କେତେବୀ ପୁରୁଣା ଚନ୍ଦାପଣ ହୋଇଥାଉ, 100% କେଶ ଉଠିବ- Hair Care

ବନ୍ଧୁଗଣ ଆମ ଶରୀରର ପ୍ରତ୍ୟକ କ୍ଷେତ୍ର ସଠିକ ରହିଲେ ଆମେ ସୁନ୍ଦର ଦେଖା ଯାଇଥାଉ । ମାତ୍ର ଯଦି କିଛି କେଶ ଜଡିତ ସମସ୍ଯା ରହିଥାଏ ତେବେ ଅନ୍ୟ ସାମନାକୁ ଯିବାକୁ ଖରାପ ଲାଗିଥାଏ । ବନ୍ଧୁଗଣ ଆଜିର ଦିନରେ  ଅନେକ ଲୋକ ଚନ୍ଦାପଣ ଅଥବା ଏଲୋଫେଷିୟା ରୋଗରେ ସମ୍ବନ୍ଦିତ ଅଛନ୍ତି । ସମୟ ଥାଉ ଥାଉ ଯେଉଁ ମାନଙ୍କର କେଶ ଝଡିଥାଏ ଅଥବା କେଶ ସମସ୍ଯା ଦେଖା ଯାଇଥାଏ ସେମାନେ ବହୁତ ଅଧିକ ଆତ୍ମଗ୍ଳାନି ଅନୁଭବ କରିଥାନ୍ତି । ଏହା ବ୍ୟକ୍ତିଗତ ଲାଇଫ ଉପରେ ବହୁତ ଫରକ ପକାଇଥାଏ । ଏମାନେ ଅନ୍ୟ ସାମ୍ନାରେ ବହୁତ ଅଧିକ ଲାଜ ଅନୁଭବ କରିଥାନ୍ତି ।

ବନ୍ଧୁଗଣ ଏଲୋଫେଷିଆ ଏକ ଏଭଳି ରୋଗ ଯାହା ଫଳରେ ବ୍ୟକ୍ତି ଜଣକ ପୁରା ଜନ୍ଦା ହୋଇଯାନ୍ତି । ଏହା ସାଧାରଣତ ଜେନେଟିକ ପ୍ରୋବ୍ଲେମ ଯୋଗୁଁ ହୋଇଥାଏ । ବନ୍ଧୁଗଣ ଏଥିପାଇଁ ଚିନ୍ତିତ ହେବ ଆବଶ୍ୟକ ନାହିଁ । ଆଜି ଆମେ ଆପଣଙ୍କୁ କେଶ ସମସ୍ଯା ଜଡିତ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଏହାକୁ ଲଗାଇ ଆପଣ ବହୁତ ଲାଭ ପାଇ ପାରିବେ ଏହା ୧୦୦% ନାଚୁରାଲ ଅଟେ । ଆସନ୍ତୁ ଜାଣିବା ସେହି ଉପାୟଟି କଣ ?

ବନ୍ଧୁଗଣ ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକ ଅଟେ ନଡିଆ ତେଲ, ଦ୍ବିତୀୟରେ ମନ୍ଦାର ଫୁଲର ପାଖୁଡା, ଆପଣ ୧୦ ରୁ ୨୦ ଟି ପତ୍ର ତୋଳି ନେଇ ଆସନ୍ତୁ । ବନ୍ଧୁଗଣ ମନ୍ଦର ପତ୍ର ଆପଣଙ୍କ ଚନ୍ଦା ମଣ୍ଡରେ କେଶ ଉଠାଇବା ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ । ଏହାପରେ ମନ୍ଦାର ପତ୍ରକୁ କୌଣସି ଛେଚା ସାହାଯ୍ୟରେ ଛେଚି ସେଥିରୁ ରସ ବାହାର କରି ନିଅନ୍ତୁ । ବନ୍ଧୁଗଣ ମନ୍ଦାର ପତ୍ରକୁ ଛେଚି ସାରି ଗୋଟିଏ ଛଣା ସାହାଯ୍ୟରେ ସେଥିରୁ ରସ ବାହାର କରିନିଅନ୍ତୁ । 

ବନ୍ଧୁଗଣ ୨୦୦ ଗ୍ରାମ ମନ୍ଦାର ପତ୍ରର ରସ ନିଅନ୍ତୁ ଏବଂ ତୃତୀୟ ସାମଗ୍ରୀର ଆବଶ୍ୟକ ଏଥିପାଇଁ ବରୁଡି ବସା । ବନ୍ଧୁଗଣ ବରୁଡି ବସା ଯଦି ଆପଣଙ୍କୁ ମିଳିଯାଏ ତେବେ ଅତ୍ୟନ୍ତ ଭଲ କଥା । ବରୁଡି ବସା ଏଲୋଫେଷିଆ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ବନ୍ଧୁଗଣ ଏହା ପରେ ଆପଣ ଏହିସବୁ ସାମଗ୍ରୀକୁ ନେଇ ଗରମ କରି ନିଅନ୍ତୁ । ବନ୍ଧୁଗଣ ୫ ମିନିଟ ପର୍ଯ୍ୟନ୍ତ ଏହାକୁ ଆପଣ ଧିମା ଅଞ୍ଚରେ ବସାଇ ଗରମ କରି ନିଅନ୍ତୁ ।

 

ବନ୍ଧୁଗଣ ୫ ମିନିଟ ଫୁଟେଇ ସାରିବା ପରେ ଆପଣ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହାପରେ ଏହାକୁ କୌଣସି ପାତ୍ରକୁ ଛାଣି ନିଅନ୍ତୁ । ବର୍ତମାନ ଏହା ପୁରା ସମ୍ପୂର୍ଣ ଅଟେ । ଏବେ ଜାଣିବା ଏହାର ବ୍ୟବାହାର ଅଥବା ଏହାର ପ୍ରୟୋଗ କିଭଳି କରିବେ । ବନ୍ଧୁଗଣ ଏହା ସାହିତ ଆଉ ଏକ ଉପକରଣ ପିଆଜ ରସକୁ ନିଅନ୍ତୁ । ନଡିଆ ତେଲ ଏବଂ ପିଆଜ ରସକୁ ଦିନବେଳା ନିଜ ମୁଣ୍ଡରେ ଲଗାନ୍ତୁ । ଏବଂ ରାତିରେ ପ୍ରସ୍ତୁତ କରିଥିବା ତେଲରେ ପିଆଜ ରସ ହାତରେ ନେଇ ନିଜ ମୁଣ୍ଡରେ ଲଗାନ୍ତୁ ।

ଏପରି କରନ୍ତୁ ଏବଂ ରାତିରେ ପିଆଜ ରସ ଏବଂ ସେହି ତେଲର ପ୍ରୟୋଗ ପରେବ ସବୁଦିନ ସକାଳେ ମୁଣ୍ଡ ଧୋଇ ସେଥିରେ ମନ୍ଦାର ପତ୍ର ରସ ଏବଂ ନଡିଆ ତେଲର ମିଶ୍ରଣଟିକୁ ଲଗାନ୍ତୁ । ଆପଣଙ୍କ ଯେଉଁ କେଶ ଝଡିଯାଇଛି ଏହା ଲଗାଇବା ଦ୍ଵାରା ତାହା କ୍ରମଶ ଉଠି ଆସିବ । ବନ୍ଧୁଗଣ ଏହାଥିଲା ସେହି ପଦ୍ଧତି ଯାହାକୁ ମୁଣ୍ଡରେ ଲଗାଇ ନିଜ ମୁଣ୍ଡର କେଶ ସମସ୍ଯା ହ୍ରାସ କରି ପାରିବେ । ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *