ୍ଥାରେ ବାରମ୍ବାର କଳଙ୍କି ଲାଗିଲେ କଣ ସୂଚନା ମିଳେ- Ajira Anuchinta

ବନ୍ଧୁଗଣ ଆମ ନୀତିଦିନ ଜୀବନରେ ଅନେକ ଘଟଣା ମାନ ଘଟିଥାଏ । ଜ୍ଯୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ ବହୁତ ସଙ୍କେତ ମାନଙ୍କ ପଛରେ ଭଲ-ମନ୍ଦ ସ୍ଥିତି ମାନ ଘଟିବାର ରହସ୍ୟ ଲୁଚି ରହିଛି । ଆସନ୍ତୁ ଜାଣିବା ସେହି ସବୁ କିଛି ମହତ୍ଵପୂର୍ଣ୍ଣ ଘଟଣା ବିଷୟରେ । ୧-ଘରେ ଯଦି ଲାଗିଥିବା ଘଣ୍ଟା ବାରମ୍ବାର ଖରାପ ହୁଏ, ତେବେ ଆପଣଙ୍କ ପରିବାର ଉପରେ କିଉଛି ଗମ୍ଭୀର ସଙ୍କଟ ଆସିବାର ସୂଚନା ମିଳିଥାଏ । ୨- ରୋଷେଇ ଘରେ ଯଦି କିଛି କାଚ ପାତ୍ର ବାରମ୍ବାର ଭାଙ୍ଗିବାରେ ଲାଗେ, ତେବେ କିଛି ଆର୍ଥିକ ସଙ୍କଟ ଆସିବାର ସୂଚନା ମିଳିଥାଏ ।

୩- ଘରେ ଯଦି ଶୁଭ କାର୍ଯ୍ୟରେ ବାରମ୍ବାର ବାଧା ଉତ୍ତପନ୍ନ ହେଉଥାଏ, ତେବେ ଜାଣିବେ ଆସନ୍ତା ସମୟରେ କିଛି ବିପଦ ପଡିବାର ସୂଚନା ମିଳେ । ୪- ଯଦି ଘରର ଛାତ ଉପରେ କିମ୍ବା ଘରର ଅଗଣାରେ କାଉ ଅଥବା ଚିଲ ହାଡ ପକାଇଥାଏ ତେବେ ଜାଣିବେ ଯେ ଘରେ କିଛି ଅଶୁଭ ଘଟିବାକୁ ଯାଉଛି । ୫- ଯଦି ଆପଣଙ୍କ ଘରର କାନ୍ଥରୁ ପ୍ଲାଷ୍ଟର ଖସେ କିମ୍ବା ଘରର କାନ୍ଥ ଫାଟେ ତେବେ ଏହା କିଛି ଅଶୁଭ ଘଟିବାର ସୂଚନା ଦେଇଥାଏ ।

୬- ଦିନ ହେଉ କିମ୍ବା ରାତି କୁକୁର କାନ୍ଦିବାର ଶୁଣାଯାଉଥିଲେ କିଛି ଅଶୁଭ ଘଟଣା ଘଟିଥାଏ । ୭- ଘରର ଚାବି ପେନ୍ଥାରେ ଯଦି ବାରମ୍ବାର ଜଙ୍କ ଲାଗିଥାଏ ତେବେ ଆପଣଙ୍କୁ କିଛି ଜିନିଷ ମିଳିବାକୁ ଯାଉଛି । ୮- ବନ୍ଧୁଗଣ ଆପଣ ପିନ୍ଧୁଥିବା ପୋଷାକରେ ଯଦି ବଟନ ଓଲଟା ଲାଗିଯାଇଥାଏ ତେବେ ତାହା ଅଶୁଭ ସଙ୍କେତ ଦେଇଥାଏ । ଏଣୁ ଏପରି ହେଲେ ଆପଣ ପୋଷାକ ବଦଳାଇ ପିନ୍ଧନ୍ତୁ । ୯- ଯଦି ନିଜ ନାକ ନିଜକୁ ଦେଖା ନଯାଇଥାଏ ତେବେ ଏହା ଏକ ଗମ୍ଭୀର ରୋଗରେ ପଡିବାର ସୂଚନା ଦେଇଥାଏ ।

୧୦- ଯଦି ଆପଣ ସିଧା ଠିଆ ହେବା ଦ୍ଵାରା ଆଁଠୁ ଦେଖାନଯାଏ ତେବେ ଆପଣ ଜାଣିବେ ଆପଣଙ୍କର ଶରୀରର ସ୍ଥିତି ଠିକ ନାହିଁ । ୧୧- ଆପଣ ଘରୁ ବାହାରିବା ବେଳେ ଯଦି କୁକୁର ଝାଡି ହୋଇଥିବାର ଦେଖନ୍ତି ତେବେ ଏହା ଅଶୁଭ ଅଟେ । ଆପଣ ଘରୁ ବାହାରି ଯାତ୍ରା ରୋକିଦେବା ଉଚିତ । ୧୨- ଯଦି ଘର ଭିତରେ ବିଲେଇ କଳି ଲାଗିବାର ଦେଖନ୍ତି ତେବେ ଏହା ଧନ ହାନି ଏବଂ ଘରେ କଳହ ଲାଗିବାର ସୂଚନା ଦେଇଥାଏ । ୧୩- ଯଦି ଶୋଇବା ଲୋକର ମୁଣ୍ଡକୁ ବିଲେଇ ଚାଟେ ତେବେ ଏହା କିଛି ସରକାରୀ ମାମଲାରେ ଫସିବାର ସୂଚନା ଦେଇଥାଏ । ୧୪- ଯଦି କୌଣସି ଲୋକର ପାଦକୁ ବିଲେଇ ଚାଟେ ତେବେ ଏହା କିଛି ରୋଗ ବଇରାଗ ହେବାର ସୂଚନା ଦେଇଥାଏ ।

୧୫- ଯଦି ଆପଣଙ୍କ ଘରେ କଳା ମୂଷା ବଢିଯାନ୍ତି । ତେବେ ଆପଣ ଜାଣିବେ ଯେ ଆଗାମୀ ଦିନରେ ରୋଗ ଏବଂ ଶତ୍ରୁ ଆକ୍ରମଣ ହୋଇପାରେ । ୧୬- ଯଦି ଘରେ ନାଲି ପିମ୍ପୁଡି ବଢିଯାନ୍ତି, ତେବେ ଏହା ଅର୍ଥ ହାନି ଏବଂ କିଛି ଅଶୁଭ ହେବାର ସୂଚନା ଦେଇଥାଏ । ୧୫- ଯଦି ଆପଣ ଶୋଇକି ଉଠିଲା ସମୟରେ କୌଣସି ଭିକାରି ଭିକ୍ଷା ମାଗିବାକୁ ଆସେ ତେବେ ଏହା କିଛି ଗୁପ୍ତ ଧନ ପ୍ରାପ୍ତିର ସଙ୍କେତ ଦେଇଥାଏ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *