କରୋନା ସମୟରେ ଘରେ ବସି Immunity ବଢେଇବାର ସବୁଠୁ ସହଜ ଉପାୟ- Health Tips

କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି ଯାହା କାରଣରୁ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହବା ସହ ବହୁତ ଲୋକଙ୍କ ଜୀବନ ମଧ୍ୟ ଯାଇଛି, ତେବେ କିଛି ଦିନ ପାଇଁ ଏହା କିଛି କମି ଯାଇଥିଲା କିନ୍ତୁ ବର୍ତମାନ କରୋନା ଆହୁରି ଶକ୍ତିଶାଳୀ ହବାକୁ ଲାଗିଛି, ତେବେ କୋରୋନା ଏବେ ଦୁଇ ଗୁଣ ଅଧିକ ଶକ୍ତିଶାଳୀ ହୋଇ ଯାଇଛି ଆଉ ଏହାକୁ ହରାଇବା ପାଇଁ ଆମ ଶରୀରକୁ ଅଧିକ ମାତ୍ରାରେ ରୋଗ ପ୍ରତି ରୋଧକ କ୍ଷମତା ଆବ ଶ୍ୟକ ଅଟେ । କଣ ଆପଣ ଏହା ଜାଣିଛନ୍ତି ଯେ ଆମ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢାଇବା ପାଇଁ ଆମକୁ କଣ ସେବନ କରିବା ଉଚିତ ହୋଇଥାଏ, ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ବିସ୍ତାର ସହ ଜାଣିବା ।

୧. ଫଳ ରସ :

ଆପଣ ମାନେ ଜାଣିଛନ୍ତି ଯେ କଞ୍ଚା ଜିନିଷ ଆମ ପାଇଁ ବହୁତ ଲାଭକାରୀ ହୋଇଥାଏ କିନ୍ତୁ ଆଜିକା ସମୟରେ ଲୋକ କେବଳ ରନ୍ଧା ରୋଷେଇ ଖାଇବା ପସନ୍ଦ କରିଥାନ୍ତି ଯାହା ଫଳ ସ୍ୱରୂପ ତାଙ୍କୁ ବହୁତ ପ୍ରକାର ପେଟ ସମସ୍ଯା ହୋଇଥାଏ, ତେବେ ଲୋକଙ୍କ ପାଣି ପିବା ମଧ୍ୟ କମ ହୋଇଥାଏ ଯାହା ଦ୍ଵାରା ତାଙ୍କ ପାଚନ ଶକ୍ତି କମି ଯାଇଥାଏ । ତେବେ ଆପଣଙ୍କୁ କରୋନା ଠାରୁ ଲଢିବା ପାଇଁ ଗୋଟେ ଚାମଚ ଲେମ୍ବୁ ରସ ସେଥିରେ ଗୋଟେ କପ ପାଇନଆପଲ ରସ ପକାଇ ଦିଅନ୍ତୁ ଏହା ପରେ ଗୋଟେ କପ ଆମ୍ବ ରସ ପକାଇ ଏହାକୁ ଦିନକୁ ଥରେ ଗୋଟେ ମାସ ସେବନ କରନ୍ତୁ ।

୨. ଦହି :

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଦହି ଆମ ପାଚନ ତନ୍ତ୍ର ପାଇଁ ବହୁତ ଲାଭକାରୀ ହୋଇଥାଏ ତେବେ ଦହି କୁ ଆପଣ ମାନେ ଥଣ୍ଡା ଦିନ ବା ବର୍ଷା ଦିନରେ ସେବନ କରିବା ଉଚିତ ନୁହ । ଏହା ଛଡା ଦହି ରାତିରେ ବି ସେବନ କରିବା ଉଚିତ ନୁହ କାହିଁକିନା ଦହି ଥଣ୍ଡା ହୋଇଥାଏ ସେଥିପାଇଁ ଏହାକୁ ସକାଳେ ନଚେତ ଦୁଇପହରରେ ବ୍ୟବହାର କରିବା ଉଚିତ । ଦହିରେ ଗୋଟେ ଚାମଚ ମହୁ ମିଶାଇ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ମିଳିବ ଆଉ ସବୁବେଳେ ଫ୍ରେସ ଦହି ସେବନ କରିବେ ।

୩. ଅଦା ଚା :

ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ ଅଦା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ ତେବେ ଗୋଟେ କପ ପାଣିରେ ଅଧା ଇଞ୍ଚ ଅଦା ପକାଇ ତାକୁ ଭଲ ଭାବରେ ଫୁଟାଇ ନିଅନ୍ତୁ ଏଥିରେ ଟିକେ ଡାଲଚିନୀ ପାଉଡର ପକାନ୍ତୁ ଏହା ପରେ ଭଲ ଭାବରେ ଫୁଟାଇ ଦିଅନ୍ତୁ । ତେବେ ପିବା ଆଗରୁ ଏଥିରେ ଅଧ ଚାମଚ ଲେମ୍ବୁ ରସ ପକାନ୍ତୁ, ଏହି ଚା ଆପଣ ଦିନକୁ ଦୁଇ ଥର ସେବନ କରନ୍ତୁ ଦେଖିବେ ଆପଣଙ୍କ ରୋଗ ପ୍ରତି ରୋଧକ କ୍ଷୟମତା ଡିଆଙ୍କୁ ଦିନ ବଢି ବଢି ଜୀବ ।

Leave a Reply

Your email address will not be published. Required fields are marked *