GK- କେଉଁ ରାଜା ନିଜ ମା ଙ୍କ ସହ କରିଥିଲେ ବିବାହ ? ଏହା ସହ ଆହୁରି 20+ GK Quiz

ନମସ୍କାର ବନ୍ଧୁଗଣ । ସାଧାରଣ ଜ୍ଞାନ ମଣିଷ ଜୀବନରେ ଜ୍ଞାନର ପରିମାଣକୁ ବୃଦ୍ଧି କରିଥାଏ । ଏହା ରାଜନୈତିକ ,ସାମାଜିକ ,ବ୍ୟାପାର ଓ ବାଣିଜ୍ୟ କ୍ଷେତ୍ରରେ ଆମକୁ ଆବଶ୍ୟକ ହୁଏ । ତେଣୁ ସମସ୍ତେ ଲୋକେ ଏହାକୁ ଜାଣିବା ଉଚିତ୍ । ବିଦ୍ୟାଳୟରେ ପାଠ ପଢୁଥିବା ପିଲାମାନେ ମୋଳିକ ଜ୍ଞାନ ସହ ସାଧାରଣ ଜ୍ଞାନ ସମ୍ବନ୍ଧରେ ଜାଣିବା ଦ୍ଵାରା ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି । ତେବେ ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସୁଛି ମଜାକ ଦାର କୁଇଜ୍ ପ୍ରତିଯୋଗୀତା । ଉତ୍ତର ଆସୁଥିବା ଲୋକମାନେ କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ ଓ ନିଜ ଜ୍ଞାନର ଟେଷ୍ଟ କରନ୍ତୁ । ତେବେ ଆସନ୍ତୁ ଆଉ ବିଳମ୍ବ ନ କରି ଆରମ୍ବ କରିବା ।

୧- ଏମିତି କେଉଁ ଜୀବ ଅଛି ଯିଏ କେବେ ବି ପାଣି ପିଏ ନାହିଁ ?

ଉତ୍ତର- ବେଙ୍ଗ ।

୨- ଏମିତି କେଉଁ ଜିନିଷ ଅଛି ଯାହା ପୁରା ଗାଁରେ ବୁଲିଥାଏ କିନ୍ତୁ ମନ୍ଦିର କୁ ଯାଏ ନାହିନ ?

ଉତ୍ତର- ଜୋତା ବା ଚପଲ ।

୩- ଦୁନିଆର ସବୁଠାରୁ ବୁଦ୍ଧିମାନ ଦେଶ କାହାକୁ କୁହାଯାଏ ?

ଉତ୍ତର- ହଙ୍ଗକଙ୍ଗ ।

୪- ସେରନି ର ଗର୍ଭକାଳ କେତେ ଦିନ ହୋଇଥାଏ ?

ଉତ୍ତର- ୧୦୫ରୁ ୧୧୫ ଦିନ ।

୫- ଭାରତର ଦେଶର ରାଷ୍ଟ୍ରୀୟ ଗଛର ନାମ କଣ ?

ଉତ୍ତର- ବରଗଛ ।

୬- ଏମିତି କେଉଁ ଦେଶ ଅଛି ଯେଉଁଠି କୁକୁର କୁ ପୂଜା କରାଯାଏ ?

ଉତ୍ତର- ନେପାଳ ।

୭- ଚାଉଳର ଦେଶ କେଉଁ ଦେଶକୁ କୁହାଯାଏ ?

ଉତ୍ତର- ଥାଇଲ୍ୟାଣ୍ଡ ।

୮- କେଉଁ ଦେଶରେ ମାତ୍ର ୨୭ ଜଣ ଲୋକ ରୁହନ୍ତି ?

ଉତ୍ତର- ଶିଲ୍ୟାଣ୍ଡ ।

୯- ଦୁନିଆର ସବୁଠାରୁ ବଡ କଇଁଛ କେଉଁ ଦେଶରେ ଦେଖାଯାଏ ?

ଉତ୍ତର- ଅଷ୍ଟ୍ରେଲିୟା ।

୧୦- ଚିନୀର ସନ୍ଧାନ କେଉଁ ଦେଶରେ ପ୍ରଥମେ ଆରମ୍ଭ ହୋଇଥିଲା ?

ଉତ୍ତର- ଭାରତ ।

୧୧- କାଚର ହଳଦିଆ ରଙ୍ଗ କେଉଁ ପଦାର୍ଥ କାରଣରୁ ହୋଇଥାଏ ?

ଉତ୍ତର- ଫେରିକ ଅକ୍ସସାଇଡ କାରଣରୁ ।

୧୨- ଗାନ୍ଧୀଜୀ ଙ୍କ ନାମ ପ୍ରଥମେ ମହାତ୍ମାଗନ୍ଧି କେବେ ଯୋଡା ଯାଇଥିଲା ?

ଉତ୍ତର- ଚମ୍ପାରଣ ସତ୍ୟାଗ୍ରହ ସମୟରେ ।

୧୩- ଭାରତରେ କେଉଁ ରାଜ୍ୟରେ ସବୁଠାରୁ ଅଧିକ ହିନ୍ଦୁ ମନ୍ଦିର ଅଛି ?

ଉତ୍ତର- ତାମିଲନାଡୁ ।

୧୪- ଏମିତି କେଉଁ ଗଛ ଯାହା ଉପରେ ଆମେ ଚଢିପାରିବା ନାହିଁ ?

ଉତ୍ତର- କଦଳୀ ଗଛ ।

୧୫- କେଉଁ ଜୀବ ଅଛି ଯିଏ ପିଲା ଜନ୍ମ କରିବା ପରେ ତୁରନ୍ତ ମରିଯାଏ ?

ଉତ୍ତର- ବିଛା ।

୧୬- କେଉଁ ପକ୍ଷୀ କେବେ ବି ଗଛ ଉପରେ ବେସେ ନାହିଁ ?

ଉତ୍ତର- ଟିଟୋନୀ ।

୧୭- ୨୦୦୦ ଟଙ୍କିଆ ନୋଟ ଚାପିବାରେ କେତେ ଟଙ୍କା ଖର୍ଚ୍ଚ ହୁଏ ?

ଉତ୍ତର- ୩.୭୭ ।

୧୮- ସିଙ୍ଗଡା କୁ ଇଂରାଜୀରେ କଣ କୁହାଯାଏ ?

ଉତ୍ତର- ବାଟର ଚେଷ୍ଟନେଟ ।

୧୯- କେଉଁ ଦେଶରେ ରବିବାରରେ କମ୍ବଳ କିଣାଯାଏ ନାହିଁ ?

ଉତ୍ତର- ଆମେରିକାର ୱାସିଂଟନ ।

୨୦- ଆମ ଭାରତ ଦେଶର ରାଷ୍ଟ୍ରୀୟ ଗୀତ ର ନାମ କଣ ?

ଉତ୍ତର- ଜଣ ଗଣ ମନ ।

୨୧- କେଉଁ ରାଜା ନିଜ ମା ସହ ବିବାହ କରିଥିଲେ ?

ଉତ୍ତର- ଆଦିପୁଷ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *