କରୋନା ଦେଲା ବଡ ଝଟକା, ଗୋଟିଏ ଦିନରେ ଆଖି ବୁଝିଲେ ୫୦ ଡାକ୍ତର

କୁହାଯାଏ କି ଡାକ୍ତରମାନେ ହେଉଛନ୍ତି ଭଗବାନଙ୍କ ଦ୍ଵିତୀୟ ରୂପ । ଯାହାକି ସତ ପ୍ରତିଶତ ସତ ଅଟେ । କାରଣ ବର୍ତ୍ତମାନ ଭଲି ମ-ହା-ମା-ରୀ ପରିସ୍ଥିତିରେ ଯେଉଁଠି ସମସ୍ତେ ଘରେ ବସିଛନ୍ତି । ସେହି ସମୟରେ ଡାକ୍ତର, ନର୍ସ କଂପାଉଣ୍ଡର, ପୋଲିସ କର୍ମୀ ଓ କିଛି ସମାଜ ସେବି ଲୋକମାନେ ଆଗକୁ ଆସି କ-ରୋ-ନାରେ ପୀଡିତ ବ୍ୟକ୍ତିମାନଙ୍କର ସାହାର୍ଯ୍ୟ କରୁଛନ୍ତି ।

ବିଶେଷ କରି ଡାକ୍ତର ଓ ନର୍ସମାନେ ନିଜର ଜୀବନ ବିଷୟରେ ଚିନ୍ତା ନ କରି ଦିନରାତି ରୋ-ଗୀମାନଙ୍କର ସେବା କରୁଛନ୍ତି । ଏହିଭଳି ପାଖାପାଖି ୧.୫ ବର୍ଷ ହେବ ସେମାନେ କୌଣସି ବି ପ୍ରକାରର ବିଶ୍ରାମ ନ ନେଇ ଏହା ସହିତ ନିଜର ପରିବାର ଠାରୁ ବି ଦୂରରେ ରହି କୋବିଡ ରୋ-ଗୀମାନଙ୍କର ସେବା କରୁଛନ୍ତି । ସେଥିପାଇଁ ଏହି ଡାକ୍ତରମାନଙ୍କୁ ଆମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ।କହିବାକୁ ଗଲେ ଏହି କ-ରୋ-ନା ମ-ହା-ମା-ରୀ ଥମିବାର ନାଁ ଧାରୁ ନାହିଁ ।

ସେହି ସମୟରେ ଡାକ୍ତରମାନଙ୍କ ମୃ-ତ୍ୟୁର ଖବର ଆହୁରି ଅଧିକ ସମସ୍ତଙ୍କୁ ଦୁଖିତ କରି ଦେଇଛି । କହିବାକୁ ଗଲେ କୁହାଯାଉଛି କି ଦେଶର ବିଭିନ୍ନ ପ୍ରାନ୍ତରେ ଗୋଟିଏ ଦିନରେ ୫୦ ଜଣ ଡାକ୍ତରଙ୍କ ମୃ-ତ୍ୟୁ ହୋଇଛି । ଯାହାକି ବର୍ତ୍ତମାନ ସମୟରେ ସବୁଠୁ ବଡ ଓ ଦୁଃଖଦାୟକ ଖବର ଅଟେ । କୋବିଡ ହସ୍ପିଟାଲରେ ଦିନରାତି କ-ରୋ-ନା ପୀଡିତ ରୋ-ଗୀମାନଙ୍କ ସେବା କରୁଥିବା ଡାକ୍ତରମାନଙ୍କର ମୃ-ତ୍ୟୁ ଖବର ସମସ୍ତଙ୍କୁ ବିଚଳିତ କରିଦେଇଛି ।

ସମସ୍ତଙ୍କୁ ଜୀବନ ଦେଉଥିବା ଡାକ୍ତରମାନଙ୍କର ମୃ-ତ୍ୟୁ ଜାତୀୟ ସମ୍ପତ୍ତିର ହାନି ଅଟେ । କହିବାକୁ ଗଲେ କ-ରୋ-ନାର ଦ୍ଵିତୀୟ ଲହର ଏହିଭଳି ସ୍ଥିତି ସୃଷ୍ଟି କରିଛି । କହିଦେଉଛୁ କି କ-ରୋ-ନାର ଦ୍ଵିତୀୟ ଲହର ଆରମ୍ଭ ହେବା ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ମୋଟ ୨୪୪ ଜଣ ଡାକ୍ତରଙ୍କ ମୃ-ତ୍ୟୁର ଖବର ସାମ୍ନାକୁ ଆସିସାରିଛି । ସବୁଠୁ ବଡ ଦୁଃଖର ଖବର ଏହା ଅଟେ କି କେବଳ ରବିବାର ଦିନ ହିଁ ଦେଶର ବିଭିନ୍ନ ପ୍ରାନ୍ତରେ ୫୦ ଡାକ୍ତରଙ୍କ ମୃ-ତ୍ୟୁ ହୋଇଛି ।

ଇଣ୍ଡିଆନ ମେଡିକାଲ ଆସୋସିଏସନ ତରଫରୁ ଏହି ସୂଚନା ଜାରି କାରଯାଇଛି । ଦେଶରେ ମୃ-ତ୍ୟୁ ବରଣ କରିଥିବା ମୋଟ ୨୪୪ ଜଣ ଡାକ୍ତରମାନଙ୍କ ମଧ୍ୟରୁ ବିହାରରେ ୬୯, ଉତ୍ତର ପ୍ରଦେଶରେ ୩୪, ଦିଲ୍ଲୀରେ ୨୭ ଜଣ ଡାକ୍ତର ଅଛନ୍ତି । କହିଦେଉଛୁ କି ଗତ ବର୍ଷ କ-ରୋ-ନାର ପ୍ରଥମ ଲହରରେ ଦେଶରେ ୭୩୦ ଜଣ ଡାକ୍ତର ନିଜର ପ୍ରାଣ ହରାଇଥିଲେ । କିନ୍ତୁ ଏହା ମଧ୍ୟରେ ସବୁଠୁ ବଡ ଚିନ୍ତାର ବିଷୟ ହେଉଛି କି ଏହି ବର୍ଷ ମୃ-ତ୍ୟୁ ବରଣ କରିଥିବା ଡାକ୍ତରମାନଙ୍କ ମଧ୍ୟରୁ ୩ ପ୍ରତିଶତ ଡାକ୍ତର କ-ରୋ-ନାର ଦୁଇଟି ଡୋଜ ନେଇ ସାରିଥିଲେ ।

ଏହା ପରେ ସେମାନେ ନିର୍ଭୟରେ ରୋ-ଗୀମାନଙ୍କର ଚିକିତ୍ସା କରୁଥିଲେ । କିନ୍ତୁ ଟୀକା ନେବା ସତ୍ବେ ବି ତାଙ୍କୁ କ-ରୋ-ନା ହେଲା ଓ ସେମାନେ ମୃ-ତ୍ୟୁ ବରଣ କରିଲେ । ଏମିତିରେ ଏହା ସ୍ପଷ୍ଟ ହୋଇଯାଉଛି କି ଟୀକା ନେବା ପରେ କ-ରୋ-ନା ହେବ ନାହିଁ ଏହା ଏକ ଭୁଲ ଧାରଣା ଅଟେ । ଅନ୍ୟ ପଟେ ଆଇଏମଏ ଦେଶର ସମସ୍ତ ଡାକ୍ତର ଓ ନର୍ସମାନଙ୍କର ଟୀକାକରଣ ଉପରେ ଜୋର ଦେଉଛି । ସୂଚନା ଅନୁସାରେ ଦେଶର ମୋଟ ୬୬ ପ୍ରତିଶତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ଟୀକା ନେଇସାରିଛନ୍ତି ।

Leave a Reply

Your email address will not be published. Required fields are marked *