ଏବେ ଘରେ ବସି ମିଳିବ ଡିଜେଲ, ବାସ ମୋବାଇଲ ଫୋନରେ କରିବାକୁ ହେବ ଏହି କାମ

ଡିଜେଲ ନେବା ପାଇଁ ଏବେ ଆପଣଙ୍କୁ ପେଟ୍ରୋଲ ପମ୍ପର ତଲାସରେ ଧକ୍କା ଖାଇବାକୁ ହେବ ନାହିଁ । ଖାଲି ଏକ ମୋବାଇଲ ଆପରେ ଅଡ଼ର୍ସ କରନ୍ତୁ ଏବଂ କିଛି ସମୟରେ ଡିଜେଲ ଆପଣଙ୍କ ଘରେ ପହଞ୍ଚି ଜୀବ । ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ହୋଟେଲ ,ହସ୍ପିଟାଲ ଏବଂ ହାଉସିଂ ସୋସାଇଟ ଶୀଘ୍ର ହିଁ ନିଜ ଗାରେ ଡିଜେଲ ର ଡେଲିଭରି ପାଇ ପାରିବେ । ଏଥିପାଇଁ ‘ହମସଫର’ ନାମର ମୋବାଇଲ ଆପ ଲଞ୍ଚ କରାଯାଇଛି । ଶ୍ରମ ମନ୍ତ୍ରୀ ସନ୍ତୋଷ ଗଂଗବାର ଏହି ଆପ ଲଞ୍ଚ କରିଛନ୍ତି ।

ଏହି ମୌକାରେ ସେମାନେ କହିଛନ୍ତି କି ତେଲ ଏବଂ ଗ୍ୟାସ କ୍ଷେତ୍ର ଦେଶ ପାଇଁ ରଣନୀତିକ ରୂପରେ ମହତ୍ଵପୂର୍ଣ ତିଆରି ହୋଇଛି ଏବଂ ଏହି ନୂଆ ପରିବର୍ତନ ଆଣିବା ପାଇଁ ପ୍ରସ୍ତୁତି ହୋଇଛି ।

ହମସଫର ଭଳି ଆଧୁନିକ ଉତ୍ପାଦନର ବିଚାର ନୂଆ ଆଧୁନିକ ଉତ୍ପାଦନ ଆଣିବ ଏବଂ ଏହି ରୋଜଗାର ସୁଜନ ରେ ବି ସାହାଜ୍ଯ ହେବ । ଏଥିରେ ଅର୍ଥବ୍ୟବସ୍ଥା ସହିତ ଡିଜେଲର ବିଶେଷ ଉତ୍ପାଦନ କାରୀ ଗ୍ରାହହଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିବ । ଆପର ଉପଯୋଗ ହାଉସିଂ ସୋସାଇଟ ,ହୋଟେଲ ,ମଲ ,ନିର୍ମାଣ ସ୍ଥଳ ଡିଜେଲ ଡେଲିଭରି ପାଇଁ କରି ପାରିବେ । ଏହି ସୁବିଧା ଗୁରୁଗ୍ରାମ ,ଗଜିୟାବାଦ ,ନୋଏଡା ,ଫରିଦାବାଦ ,ହାପୁଡ ,କୁଣ୍ଡଳି ,ମାଣେସର ରେ ଉପଲବ୍ଧି ହେବ ।

ହମସଫର ର ନିର୍ଦେଶକ ଏବଂ ସଂସ୍ଥାପକ ସାନୟା ଗୋୟଲ କହିଛନ୍ତି କି ଏହି ସେବା ଆରମ୍ଭ କରିବାର ଉଦେଶ୍ୟ ହୋଟେଲ ,ହାଉସିଂ ସୋସାଇଟ ପରି ଡିଜେଲର ବଡ କିଣିବା ଲୋକକୁ ଇନ୍ଧନ ବିନା କୌଣସି ବାଧାରେ ତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଛନ୍ତି । ଏଥିରେ ଇନ୍ଧନର ପରିବହନର ଅସୁରକ୍ଷିତ ଗତିବିଧି ଶେଷ ହେବ ଏବଂ ହମସଫର ଡେଲିଭରି ଜରିଆରେ ସୁରକ୍ଷିତ ପରିବହନ ବ୍ୟବସ୍ଥା ନିଶ୍ଚିନ୍ତ ହେବ । ହମସଫର ପାଖରେ ୧୨ ଟ୍ୟାଙ୍କର ଅଛି । ଏହାର କ୍ଷମତା ଚାରି ହଜାର ରୁ ଛଅ ହଜାର ଲିଟର ର ଅଟେ । ଏହି ଟ୍ୟାଙ୍କର ର ଟିମ ଛଡା ହମସଫର ପାଖରେ ୩୫ ଲୋକଙ୍କର ଏକ ଅନୁଭବି ଟିମ କରାଯାଇଛି ।

Leave a Reply

Your email address will not be published. Required fields are marked *