GK- ସକାଳୁ ଖାଲି ପେଟରେ କଣ ଖାଇଲେ ଗ୍ଯାସ ସମସ୍ଯା ଜଲ୍ଦି ଭଲ ହୋଇଯାଏ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଏହା ସହିତ ଆପଣ ଅନେକ ବଡ ବଡ ପରୀକ୍ଷାରେ ମଧ୍ୟ ଜାଣି ନ ଥିବା ଏହି ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେଇ ଉତ୍ତୀର୍ଣ୍ଣ ହୋଇ ପାରିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ ।

ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ହା ବହୁତ ସରଳ ଓ ସହଜ ପ୍ରଶ୍ନ ଓ ଉତ୍ତର ଅଟେ ଯାହା କିଛି ଲୋକେ ଜାଣି ନ ଥାନ୍ତି । ଏହି ସବୁ ସାଧାରଣ ଜ୍ଞାନ ର ପ୍ରଶ୍ନ ଆମେ ପାଇଗଲେ ଅନେକ ଉପକୃତ ହୋଇ ପାରିବା ।

୧- କେଉଁ ଦେଶରେ ଅଳିଆ ଆବର୍ଜନା ରୁ ବିଜୁଳି ସୃଷ୍ଟି କରା ଯାଇଥାଏ ?

ଉତ୍ତର- ସିଙ୍ଗାପୁର ।

୨- ବିଶ୍ଵ ର ପ୍ରଥମ ଦେଶ କିଏ ଯିଏ କି ପୁସ୍ତକ ଛାପି ଥିଲା ?

ଉତ୍ତର- ଚୀନ ।

୩- ଅଲମ୍ପିକ ଖେଳର ଆୟୋଜନ କେତେ ବର୍ଷ ରେ କରା ଯାଇଥାଏ ?

ଉତ୍ତର- ୪ ବର୍ଷ ।

୪- ପକ୍ଷୀ ମାନଙ୍କର ରାଜା କାହାକୁ କୁହାଯାଏ ?

ଉତ୍ତର- ଚିଲ ।

୫- ବିଶ୍ଵ ର ସବୁ ଠାରୁ ଅଧିକ ଶିକ୍ଷିତ ଲୋକ ମାନେ କେଉଁ ଦେଶରେ ଅଛନ୍ତି ?

ଉତ୍ତର- କାନାଡା ।

୬- ଫ୍ରିଜ ର ପାଣି ପିଇଲେ କେଉଁ ରୋଗ ହୁଏ ?

ଉତ୍ତର- କୋଷ୍ଠ କାଠିନ୍ଯ ।

୭- ଏମିତି କେଉଁ ଜୀବ ଅଛି ଯିଏ କି ସୂର୍ଯ୍ୟ ଙ୍କୁ ଦେଖିମ ପାରେ ନାହିଁ ?

ଉତ୍ତର- ଘୁଷୁରି ।

୮- ଏମିତି କେଉଁ ଦେଶ ଅଛି ଯେଉଁ ଠାରେ ଗୋଟିଏ ବି ଗଛ ନାହିଁ ?

ଉତ୍ତର- କତ୍ତର ।

୯- ଭାରତରେ କାହାକୁ ଦଣ୍ଡ ଦିଆ ଯାଇ ପାରିବ ନାହିଁ ?

ଉତ୍ତର- ରାଷ୍ଟ୍ରପତି ।

୧୦- ଗୋଟିଏ ସିଂହ ର ଗର୍ଜନ କେତେ ଦୂର ପର୍ଯ୍ୟନ୍ତ ସୁନା ଯାଇଥାଏ ?

ଉତ୍ତର- ୮ କିମି ।

୧୧- କେଉଁ ଦେଶ ରେ କେବଳ ନାଲି ରଙ୍ଗର କୁକୁର ଦେଖା ଯାଆନ୍ତି ?

ଉତ୍ତର- ସୁଇଜରଲ୍ୟାଣ୍ଡ ।

୧୨- ଚିତାବାଘର ଜୀବନ କାଳ କେତେ ବର୍ଷ ହୋଇଥାଏ ?

ଉତ୍ତର- ୧୫ ବର୍ଷ ।

୧୩- ଗାନ୍ଧୀଜୀ କେତେ ପାଠ ପଢିଛନ୍ତି ?

ଉତ୍ତର- LAW ।

୧୪- ଗାନ୍ଧୀଙ୍କ ଆଗରୁ ଭାରତୀୟ ନୋଟରେ କାହାର ଚିତ୍ର ଛପା ଯାଇଥିଲା ?

ଉତ୍ତର- ଅଶୋକ ସ୍ତମ୍ବ ।

୧୫- କ୍ଷୀର ସହିତ କଣ ଖାଇଲେ ମଣିଷ ମାରି ଯାଇପାରେ ?

ଉତ୍ତର- ମାଛ ।

୧୬- ଲିଚୁ ଖାଇଲେ କେଉଁ ରୋଗ ଠିକ ହୋଇଥାଏ ?

ଉତ୍ତର- ହାର୍ଟ ଅଟାକ ।

୧୭- ସକାଳୁ ଖାଲି ପେଟରେ କଣ ଖାଇଲେ ଗ୍ଯାସ ସମସ୍ଯା ଜଲ୍ଦି ଭଲ ହୋଇଯାଏ ?

ଉତ୍ତର- ମାଣ୍ଡିଆ ଗୁଣ୍ଡ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *