ଅନେକ ଥର ଆମେ ଭାବିଥାଉ ଘରେ ଆମେ କେଉଁ ଗଛ ଲଗାଇବା ଯାହା ଦ୍ଵାରା ଶୁଭ ସମୟ ଓ ଶୁଭ ବାତାବରଣର ସମୟ ହେବ । ଯଦି ଆମେ ଏମିତି କିଛି ଗଛ ଲଗାଉଛନ୍ତି ତାହା ସୁଖସାନ୍ତି ଆଣିଥାଏ ତାହା ଦ୍ଵାରା ଘର ପରିବାରରେ ଶାନ୍ତି ରହିଥାଏ ଓ ଆମ ଉପରେ ଦୃଷ୍ଟ ଶକ୍ତିର ଛାୟା ପଡିନଥାଏ । ଏହା ଏଥିପାଇଁ କିଛି ଗଛ ଏମିତି ହୋଇଥାଏ ଘରର କୁ ପ୍ରଭାବକୁ ନଷ୍ଟ କରି ଦେଇଥାଏ । ଆସନ୍ତୁ ଜାଣିବା ସେ କେଉଁ କେଉଁ ଗଛ ଅଛି ଯାହାକୁ ଘରେ କିମ୍ବା ଘର ବାହାରେ ଲଗାଇବା ଉଚିତ ହେବ ।
ଘରେ ତୁଲସୀ ଗଛ ଲଗାଇବା ବହୁତ ଉଚିତ ହୋଇଥାଏ । ତୁଲସୀ ଗଛକୁ ଘରର ଉତ୍ତର ପୂର୍ବ କିମ୍ବା ପୂର୍ବ ଦିଗରେ ଲଗାଇବା ଠିକ ହୋଇଥାଏ । ଏହି ଦିଗରେ ତୁଲସୀ ଗଛ ଲଗାଇବା ଦ୍ଵାରା ଘରେ ଶୁଭ ଶକ୍ତିର ପ୍ରଭାବ ରହିଥାଏ ।ତୁଲସୀ ଗଛକୁ ହିନ୍ଦୁ ଧର୍ମରେ ବହୁତ ମହତ୍ଵ ଦିଆଯାଇଛି । ଏହା ଦ୍ଵାରା ଘରେ ବାଉଁଶ ଗଛ ଲଗାଇବା ଦ୍ଵାରା ଘରେ ସୁଖ ସମୃଦ୍ଧି ଓ ଶୁଭ ଫଳ ମିଳିଥାଏ । ଏହାକୁ ଲଗାଇବା ଦ୍ଵାରା ଘରେ ଥିବା ଅଶୁଭ ଶକ୍ତି ଦୂରେଇ ଯାଇଥାଏ । ଏଥିପାଇଁ ଛୋଟ ବାଉଁଶ ଗଛ ଘରେ ଲଗାଇ ପାରିବେ ।
ଆଉ ଗୋଟେ ଗଛ ହେଉଛି ମନି ପ୍ଳାଣ୍ଟ । ମନି ପ୍ଳାଣ୍ଟକୁ ବହୁତ ମହତ୍ବପୂର୍ଣ ଦିଆଯାଇଛି । ଏହି ଗଛକୁ ପୂର୍ବ ଓ ଉତ୍ତର ଦିଗକୁ ଲଗାଇବା ଦ୍ଵାରା ବହୁତ ଭଲ ହୋଇଥାଏ । ଏହି ଗଛକୁ ଲଗାଇବା ଦ୍ଵାରା ଧାନ ସମ୍ପତି ଦ୍ଵାରା ଜଡିତ ସମସ୍ତ ପ୍ରକାର ସମସ୍ଯା ଦୂର ହୋଇଥାଏ । ଏହା ଦ୍ଵାରା ଘରେ ଆପଣ ଅଶୋକ ଗଛ ମଧ୍ୟ ଲଗାଇ ପାରିବେ । ଯେମିତି ନାମରୁ ଜଣା ପଡୁଛି ଏହା ଶୋକକୁ ଦୂର କରିଥାଏ ଓ ଖୁସି ଆଣିଥାଏ । ଏଥିପାଇଁ ଆପଣ ଏହାକୁ ଘରେ ଲଗାଇ ପାରିବେ ।
କଦଳୀ ଗଛ ବହୁତ ଶୁଭ ବୋଲି କୁହା ଜାଇଥାଏ । କଦଳୀ ଗଛକୁ ଉତ୍ତର ପୂର୍ବ ଦିଗକୁ ଲଗାଇବା ବହୁତ ଶୁଭ ବୋଲି କୁହାଯାଏ । ଗୁରୁବାର ଦିନ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ସହିତ କଦଳୀ ଗଛର ଯଦି ପୂଜା କରିବେ ତେବେ ସବୁ ସମସ୍ୟାର ସମାଧାନ ହେବ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।