କୋଟିପତି ହେବା ପୂର୍ବରୁ ଅଧ ରାତିରେ ଭଗବାନ ଦେଇଥାନ୍ତି ଏହି ୩ଟି ସଂକେତ

ବନ୍ଧୁଗଣ କଥାରେ ଅଛି ଉପର ବାଲା ଯେବେ ଦେଇଥାଏ ଛପର ଫାଡି କି ଦେଇଥାଏ । ଭଗବାନଙ୍କ କୃପା ଓ ମନୁଷ୍ୟ ର ଭାଗ୍ୟ ଯଦି ଦୁଇଟି ଯାକ ଜିନିଷ ମିଳିଯାଏ ତେବେ ସେହି ବ୍ୟକ୍ତି ଜୀବନର ସବୁ ସୁଖ ମିଳିବା ଠାରୁ କେହି ବି ଅଟକାଇ ପାରିବେ ନାହିଁ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଭଗବାନ ବ୍ଯକ୍ତିର ସଫଳତା ପୂର୍ବରୁ କିଛି ସଂକେତ ଦେଇଥାନ୍ତି । ଯାହା ପୁରାଣ ରେ କୁହା ଯାଇଛି ।

ଯେବେ କୌଣସି ବ୍ଯକ୍ତିର ଭଲ ସମୟ ଆସିଥାଏ ଇଶ୍ଵର ଏହି ୩ଟି ସଂକେତ ଦେଇଥାନ୍ତି । ଏହି ସବୁ ସଂକେତ ମିଳିଲେ ଇଶ୍ଵର ଆପଣଙ୍କ ସହ ଥିବାର ସୂଚନା ମିଳିଥାଏ । ଏହି ସଂକେତ ଗୁଡିକ ବୁଝିବା ଏତେ ବି ସହଜ ନୁହେଁ । କିନ୍ତୁ ଯେଉଁ ମଣିଷ ଏହି ସଂକେତ ଗୁଡିକ ବୁଝିଯାଏ ତାର ଭାଗ୍ୟ ଚମକି ଯାଇଥାଏ । ତେବେ ଆସନ୍ତୁ ଜାଣିବା ସେଇ ସଂକେତ ବିଷୟରେ ଯାହା ବ୍ୟକ୍ତି ର ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ।

୧- ଯେଉଁ ବ୍ଯକ୍ତିର ନିଦ ଅଚାନକ ଭାବେ ବାରମ୍ବାର ରାତି ୩ଟା ପରେ ଖୋଲିଯାଏ ତେବେ ଏହାକୁ ସାଧାରଣ କଥା ଭାବନ୍ତୁ ନାହିଁ । ଏହି ସଂକେତ ବହୁତ ଶୁଭ ହୋଇଥାଏ । ମାନ୍ୟତା ଅଛି ରାତି ୩ଟା ପରେ ଦେବୀ ଦେବତାଙ୍କ ଶକ୍ତି ଜାଗୃତ ଅବସ୍ଥାରେ ଥାଏ । ଯାହା କି ଅନେକ ଶୁଭ ସଂକେତ ଦେଇଥାଏ । ତେଣୁ ଏହି ସମୟରେ ନିଦ ଭାଙ୍ଗିଲେ ସଫଳତା ମିଳିବାର ସୂଚକ ହୋଇଥାଏ । ଇଶ୍ଵର ଆପଣଙ୍କ ପ୍ରାର୍ଥନା ଶୁଣିଛନ୍ତି ବୋଲି ସଂକେତ ମିଳିଥାଏ ।

୨- ଯଦି ସ୍ଵପ୍ନ ରେ ଉଚ୍ଚ ପର୍ବତ ଦେଖାଯାଏ ଓ ସେହି ଠାରୁ ବୋହୁଥିବା ଝରଣା ଦେଖାଯାଏ । ଆଉ ଏହି ଜଳ କୁ ବ୍ୟକ୍ତି ପିଉ ଥିବାର ସ୍ଵପ୍ନ ରେ ଦେଖେ ତେବେ ଜୀବନରେ ନିଶ୍ଚୟ ସଫଳତା ମିଳିଥାଏ । ଯାହା କି ଭଗବାନ ଏହି ସଂକେତ ଦେଇଥାନ୍ତି । ତେବେ ଏହି ସଂକେତ ମିଳିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ସ୍ଵପ୍ନ ଦେଖିବାର ଅର୍ଥ ବ୍ୟକ୍ତି ଜୀବନରେ ଉନ୍ନତି ଆଡକୁ ଅଗ୍ରସର କରିଥାଏ ।

୩- ଶାସ୍ତ୍ର ଅନୁଯାୟୀ ଯଦି କୌଣସି ବ୍ୟକ୍ତି ର ସ୍ଵପ୍ନ ରେ ଦେବୀ ଦେବତା ଦେଖା ଦିଅନ୍ତି ତେବେ ଏହାକୁ ବହୁତ ଶୁଭ ସଂକେତ ବୋଲି କୁହାଯାଏ । ସ୍ଵପ୍ନ ରେ ଦେବୀ ଦେବତାଙ୍କ ଦର୍ଶନ ପାଇଅବା ଅତ୍ୟନ୍ତ ଲାଭକାରୀ ହୋଇଥାଏ । ସ୍ଵପ୍ନ ରେ ଦେବୀ ଦେବତା ଦେଖା ଦେବା ଗୋଟେ ପବିତ୍ର ବ୍ୟକ୍ତି ହେବାର ସଂକେତ ଅଟେ । ଏଭଳି ବ୍ୟକ୍ତି କୁ ବହୁତ ଜଲ୍ଦି ସଫଳତା ହାସଲ ହୋଇଥାଏ । ତେବେ ଏହି ସବୁ ସ୍ଵପ୍ନ କୁ କେବେ ବି ଭୁଲରେ କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *