ଘରେ ଲେମ୍ବୁ ଗଛ ଲଗାଇବା ଶୁଭ ହୋଇଥାଏ ବା ଅଶୁଭ, ଜାଣନ୍ତୁ

ତେବେ ଆଗ କାଳରେ ଲୋକଙ୍କୁ ବାସ୍ତୁ ଶାସ୍ତ୍ର ବିଷୟରେ ବହୁତ କିଛି ଜଣା ନଥିଲା ସେଥିପାଇଁ ବଡ ଲୋକଙ୍କ କଥା ଅନୁଯାଇ ସବୁ କାର୍ଯ୍ୟ କରା ଯାଉଥିଲା କିନ୍ତୁ ତା ପରେ ଜ୍ଯୋତିଷ ଶାସ୍ତ୍ର ସହ ବାସ୍ତୁ ଶାସ୍ତ୍ର ବିଷୟରେ ମଧ୍ୟ ଗ୍ରନ୍ଥରେ ଜଣା ପଡିଲା ତେବେ ଗଛ ଲଗାଇବା ବହୁତ ଶୁଭ ହୋଇଥାଏ କିନ୍ତୁ କିଛି ଗଛ ଏମିତି ହୋଇଥାନ୍ତି ଯାହାକୁ ଲଗାଇବା ଦ୍ଵାରା ଆପଣଙ୍କ ଘରେ ସବୁ କିଛି ଓଲଟା ହୋଇଥାଏ ଓ ଆପଣଙ୍କୁ ବହୁତ ସମସ୍ଯା ସାମ୍ନା କରିବାକୁ ପଡିଥାଏ ।

ତେବେ ଆଜି ଆମେ ଆପାନଙ୍କୁ ବାସ୍ତୁ ଶାସ୍ତ୍ର ଅନୁଯାଇ କହିବାକୁ ଯାଉଛୁ ଯେ ଲେମ୍ବୁ ଗଛ ଘରେ ଲଗାଇବା ଶୁଭ ହୋଇଥାଏ ବା ଅଶୁଭ ।

Image Courtesy: Google

ଆଗ କାଳ ଲୋକମାନେ ଏହା ମାନ୍ୟତା ରଖୁଥିଲେ ଯେ ଲେମ୍ବୁ ଗଛ ବା ଗୋଲାପ ଗଛ ଯେ କୌଣସି କଣ୍ଟା ଗଛ ଘରେ ଲଗାଇବା ଶୁଭ ନୁହ କିନ୍ତୁ ବାସ୍ତୁ ଶାସ୍ତ୍ର ଏହି ଭାବନାକୁ ବଦଳି ରଖିଦେଲା । ବାସ୍ତୁ ଶାସ୍ତ୍ର ଅନୁଯାଇ ଏମିତି କିଛି କଣ୍ଟା ଗଛ ଅଛି ଯାହା ଘରେ ଲଗାଇବା ଶୁଭ ହୋଇଥାଏ, ତେବେ ଲେମ୍ବୁ ସେଥିରେ ପ୍ରଥମ ଅଟେ କାହିଁକିନା ଆପାନ ମଧ୍ୟ ଦେଖିଥିବେ କୌଣସି ଭଲ କାମ ପାଇଁ ଲେମ୍ବ ଲଙ୍କା ବ୍ୟବହାର କରା ଯାଇଥାଏ ଯାହା ଦ୍ଵାରା ନକାରାତ୍ମକ ଶକ୍ତି ବା ଊର୍ଜା ଆପାନଙ୍କ ଘରେ କୌଣସି ପ୍ରକାର ପ୍ରଭାବ ପକାଇ ପାରନ୍ତୁ ନାହିଁ ।

Image Courtesy: Google

ତେବେ ଲେମ୍ବୁ ବହୁତ ପ୍ରକାର କାର୍ଯ୍ୟରେ ବ୍ୟବହାର କରା ଯାଇଥାଏ ଯେମିତି କି କାହା ସ୍ୱାସ୍ଥ୍ୟ ବହୁତ ଖରାପ ଅଛି ଓ କୌଣସି ପ୍ରକାର ଔଷଧ ଦ୍ଵାରା ତାଙ୍କ ଦେହ ଭଲ ହେଉ ନାହିଁ, ତେବେ ଗୋଟେ ଲେମ୍ବୁ ନିଅନ୍ତୁ ଓ ତା ଉପରେ ୩୦୭ ଲେଖି ରୋଗୀ ଉପରେ ଓଲଟା ୭ଥର ବୁଲାଇ ଆଣନ୍ତୁ ଓ ଲେମ୍ବୁ ଗଛ ମୂଳରେ ପକାଇ ଦିଅନ୍ତୁ ଦେଖିବେ ରୋଗୀ ଧୀରେ ଧୀରେ ସ୍ଵସ୍ଥ ହବାକୁ ଲାଗିବେ । ଯଦି କାହାକୁ ରାତିରେ ଭୟଙ୍କର ସପନ ଆସୁଛି ଓ ସେ ଡଋ ଯାଉଛନ୍ତି ତେବେ ଆପଣ ପ୍ରତିଦିନ ଗୋଟେ କଞ୍ଚା ସବୁଜ ଲେମ୍ବୁ ନିଜ ତକିଆ ତଳେ ରଖି ସୁନାଟୁ ଏମିତି ୫ ଦିନ କଲେ ଆପାନାଙ୍କ ସବୁ ଖରାପ ସପନ ଦୂର ହୋଇଥାଏ ।

Image Courtesy: Google

ତେବେ ଭୁଲରେ ବି ଲେମ୍ବୁ ଗଛ ଘର ମୁଖ୍ୟ କବାଟ ସାମ୍ନାରେ ଲଗାଇବା ଉଚିତ ନୁହ, ଲେମ୍ବୁ ଗଛ ଶୁଭ ହୋଇଥାଏ କିନ୍ତୁ ବାସ୍ତୁ ଅନୁଯାଇ ଏହାକୁ ଘର ସାମ୍ନାରେ ବା ଘର ଅଗଣାରେ ଲଗାଇବା ଉଚିତ ନୁହ ଯଦି ଆପାନ ଲଗାଇ ଦେଇଛନ୍ତି ଓ ଗଛ ବଡ ହୋଇଯାଇଛି ତେବେ ତା ଚାରି କଡ ତୁଳସୀ ଗଛ ଲଗାନ୍ତୁ ଯାହା ଦ୍ଵାରା ଆପଣଙ୍କ ଘରେ କୌଣସି ଅଣିଷ୍ଠ ନ ହେଉ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *