ଘରେ ବସି ବି କରିପାରିବେ ଅଧିକ ରୋଜଗାର, ଅନଲାଇନ ଆରମ୍ଭ କରନ୍ତୁ ଆପଣଙ୍କ କାରୋବାର

ଆମେ ଅନଲାଇନ ଦୁନିଆରେ ବଞ୍ଚୁଛେ । ପ୍ରତିଦିନର କାମ ପାଇଁ ବି ଆମେ ଇଣ୍ଟରନେଟ ଉପରେ ନିର୍ଭରଶିଳ ହୋଇଗଲେଣି । ଇଣ୍ଟରନେଟ ରୋଜଗାର କରିବାର ବି ଏକ ବଡ ଏବଂ ମଝବୁତ ମାଧ୍ୟମ ହୋଇଗଲାଣି । ଆଜିକାଲି ଶହେ ନୁହେଁ ବରଂ ଲକ୍ଷ୍ ଲକ୍ଷ ଲୋକ ଘରେ ବସି ଇଣ୍ଟରନେଟରେ ଲକ୍ଷ ଲକ୍ଷ ପଇସା କମାଉଛନ୍ତି । ଇଣ୍ଟରନେଟ ରେ ରୋଜଗାର କରିବାର ସବୁଠାରୁ ବଡ ଫାଇଦା ଏହା କି ଲୋକଙ୍କର ଅଲଗା ପରିଚୟ ବି ସୃଷ୍ଟି ହେଉଛି ।

ଆପଣଙ୍କୁ ଅନଲାଇନ ଟିପ୍ସ ଦେଉଛୁ ଯାହାକୁ ଆପଣ ଘରେ ବସି କରି ପାରିବେ । ଫାଇନାସ ସହିତ ଯୋଡି ହୋଇଥିବା କିଛି କାମ ଅଛି ,ଯାହା ଦ୍ଵାରା ରୋଜଗାର କରିହେବ । ଏଥିରେ ନିଜର ଫାଇନାସ ଠାରୁ ନେଇ ମାର୍କେଟ ଏନାଲିଷ୍ଟ ପର୍ଯ୍ୟନ୍ତ ସାମିଲ ଅଛି ।

ମାର୍କେଟ ରିସର୍ଚ ଏନାଲିଷ୍ଟ

ମାର୍କେଟ ରିସର୍ଚ ଏନାଲିଷ୍ଟ ର କାମ ଅନଲାଇନ କୌଣସି କମ୍ପାନୀ ଠାରୁ ଟାଇଅପ କରି କରାଯାଇ ପାରିବ । ଆପଣଙ୍କୁ କମ୍ପାନୀର ପ୍ରଡ଼କ୍ଟ ,କ୍ୟୁଲିଟି ଏବଂ ଦାମ ରେ ଗ୍ରାହକଙ୍କର ରାୟ ଜାଣି ଡାଟା ଦେବାକୁ ହେବ । କମ୍ପାନୀରୁ ପ୍ରୋଜେକ୍ଟ ନେଇ ଆପଣ ନିଜେ ବା କର୍ମଚାରୀ ମାନଙ୍କ ଦ୍ଵାରା କରିପାରିବେ । ଏଥିପାଇଁ କମ୍ପାନୀ ୨୦ରୁ ୩୦ ହଜାର ଟଙ୍କା ମାସ ହିସାବରେ ଦେଇଥାଏ ।

ପର୍ଶନାଲ ଫାଇନେସ ଏଡବାଇଜର

ଆପଣଙ୍କ ପାଖରେ ଯଦି କମ୍ପୁଟର ଥାଏ ତାହେଲ ଘରେ ହିଁ କମ୍ପାନୀ ପାଇଁ ପ୍ରୋଜେକ୍ଟ ବେସୀସ ରେ କାମ କରି ପାରିବେ । ଏଥିରେ ଆପଣଙ୍କୁ କ୍ଲାଇଣ୍ଡ ସହିତ ଦେଖା କରିବା ,ଟ୍ରାଭଲିଙ୍ଗ କରିବାକୁ ପଡିଥାଏ । ଏହା ସହିତ କ୍ଲାଇଣ୍ଡ ମାନଙ୍କୁ ଫାଇନେସିୟାଲ ଏଡଭାଇଜ ବି ଦେଇ ପାରିବେ । ଏଥିପାଇଁ କିଛି ଫାଇନେସିୟଲ ଫର୍ମସ ଅନଲାଇନ କାମ ଦେଇଥାଏ । ଏଥିରେ ମାସକୁ ୩୦ହଜାର ଟଙ୍କା ରୋଜଗାର ହୋଇ ପାରିବ ।

ଅନଲାଇନ ଆକଊଣ୍ଟେଟ

ଆଜିକାଲି କିଛି କମ୍ପାନୀ ମୌକା ଦେଇଥାଏ କି ତ ସହିତ ଟାଇଅପ କରି ତାଙ୍କ ଆକାଉଣ୍ଟ ସମ୍ଭାଳି ପାରିବେ । ଏଥିପାଇଁ ମାସକୁ ୧୫ରୁ ୨୦ ହଜାର ଟଙ୍କା ମିଳିଥାଏ । ଏଥିପାଇଁ ଆକାଉଣ୍ଟସ ର ସୂଚନା ,ପ୍ରୋଫେସନାଲ ଡିଗ୍ରୀ ଏବଂ ଏକ୍ସପିରୀୟନ୍ସ ନିହାତି ଦରକାର ।

ଗ୍ରାଫିକ ଡିଜାଇନର

ଆଜିକାଲି କେତେବ ମିଡିୟା ହାଉସ ,ଫିଲ୍ମ ଏବଂ ଏଡ ଏଜେନ୍ସି ଅଛନ୍ତି ,ଯେଉଁଠି ଗ୍ରାଫିକ ଡିଜାଇନର ଙ୍କ ଭଲ ଚାହିଦା ଅଛି । ଏଠାରେ ଆପଣ ପ୍ରୋଜେକ୍ଟ ହିସାବରେ କାମ କରି ପାରିବେ । ଏଥିପାଇଁ ୧୦ ରୁ ୧୮ ହଜାର ପର୍ଯ୍ୟନ୍ତ ଟଙ୍କା କମାଇ ପାରିବେ ।

ସଫ୍ଟୱେୟର ଡେବଲପର୍ସ

ନୂଆ ଫିଚର୍ସ ର ଫୋନ ,କମ୍ପ୍ୟୁଟର ,ଲ୍ୟାପଟପ ,ଟ୍ୟାବ ଲଗାତାର ଲଞ୍ଚ ହେଉଛି । ଏମିତିରେ ନୂଆ ଆପ ଏବଂ ସଫ୍ଟୱେୟର ଡେବଲପର୍ସ ର କାମ ଚାହିଦାର ଅଛି । କିଛି କମ୍ପାନୀ ଏମିତି ପ୍ରୋଜେକ୍ଟ ଦେଇଥାନ୍ତି । mokriyaa.com ଏଥି ମଧ୍ୟରୁ ଏକ ଏମିତି କମ୍ପାନୀ । ଏହି ଜରିଆରେ ଆପଣ ପ୍ରତି ମାସରେ ୨୦ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ କମାଇ ପାରିବେ ।

Leave a Reply

Your email address will not be published. Required fields are marked *