ଶନିବାର 20 ଫେବୃୟାରୀ 2021- ଶନିଦେବଙ୍କ କୃପାରୁ ଆଜି ଏହି 5ଟି ରାଶିଙ୍କୁ ମିଳିବ କାର୍ଯ୍ୟରେ ଉନ୍ନତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆପଣଙ୍କ ମାନ ସନମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ । ବ୍ୟବସାୟ ମାନଙ୍କୁ ପ୍ରତିଦିନ ଆୟ କରିବା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡିବ । ନିଜ ହୃଦୟ କଥା ଶୁଣନ୍ତୁ ଆଉ ସାମାଜିକ ସଂସ୍ଥାର ସାହାର୍ଯ୍ୟ କରନ୍ତୁ । ଏହି ପୂଣ୍ୟ କାମରେ ଯେତେ ସାହାର୍ଯ୍ୟ କରିବେ ଆପଣଙ୍କୁ ସେତେ ଖୁସି ମିଳିବ । ଆପଣଙ୍କ ଜୀବନ ସାଥି ଦିନସାରା ରାଗ ଓ ଉଦାସ ରହିପାରନ୍ତି ।

ବୃଷ :- ପାରିବାରିକ ମାହୋଲ ଭଲ ରହିବ । ସାଙ୍ଗ ସାଥିଙ୍କ ସହଯୋଗ ମିଳିବ । ଖରଚ ଅଧିକ ବଢିବ । ଦାଂପତ୍ଯ ଜୀବନରେ ଅସୁବିଧା ଓ ଜୀବନସାଥିର ସ୍ଵାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । କାମ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ ଓ ବ୍ୟବସାୟରେ ପାର୍ଟନରରେ କାମ କାଲେ ଲାଭ ମିଳିବ । କାଗଜ ପତ୍ର କାମ ଠିକ ରଖନ୍ତୁ । ସମ୍ପର୍କୀୟ ମାନଙ୍କ ସହିତ ଦେଖା ବହୁତ ଭଲ ରହିବ, ଯେତେ ଆପଣଙ୍କୁ ଆସ ଥିଲା ।

ମିଥୁନ :- ଏହି ଦିନ ବହୁତ ଚିନ୍ତାଗ୍ରସ୍ତ ଓ ଗଡବଗ ଦିନ ଅଟେ । ଯଦି ଆପଣ କଠିନ ପରିଶ୍ରମ କରୁଛନ୍ତି ତେବେ ମଧ୍ୟ ଆପଣ ନିଜ ଖର୍ଚକୁ ନିୟତ୍ରିତ କରିବା ମୁସ୍କିଲ ହୋଇବ । ସେଇ ଲୋକ ଉପରେ ନଜର ରଖନ୍ତୁ ଯିଏ ଆପଣଙ୍କୁ ଭୁଲ ରାସ୍ତାରେ ନେଇଯାଉଛି, କି ଏମିତି ସୂଚନା ଦେଉଛି ଯାହା ଆପଣଙ୍କ ପାଇଁ କ୍ଷତି ସାବ୍ୟସ୍ତ ହୋଇପାରେ । ଆପଣ ଏବେ ନିଜ ପାଇଁ ସମୟ ବାହାର କରନ୍ତୁ ।

କର୍କଟ :- ଆଜି ଆପଣଙ୍କ ପ୍ରେମରେ ବୃଦ୍ଧି ହୋଇପାରେ । ସନ୍ତାନ କି ଶ୍ଵଶୁର ଘର ତରଫରୁ ଶୁଭ ସମାଚାର ମିଳିପାରେ । ଯଦି କାହକି ଦେଖା କରିବାକୁ ଯାଉଛନ୍ତି ତେବେ ମତ ଆଉ କୁଳ ଦେବୀଙ୍କ ଧ୍ୟାନ ରଖନ୍ତୁ ସଫଳତା ମିଳିବ । ପାରିବାରିକ ସମସ୍ଯା ଦୂର ହେବ । ମିତ୍ରଙ୍କ ସହିତ ଯାତ୍ରାରେ ଯିବେ । ନୂଆ ବ୍ୟାପାର ଆରମ୍ଭ କରିବ ପାଇଁ  ଶୁଭ ଦିନ ଅଟେ, କିନ୍ତୁ ପରିସ୍ଥିତିର ଧ୍ୟାନ ରଖନ୍ତୁ । ବ୍ୟର୍ଥ ଚର୍ଚାରେ ପଡନ୍ତୁ ନହିଁ ।

ସିଂହ :- ଆର୍ଥିକ ଓ ବ୍ୟାପାରିକ ନିଯୋଜନ କରିବା ପାଇଁ ଆଜିର ଦିନ ବହୁତ ଶୁଭ ରହିବ । ଆଜି ଆପଣ ପ୍ରସନ୍ନ ଓ ଆନନ୍ଦିତ ରହିବେ । ମିତ୍ର ତଥା ସମ୍ପର୍କୀୟ ମାନଙ୍କ ସହିତ ବୁଲିବା ପାଇଁ ଯୋଜନା ବନାଇବେ ଓ ଆନନ୍ଦ ଦାୟୀ ପ୍ରବାସ ମଧ୍ୟ ମିଳିବ । ଯେଉଁ ବିଦ୍ୟାର୍ଥୀ ମାନେ ଉଚ ଶିକ୍ଷା ପାଇଁ ପ୍ରୟାସ ରତ ଅଛନ୍ତି ତାଙ୍କୁ ଆସୁଥିବା ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ । ନିଜ ଏକାଗ୍ରତା ଭଙ୍ଗ ହେବାକୁ ଦିଅନ୍ତୁ ନହିଁ ।

କନ୍ୟା :- ଆଜି ଆପଣ ଆପଣଙ୍କ ସାଥିର ଭାବନକୁ ବୁଝନ୍ତୁ । ଖର୍ଚର ଯୋଗ ରହିଛି, ବଜେଟର ଧ୍ୟାନ ରଖୀ କାମ କରନ୍ତୁ । ଆପଣଙ୍କୁ ଯିଏ ଈର୍ଷା କରୁଥିଲେ ସେମାନେ ଆପଣଙ୍କୁ ପ୍ରତେକ୍ଷ ଓ ପରୋକ୍ଷ ଭାବରେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ । ଜୀବନସାଥି ସହିତ ବାଦ ବିବାଦ ନକରିବାକୁ ଚେଷ୍ଟା କରନ୍ତୁ ଆଜି ଦିନରେ ରାଗିବା ଅପଣଙ୍କ ପାଇଁ କ୍ଷତି ପ୍ରମାଣିତ ହୋଇପାରେ ଏଥିରେ ଆପଣଙ୍କ କାର୍ଯ୍ୟ ବିଗିଡି ପାରେ । ମାନସିକ ଚିନ୍ତା ଆସିପାରେ ।

ତୁଳା :- ଆଜି ଆପଣ ମଧ୍ୟ ଯେଉଁ କାମ କରିବେ ତାହା ସଫଳ ହେବ । ଆଜି ଆପଣଙ୍କୁ ଲୋକ ପ୍ରିୟତା ଓ ପ୍ରସିଦ୍ଧି ମିଳିବ । ପାରିବାରିକ କାମରେ ପ୍ରେମ ଓ ସଦ ଭାବ ରହିବ । ଆପଣ ଗୋଟିଏ ବଡ ଧାର୍ମିକ ଅନୁଷ୍ଠାନର ଆୟୋଜନ କରିପାରିବେ । ସନ୍ତାନଙ୍କ ତରଫରୁ କୌଣସି ଶୁଭ ସମାଚାର ପ୍ରାପ୍ତ ହୋଇପାରେ । ବ୍ଯବସାୟିକ କାମରେ ପରିସ୍ଥିତି ଅନୁକୂଳ ରହିବ ।

ବିଛା :- ପରିବାରରେ ଭଲପାଇବା ଓ ସହଯୋଗ ମିଳିବ । ଆଜି ଆପଣଙ୍କର କୌଣସିବି ଇଛା ପୁରା ହୋଇପାରିବ । ନିଜ ଚେଷ୍ଟାକୁ କାମରେ ଲଗାଇବା ପାଇଁ ଭଲ ସମୟ ଅଛି କିନ୍ତୁ ଏମିତି କିଛି କାମରେ ପଇସା ଲଗାଇବେ ନହିଁ ଯାହା ବିଷୟରେ ଆପଣ ଜାଣିନଥିବେ । ଅଫିସରେ ନଚାହିଁଲେବି ଆପଣଙ୍କୁ କୌଣସି ପ୍ରକାର ଭାର ଉଠାଇବାକୁ ପଡିବ । କାରୋବାରରେ ଲାଭ ଓ ଚାକିରୀରେ ପ୍ରୋଶ୍ଚାହନ ପ୍ରାପ୍ତ କରିବେ । ଛାତ୍ରଙ୍କ ନିଜ ପଢାରେ ଧ୍ୟାନ ଦେବା ଉଚିତ ।

ଧନୁ :- ଜୀବନରେ କିଛି ଅଟକି ଯାଇଥିବା କାର୍ଯ୍ୟ କାରଣରୁ ଆପଣ ଅଧିକ ଚିନ୍ତିତ ହୋଇପାରନ୍ତି । ଆଜି ପ୍ରପର୍ଟିରେ ମିଳାମିଶା ପ୍ରଭାବ କାରଣରୁ ମଧ୍ୟ ପ୍ରୋଶ୍ଚାହନ ଓ ଆର୍ଥିକ ମାମଲାର ଫାଇଦା ମିଳିବାର ଆଶା ରହିଛି । ଆକସ୍ମିକ ଧନ ଖର୍ଚ କରିବାକୁ ପଡିପାରେ । କାର୍ଯ୍ୟ କ୍ଷେତ୍ରରେ ସକ୍ରିୟତ ବଢାଇବାକୁ ହେବ ।

ମକର :- ପୈତୃକ ସମ୍ପତିରୁ ଲାଭ ହେବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ ଓ ନୂଆ ଭାବନା ସହିତ ଆପଣ କାମ ଆରମ୍ଭ କରିବେ ଯେଉଁଥି ପାଇଁ ଆପଣଙ୍କୁ ଭଲ ଫଳ ପ୍ରାପ୍ତ ହେବ । ପରିବାରରେ ଆଜିର ଦିନ ବହୁତ ଭଲ ରହିବ । ଦିନତି ବହୁତ ଚ୍ୟାଲେଞ୍ଜିଙ୍ଗ ରହିବ କିନ୍ତୁ ଆପଣ ତାର ଷ୍ଟ୍ରଙ୍ଗ ହୋଇ ସାମ୍ନା କରିବେ । ମା ଙ୍କ ଠାରୁ ବହୁତ ସ୍ନେହ ର ଅନୁଭବ ହେବ । ଟିକେ ଧର୍ଯ୍ୟ ରଖିବାର ଆବଶ୍ୟକ ରହିଛି । ସବୁ ସମସ୍ୟାକୁ ସହି ଆଗକୁ ଭଲ ସମୟକୁ ଅପେକ୍ଷା କରନ୍ତୁ ।

କୁମ୍ଭ :- ଆଜି ଘରକୁ ଅତିଥି ମାନଙ୍କର ଆଗମନ ହୋଇପାରେ । ସମ୍ବାଦରେ ଉଗ୍ର ଭାସାର ପ୍ରୟୋଗ କରନ୍ତୁ ନହିଁ । ଆପଣଙ୍କର ବୁଦ୍ଧିମତା ଆପଣଙ୍କୁ ଆପଣଙ୍କ ସାଥିଙ୍କ ସହିତ ଭୁଲ ବୁଝାମଣାକୁ ଦୂର କରିବାରେ ସହାୟକ ହେବ । କୌଣସି ପୁରୁଣା ସମସ୍ୟାକୁ ନେଇ ଅସୁବିଧା ହୋଇପାରେ । ନୂଆ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିପାରିବେ । ଆମଦାନୀରେ ମନ ବାଞ୍ଛିତ ସୁଧାର ହେବାର ସମ୍ଭାବନା ରହିଛି ।

ମୀନ :-ସ୍ଵାସ୍ଥ୍ୟରେ ଲାଭ ହେବ । ସବୁ କାର୍ଯ୍ୟ ମନ ବଳରେ କରିବେ । ଆପଣଙ୍କ ନିଜ ପ୍ରୟାସ ଦ୍ଵାରା ଆପଣଙ୍କୁ ସଫଳତା ମିଳିବ । ଭାଗ୍ୟ ଚମକିବ ଓ ବୁଲିବାକୀ ଯିବାର ସୁଯୋଗ ମିଳିବ । ଆଇ ପରିଶ୍ରମ କିଛି ଅଧିକ କରିବାକୁ ହେବ । ଉତ୍ତମ ବୈବାହିକ ଜୀବନର ପ୍ରାପ୍ତି ହେବ । ମନ ଖୁସି ରହିବ ଓ ନୂଆ ଊର୍ଜା ସହିତ ଆଜି ଦିନତି ବିତାଇବେ । କିନ୍ତୁ ଲୋକଙ୍କ କଥା ଆପଣଙ୍କ ବୈବାହିକ ଜୀବନରେ ଅସୁବିଧା ଉପୁଯାଇପାରେ ।

Leave a Reply

Your email address will not be published. Required fields are marked *