ଘରେ ପ୍ରତ୍ୟକ ଦିନ କରନ୍ତୁ ଏହି ଉପାୟ, ଦୂରେଇ ରହିବ ଦାରିଦ୍ର୍ଯ- Krishna Vani

ସଂସାରରେ ପ୍ରାତଃ ଲୋକ ଭାଗ୍ୟ ଉପରେ ଭରସା କରନ୍ତି, ତେବେ ଭାଗ୍ୟ ଉପରେ ଭରାଶା କରି ପରିଶ୍ରମ ନକରିବା ଉଚିତ ନୁହ । ଜୀବନରେ ଯାହା ହେଲେ ମଧ୍ୟ ଆପଣଙ୍କୁ ପରିଶ୍ରମ କରିବା ଉଚିତ । ଆଜି ଆମେ ଆପାନଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ଘର ଦରିଦ୍ରତା ଓ ଦୁଃଖ ଦୂର ହୋଇଥାଏ ।

ତେବେ କେବଳ ଏହି ଟୋଟକା ଉପରେ ଭରସା କରି ନିଜ କାମ ବନ୍ଦ କରନ୍ତୁ ନାହିଁ ଭାଗ୍ୟରେ ଥିବା ଜିନିଷ ପାଇବା ପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ହବ, ତେବେ ଆସନ୍ତୁ ଜାଣିବା କେଉଁ ଉପାୟ କରିବା ଉଚିତ ।

Image Courtesy: Google

୧. ସକାଳେ ଆଖି ଖୋଲିବା ପରେ ପ୍ରଥମ ଜିନିଷ ନିଜ ହାତ ଦେଖନ୍ତୁ ଓ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ,

କରାଗ୍ରେ ବାସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ଵତୀ ।

କରମୂଲେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନ ॥

୨. ପ୍ରତିଦିନ ସକାଳେ ଉଠି ନିତ୍ୟକର୍ମ ସାରି ସ୍ନାନ ଇତ୍ୟାଦି କରି ଭଗବାନ ଆଗରେ ମୁଣ୍ଡ ନୂଆଇ ପୂଜା କରିବା, ଧୂପ ଦୀପ ଇତ୍ୟାଦି ଦେଇ ପୂଜା କରିବା ଉଚିତ ।

Image Courtesy: Google

୩. ତେବେ ପ୍ରତିଦିନ ଭଗାବାନଙ୍କ ପୂଜା ସାରିବା ପରେ ନିଜ ଇକ୍ଟ ଦେବ ଓ ପୂର୍ବ ପୁରୁଷଙ୍କୁ ପୂଜା କରିବା ବହୁତ ଆବଶ୍ୟକ ଅଟେ କାହିଁକିନା ପିତୃ ସନ୍ତୁଷ୍ଠ ରହିଲେ ଆପଣଙ୍କ ସମୟ ବହୁତ ଭଲ ଚାଲିଥାଏ ।

୪. କୌଣସି ସମୟରେ ଯଦି ଆପଣ ରୁଟି କରୁଛନ୍ତି ତେବେ ପ୍ରଥମ ରୁଟି ଗାଇକୁ ଦବା ଉଚିତ ଅଟେ କୁହା ଯାଏ ଗାଇକୁ ରୁଟି ଦବା ଦ୍ଵାରା ୩୬କୋଟି ଦେବୀ ଦେବତା ଗାଈ ଶରୀରରେ ବାସ କରନ୍ତି ସେଥିପାଇଁ ଗାଇକୁ ରୁଟି ଦିଅନ୍ତୁ ।

୫. କେବେ ବି ଝାଡୁ ବା ପୋଛା ରାତିରେ କରନ୍ତୁ ନାହିଁ ବା ଦିନରେ ମଧ୍ୟ ନୁହ ସବୁବେଳେ ଘରେ ଝାଡୁ ସକାଳେ କରନ୍ତୁ ନଚେତ ଅଲଗା ସମୟରେ କଲେ ଆପଣଙ୍କ ଘରୁ ଦରିଦ୍ରତା ଯିବା ବଦଳରେ ଆସିଥାଏ ।

Image Courtesy: Google

୬. ଯଦି ଆପଣଙ୍କ ଜୀବନରେ କୌଣସି ଆର୍ଥିକ ସମସ୍ଯା ଅଛି ତେବେ ଘର ପାଖରେ ଯଦି କୌଣସି ପାଣି ଜାଗା ଅଛି ଯେଉଁଠି ମାଛ ଅଛନ୍ତି ତେବେ ମାଛକୁ ଅଟା ଗୁଳା କରି ଖାଇବାକୁ ଦିଅନ୍ତୁ । ଆପଣଙ୍କ ଆର୍ଥିକ ସମସ୍ଯା ଦୂର ହବ ।

୭. ଯଦି ଆପଣଙ୍କ ବହୁତ ପରିଶ୍ରମ ପରେ ମଧ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତ ହେଉ ନାହିଁ ତେବେ ଆପଣଙ୍କୁ କଳା ପିମ୍ପୁଡି ମାନଙ୍କୁ ଚିନୀ ଖାଇବା ପାଇଁ ଦିଅନ୍ତୁ, ଆପଣଙ୍କ ସମୟ ଭଲ କରିବା ପାଇଁ ଆପଣଙ୍କୁ ପରିଶ୍ରମ କରୁଥିବା ବହୁତ ଆବଶ୍ୟକ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *