ଘରେ ଚୁପଚାପ ଏହିଠାରେ ଜଳାଇ ଦିଅନ୍ତୁ ଏକ ଲବଙ୍ଗ, ରାତାରତି ହୋଇଯିବେ କୋଟିପତି

ବନ୍ଧୁଗଣ ଜୀବନରେ କିଛି ମୋଡ ରେ ଆସି ଆମକୁ ଏହା ଲାଗିଥାଏ କି ନିଜ ପରିଶ୍ରମ ଅନୁସାରେ ଫଳ ମିଳୁନାହିନ । ଆଜି ଆମେ ଲବଙ୍ଗ ର କିଛି ଉପାୟ ବିଷୟରେ ଆଲୋଚନା କରିବା ଯାହାକୁ ରଖିବା ଦ୍ଵାରା ଆପଣଙ୍କ ଘରେ ଧନ ର ବର୍ଷା ହେବ । ପରିଶ୍ରମ ତ କରିବାକୁ ପଡିବ କିନ୍ତୁ ଆପଣଙ୍କର ପରିଶ୍ରମ ର ପୁରା ଫଳ ମଧ୍ୟ ମିଳିବ । ଯଦି ଆପଣ ନିଜ ପାଇଁ ଭଲ କରିବାକୁ ଚହୁଁଛନ୍ତି ଓ ଆପଣଙ୍କର କିଛି କାମ ଅଟକି ରହିଥାଏ ତେବେ ଆଜି ଆମେ ଲବଙ୍ଗ ର ଏକ ଚମତ୍କାରୀ ଉପାୟ ବିଷୟରେ ଆଲୋଚନା କରିବା ଯାହା ଦ୍ଵାରା ଆପଣ ଙ୍କୁ ଆପଣଙ୍କ ସବୁ କଷ୍ଟ ରୁ ମୁକ୍ତି ମିଳିବ ।

ସାଥିରେ ଯଦି ଘରେ ଧନ ର କମି ରହିଥିବା ତେବେ ତାହା ମଧ୍ୟ ଦୂର ହୋଇଯିବ ।  ଲବଙ୍ଗ ନିଜ ଭାଗ୍ୟଖାନା ରେ ଏକ ଖାସ ଜାଗା ରଖିଥାଏ ଯାହାର ଉପଯୋଗ ଦ୍ଵାରା ଖାଦ୍ୟ ରେ ସ୍ଵାଦ ସହ କିଛି ଜରୁର ଗୁଣ ଯୋଡି ହୋଇରହିଥାଏ ।

ଲବଙ୍ଗ କେବଳ ଏକ ଔଷଧୀ ନୁହେଁ ତଥା କେତେ ସାରା ଅସୁବିଧା ମଧ୍ୟ ଦୂର କରିଥାଏ । ଯଦି ଆପଣଙ୍କ ର କୌଣସି କାମ ଯାହାକୁ ଆପଣ ବହୁତ ଦିନ ହେଲା କରୁଛନ୍ତି ଓ ତାହା ବହୁତ ଦିନରୁ ଅଟକିକି ରହିଛି ବା ଆପଣଙ୍କୁ ସେହି କାର୍ଯ୍ୟ କଲାବେଳେ କୌଣସି ବାଧା ଆସୁଛି ତେବେ ଆପଣ ଏହି ଉପାୟ ନିଶାଚୟ କରନ୍ତୁ । ଆପଣଙ୍କୁ ପୂଜା ରେ ଏକ କର୍ପୁର ଓ ଲବଙ୍ଗ ନିଅନ୍ତୁ ଏବଂ ପୂଜା କରିବା ବେଳେ ଲବଙ୍ଗ ଓ କର୍ପୁର କୁ ଏକା ସାଥିରେ ଜଳନ୍ତୁ ।

ଏହା କରିବା ଦ୍ଵାରା ଆପଣଙ୍କର ବିଗିଡି ଯାଇଥିବା ସବୁ କାମ ପୁଣି ଆରମ୍ବ ହେବାକୁ ଲାଗିବ । ଓ ଆପଣଙ୍କ ଘରକୁ ଧନ ଆସିବା ଆରମ୍ଭ ହୋଇଯିବ । ଯଦି ଆପଣ ଧନ କମି ଯୋଗୁଁ ଚିନ୍ତିତ ଅଛନ୍ତି ବା ଆପଣଙ୍କ ଉପରେ ବହୁତ ସାରା କର୍ଜ ହୋଇଗଲନି ତେବେ କର୍ଜ ପାଇଁ ଏକ ବିଶେଷ ଉପାୟ ରହିଛି । ଏହା କରିବା ଦ୍ଵାରା ଆପଣଙ୍କ କର୍ଜ ସୁଝି ଯାଇଥାଏ । ଶନିବାର ଦିନ ପାଞ୍ଚଟି ଲବଙ୍ଗ ନେଇ କୌଣସି ଏକ ଶୁନଶାନ ଜାଗାରେ ଚାରିଟି ଲବଙ୍ଗ କୁ ଚାରି ଦିଗରେ ଫୋପାଡି ଦିଅନ୍ତୁ ।

ଏବଂ ଶେଷ ଲବଙ୍ଗ ଟିକୁ ନିଜ ମୁଣ୍ଡ ଉପର ଦିଗକୁ ଫୋପାଡି ଦିଅନ୍ତୁ । ଏବଂ ଏହା ପରେ ଘରକୁ ଫେରି ଆସନ୍ତୁ । ଏହି କଥାର ଧ୍ୟାନ ରଖନ୍ତୁ ଯେଉଁଠି ଆପଣ ଶେଷ ଲବଙ୍ଗ ଟିକୁ ଫୋପଡିଛନ୍ତି ସେହି ଆଡକୁ ଫେରିକି ଦେଖନ୍ତୁ ନାହିଁ । ଏହି କଥାକୁ କାହା ଆଗରେ ପ୍ରକାଶ ମଧ୍ୟ କରନ୍ତୁ ନାହିଁ । ଲବଙ୍ଗ ର ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଉପରୁ କର୍ଜ ଓ ଧନ ସମ୍ବନ୍ଧିତ ସବୁ ସମସ୍ଯା ସମାପ୍ତ ହୋଇଯିବ । ଏହି ସବୁ ଉପାୟ ଆପଣାଇବା ଦ୍ଵାରା ଆପଣଙ୍କ ଜୀବନ ରୁ କଷ୍ଟ ଦୂର ହୋଇ ସୁଖମୟ ହୋଇଯିବ ।

Leave a Reply

Your email address will not be published. Required fields are marked *