ଘରେ ରହୁ ନାହିଁ ପଇସା ତ ବାସ ଗୋଟେ ଲବଙ୍ଗ, ତ ପରେ ଦେଖନ୍ତୁ ଚମତ୍କାର

ପ୍ରତେକ ବ୍ଯକ୍ତିର ଇଛା ହୋଇଥାଏ ଜୀବନରେ ବହୁତ ଖୁସି ଓ ଧନ ଆସୁ, ଘର ଗାଡି ହଉ । ଆଜି ଆମେ ଆଲୋଚନା କରିବା ଯେତିକି ଆୟ କରୁଛି ତାର ବୃଦ୍ଧି ପାଇଁ ଗୋଟିଏ ଛୋଟ ଉପାୟ କରିବା । ବାହିତ ବାର ଏମିତି ହୋଇଥାଏ ଆପଣ ପରିଶ୍ରମ କରି ପଇସା କମାଇ ଥାନ୍ତି କିନ୍ତୁ ପଇସା ରହିନଥାଏ । ବହୁତ ଲୋକ ଏମିତି ମଧ୍ୟ ଥାନ୍ତି ପରିଶ୍ରମ କରି ବହୁତ ସାରା ପଇସା ମଧ୍ୟ ଆୟ କରିଥାନ୍ତି । ସୁଖମୟ ଜୀବନ ଭଲ ସ୍ୱାସ୍ଥ୍ୟ ସମସ୍ତଙ୍କର ଇଛା ଥାଏ ।


ଆଜି ଆମେ ଜାଣିବା ଏହିସବୁ ଜିନିଷକୁ କେମିତି ବହୁତ ଭଲରେ କରିବା । କୁହାଯାଏ ଯେ ପର୍ଯ୍ୟନ୍ତ କର୍ମ କରିବେ ନହିଁ ସେ ପର୍ଯ୍ୟନ୍ତ ଫଳ ମିଳିବ ନହିଁ । ଆଜି ଆମେ ଆପଣଙ୍କୁ ଧାର୍ମିକ କାର୍ଯ୍ୟ ବତେଇବୁ । ଆପଣଙ୍କ ଜୀବନରେ ଯେଉଁ ଧନର ଚିନ୍ତା ରହିଛି ତାକୁ ଦୂର କରିବା ପାଇଁ । ଆପଣ ଚାକିରି କରିଛନ୍ତି ଆଉ ସେଥିରେ ପ୍ରମୋଶନ ମିଳୁନି, ଆପଣ ବିଜନେସ କରୁଛନ୍ତି ସେଥିଲେ ଲାଭ ମିଳୁନି,  ଟଙ୍କା ରଖିଲେ ମଧ୍ୟ ରହୁ ନହିଁ । ତେବେ ଶେଥି ପାଇଁ ଗୋଟେ ଛୋଟ ପ୍ରୟୋଗ କରିବାକୁ ହେବ ଯେବେ ମନରେ ବିଶ୍ଵାସ ଆସିବ କିଛି ପୂଜା ବ ଉପାୟ କରିବାର ସେବେ ଯାଇ କରିବେ ।


ଆଜି ଆମେ ଦୁଇଟି ପ୍ରୟୋଗ ବିଷୟରେ କହିବୁ । ଗୋଟେ ହେଲା ଧନର ବୃଦ୍ଧି ଅନ୍ଯଟି ମନ ଯାହା ଚାହିଁବ ସବୁ ପାଇବା ପାଇଁ । ଆସନ୍ତୁ ଜାଣିବା ଧନର ବୃଦ୍ଧି ପାଇଁ ଆପଣ ଗୋଟେ ଭଲ ଲବଙ୍ଗ ନିଅନ୍ତି ଓ ଆଉ ଗୋଟେ ଛୋଟ ଲାଲ ରଙ୍ଗର କପଡାରେ ଲବଙ୍ଗକୁ ରଖୀ ମା ଲକ୍ଷ୍ମୀଙ୍କୁ ଅର୍ପିତ କରନ୍ତୁ । ମା ଲକ୍ଷ୍ମୀଙ୍କୁ ପ୍ରଣାମ କରି ନିଜ ମନ କଥା କୁହନ୍ତୁ ଓ ସେ ଲବଙ୍ଗ ରଖିଥିବା କପଡାରେ ଗୋଟିଏ ଗଣ୍ଠି ପକାନ୍ତୁ । ଏହାକୁ ମା ଲକ୍ଷ୍ମୀଙ୍କ ନାମରେ ଧନ ତିଯୋରୀରେ ରଖନ୍ତୁ । ଧନର ସମସ୍ଯା ଦୂର ହେବ । ଧୀରେ ଧୀରେ ଦେଖିବେ ଆପଣଙ୍କ ଜୀବନରେ ଯାହା ସବୁ ଚିନ୍ତା ଦୂର ହୋଇଯିବ । ଧନ ଆସିବାକୁ ଲାଗିବ ଓ ଧନର ବୃଦ୍ଧି ହେବ ।


ଆଉ ଗୋଟେ ଛୋଟ ପ୍ରୟୋଗ ଆପଣ ଯାହା ଚହୁଁଛନ୍ତି ତାକୁ ପାଇବା ପାଇଁ । ଏହି ପ୍ରୟୋଗ ଆପଣ କୌଣସିବି ଦିନରେ କରିପାରିବେ ଗୋଟିଏ ପାନ ପତ୍ର ନିଅନ୍ତୁ ଓ ଦୁଇଟି ପୁରାବାଲା ଲବଙ୍ଗ ନିଅନ୍ତୁ । ପାନ ପତ୍ରକୁ ଓଲଟା କରି ତା ଉପରେ ଦୁଇଟି ଲବଙ୍ଗ ରଖି ବହୁଥିବା ପାଣିରେ ଭସାଇଦେବା ଉଚିତ । ଆଉ କାମନା କରନ୍ତୁ ତୁମର ସବୁ ଦୁଃଖ ଓ ଚିନ୍ତା ଏହି ପାନ ସାଥିରେ ବହିଯାଉ । ଆଉ ପଛକୁ ବୁଲିକି ଦେଖନ୍ତୁ ନହିଁ ।ଆଉ ନିଜ ଘରକୁ ଫେରି ଆସନ୍ତୁ ।

Leave a Reply

Your email address will not be published. Required fields are marked *