ଗୋଟେ ଗ୍ଳାସ ପାଣି ଓ ଲେମ୍ବୁରେ ହେବ ସନ୍ତାନ ପ୍ରାପ୍ତି, କେମିତି ଜାଣନ୍ତୁ

ଯଦି ଆପଣ ବହୁତ ଦିନରୁ ଚିନ୍ତିତ ଅଛନ୍ତି, ଓ ଆପଣଙ୍କୁ ସନ୍ତାନ ପ୍ରାପ୍ତି ହେଉନି ଶେଥି ଲାଗି ଆମେ ଆପଣଙ୍କୁ ଉପାୟ କହିବୁ । ଯେଉଁଥିରେ ଆପଣଙ୍କ ଶରୀର ଭିତରୁ ଷ୍ଟ୍ରଙ୍ଗ ରହିବ । ଯଦି କାହାର ଖରାପ ଦ୍ରୁଷ୍ଟି ଅଛି ଆପଣଙ୍କ ଉପରେ, ସେହି କାରଣରୁ ଆପଣଙ୍କୁ ସନ୍ତାନ ପ୍ରାପ୍ତି ହେଉନି । ସେଥିଲାଗି କଣ କରିବେ ଆମେ ଉପାୟ ବତେଇବୁ । ତୁଲସୀ ଗଛର ମଞ୍ଜି, ପତ୍ର, ସାମ୍ନା ଭାଗ ଯାହା ଥିବ ସବୁ ଛିଣ୍ଡେଇ ରଖନ୍ତୁ । ତାକୁ ଧୋଇକି ଖାଇ ଦିଅନ୍ତୁ ।

ଏହିକାମ ଆପଣଙ୍କୁ ଆଉ ଆପଣଙ୍କ ସ୍ଵାମୀକୁ କରିବାର ଅଛି । ସବୁଠୁ ଭଲ ହେବ ଆପଣ ଏହାକୁ ସକାଳୁ କରନ୍ତୁ ଭଲ ହେବ । ଏହି ଉପାୟକୁ  ପାଖାପାଖି ୪୦ ଦିନ ପର୍ଯ୍ୟନ୍ତ କରିବାକୁ ହେବ । ଆପଣଙ୍କୁ ଛଅ ମାସରେ ଜଣାଜୀବ ଏହାର ପଜେଟିଭ ହୋଇବ । ଏହା ଆୟୁରବେଦର ପୁରୁଣା ସମୟରେ ଉପାୟ ଅଟେ । ଲେମ୍ବୁର ୧୧ ଟି ବୀଜ ନେଇ କ୍ଷୀରରେ ବାଟି ପିଅନ୍ତୁ ।

ଏହା ଆପଣଙ୍କୁ ପାଖାପାଖି ୧୧ ଦିନ ପର୍ଯ୍ୟନ୍ତ କରିବାକୁ ହେବ । ଏହା ଆପଣଙ୍କୁ ଶନିବାରଠୁ ଆରମ୍ଭ କରିବାକୁ ହେବ । ଏହା ଲଗାତର ୯ ଦିନ ପର୍ଯ୍ୟନ୍ତ କରିବାକୁ ହେବ ଏହା ଦ୍ଵାରା ଆପଣଙ୍କୁ ସନ୍ତାନ ପ୍ରାପ୍ତି ହେବ । କିଛି ଭଲ ଦିନ ଦେଖି ଏହାକୁ ଆରମ୍ଭ କରିବେ । ଆପଣ କାହାର ନଜର ଦୋଷରେ ଚିନ୍ତିତ ଥିଲେ କି ଡାକ୍ତର କହୁଛନ୍ତି ସବୁକିଛି ଠିକ ଅଛି କିନ୍ତୁ ସନ୍ତାନ ହେଉନି । ଏହାର ମାନେ ହେଉଛି କିଏ କୌଣସି ପ୍ରକାର ଗୁଣି ଗାରେଡି କରିଛି ।

ଏଥିରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଗୋଟିଏ ଗ୍ଳାସର ପାଣି ନେବେ  ତାକୁ ରାତିରେ ଶୋଇଲାବେଳେ ଆପଣ ଯେଉଁଠି ଶୋଉଥିବେ ସେଇ ବେଡ ତଳେ ରଖନ୍ତୁ ଓ ସକାଳ ହେଲେ ତାକୁ ନେଇ ବବୁଲ ଗଛ ମୂଳରେ ନେଇ ଦିଅନ୍ତୁ । ଯଦି ବାବୁଲ ଗଛ ନହିଁ ତେବେ ଆପଣ କୌଣସିବି ଗଛରେ ଢାଳି ପାରିବେ । ଆପଣ ଏହାକୁ ୧୦୮ ଦିନ ପର୍ଯ୍ୟନ୍ତ କରନ୍ତୁ । ଆଉ ଯାହାବି ଅସୁବିଧା ଅଛି ସବୁ ଦୂର ହୋଇବ । ଏହାଛଡା ବାଲ ଗୋପାଳଙ୍କର ଫୋଟୋ ଆପଣଙ୍କ ବେଡ ରୁମରେ ରଖନ୍ତୁ । ଆପଣ ପ୍ରାର୍ଥନା କରନ୍ତୁ ସନ୍ତାନ ପ୍ରାପ୍ତ ହେବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *