ଘରର ମନ୍ଦିରରେ ଏହି 2 ଟି ଜିନିଷ ରଖିବେ ତ ଘରେ କେବେବି ଦେଖା ଦେବନି ଧନର ଅଭାବ

ଆପଣଙ୍କ ଘର ମନ୍ଦିରରେ ବହୁତ କିଛି ଜିନିଷ ରଖିଥିବେ । କିନ୍ତୁ ଜ୍ୟୋତିଷ ଶାସ୍ତ୍ରର ଅନୁସାରେ ଆଜି ଆମେ ଆପଣକୁ କହିବୁ । କି ସେ ଜିନିଷ ଦୁଇଟି କଣ ଯାହାକୁ ଆପଣ ଘରର ମନ୍ଦିରରେ ରଖିବେ । ତେବେ ଘରଠୁ ଗରିବ ପଣିଆ ସମସ୍ୟା ଓ ବାସ୍ତୁ ଦୋଷ ସବୁବେଳେ ପାଇଁ ଦୂର ହୋଇଯିବ । ଆପଣ ମାନେ ଘର ମନ୍ଦିରରେ ବହୁତ କିଛି ଜିନିଷ ରଖିଥିବେ । କିନ୍ତୁ ଜ୍ୟୋତିଷ ଶାସ୍ତ୍ରର ଅନୁସାରେ ଆଜି ଆମେ ଆପଣଙ୍କୁ କହିବୁ କି ସେ କଣ 2 ଟି ଜିନିଷ ଯାହାକୁ ଯଦି ଘରର ମନ୍ଦିରରେ ରଖିବେ । ତେବେ ଘରଠୁ ଗରିବ ପଣିଆ ସମସ୍ୟା ଓ ବାସ୍ତୁ ଦୋଷ ସବୁବେଳେ ପାଇଁ ଦୂର ହୋଇଯିବ ।

ଘରର ମନ୍ଦିରରେ ରଖନ୍ତୁ ଏହି 2 ଟି ଜିନିଷ :

1- ଶଙ୍ଖ:

ଜ୍ୟୋତିଷ ଶାସ୍ତ୍ରର ଅନୁସାରେ ସବୁ ଘର ବା ମନ୍ଦିରରେ ଶଙ୍ଖ ନିଶ୍ଚୟ ଥିବା ଦରକାର । କାହିଁକି ନା ଶଙ୍ଖ ଥିବାରୁ ଘରେ ବାସ୍ତୁ ଦୋଷ ଆସେନାହିଁ । ଏହାଛଡା ରୋଜଗାରରେ ଓ ଚାକିରିରେ ଭରପୁର ଲାଭ ମିଳିଥାଏ । ଶଙ୍ଖ ଧ୍ୱନି ଘରେ ବାଜିବା ଦ୍ଵାରା ସକାରାତ୍ମକ ଊର୍ଜା ମିଳିଥାଏ । ଏହାକୁ ବଜାଇବା ବ୍ୟକ୍ତିର ଶରୀର ସୁସ୍ଥ ରୁହେ । ଶଙ୍ଖ ବାଜିବା ଦ୍ଵାରା ଭଗବାନ ପ୍ରସନ୍ନ ହୁଅନ୍ତି ଓ ଆଶୀର୍ବାଦ ପ୍ରଦାନ କରନ୍ତି । ପ୍ରତ୍ୟକ ଦିନ ଏହାକୁ ବଜାଇବା ଦ୍ଵାରା ଘରର ବାତାବରଣ ଶୁଦ୍ଧ ହେବା ସହ ମାନସିକ ଶାନ୍ତି ରୁହେନ

2- ମାଳ:

ମନ୍ଦିର ହେଉ ବା ଅଲଗା କେଉଁଠି ହେଉ, କିନ୍ତୁ ମନ୍ତ୍ରର ଯାପ କରିବା ପାଇଁ ମାଳର ବ୍ୟବହାର ହୋଇଥାଏ । ପଣ୍ଡିତଙ୍କ ଅନୁସାରେ ଯଦି ଆମେ ଆମ ଘରେ ମନ୍ଦିରରେ ମାଳ ରଖୁ ତେବେ ସେ ବହୁତ ହିଁ ଶୁଭ ବୋଲି କୁହାଯାଏ । କିଛି ଲୋକ ମାଳକୁ କେଉଁଠି ବି ରଖିଦିଅନ୍ତି କିନ୍ତୁ ଏହା ଭୁଲ ।

ଯଦି ମନ୍ଦିରରେ ରଖିବା, ତେବେ ଘରଠୁ ଦାରିଦ୍ର୍ୟ ସମସ୍ୟା ଦୂର ହୋଇଯିବ ଓ ଘରେ ଖୁସିର ଲହରୀ ଲାଗି ରହିବ । ପରିବାରରରେ ସୁଖ ଶାନ୍ତି ଦେଖା ଦେବ । ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କ ଆତ୍ମା ସୁଧ ହେବ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲିକେକ କରନ୍ତୁ ।

Leave a Reply

Your email address will not be published. Required fields are marked *