ଏହି କଥାକୁ ସବୁବେଳେ ଗୁପ୍ତ ରଖନ୍ତୁ, ନହେଲେ କାନ୍ଦିବାକୁ ପଡିପାରେ- Shukra Niti

ଶୁକ୍ରାଚର୍ଯା ମନୁଷ୍ୟଙ୍କ ବିଷୟରେ ଏମିତି ୬ ଟି କଥା କହିଛନ୍ତିକି କୌଣସି ଦଶାରେ ଗୁପ୍ତ ରଖିବାକୁ ହେବ । ଅନ୍ଯଥା ଆପଣଙ୍କୁ ଏଥିରେ ଭାରି କ୍ଷତି ଉଠାଇବାକୁ ପଡିପାରେ । ଆୟୁ :- ଦୈତ୍ୟ ଗୁରୁ ଶୁକ୍ରାଚାର୍ଜ୍ୟ କହିଛନ୍ତି କୌଣସିବୀ ମନୁଷ୍ୟକୁ ନିଜ ବୟସକୁ ଗୁପ୍ତ ରଖିବା ଆବଶ୍ୟକ ହୋଇଥାଏ । ଆୟୁର ଜଣା ହେବ ଦ୍ଵାରା ବହୁତ ପ୍ରତେକ୍ଷ ଓ ଅପ୍ରତେକ୍ଷ ଶତ୍ରୁ ଆପଣଙ୍କ କ୍ଷମତା ଓ କୌଶଳ ଅନୁସାରେ ଆପଣଙ୍କ ଶକ୍ତିର ଠିକ ଠିକ ଅନ୍ଦାଜ ଲଗାଇକି ଆପଣଙ୍କୁ ହାନି ପହଞ୍ଚାଇ ପାରନ୍ତି ।


ଧନ :- ଲୋକ ସବୁବେଳେ ଏହା ଜାଣିବାକୁ ଚାହିଁଥାନ୍ତିକି ଆପଣ କେତେ କମାଇ ଥାନ୍ତି । ବା ଆପଣ ଏପର୍ଜ୍ଯନ୍ତ କେତେ ଧନ ସଞ୍ଚୟ କରିଛନ୍ତି । କିନ୍ତୁ ଦୈତ୍ୟ ଗୁରୁ ଏହି ସମ୍ବନ୍ଧରେ କହିଛନ୍ତି ଆପଣଙ୍କ ପାଖରେ ଯେତେବୀ ଧନ ଥାଉ କି ସଂସାରର ସୁଖ ସୁବିଧା ଥାଉ ଆପଣଙ୍କ ପାଖରେ ଏହା ପରିବାର ଛଡା କାହାକୁ ଏହାର ସୂଚନା ଦେବା କଥା ନୁହେଁ ।


ପାରିବାରିକ ଭେଦ :- ବହୁତ ଲୋକ ନିଜ ପରିବାରର କଥା ଅନ୍ୟ ଲୋକଙ୍କ ବିଷୟରେ ଚାରିଆଡେ ଆଲୋଚନା କରିଥାନ୍ତି । କିନ୍ତୁ ଶୁକ୍ରାଚାର୍ଜ୍ୟ କହିଛନ୍ତି ଆପଣ କେବେବି ଆପଣଙ୍କ ପରିବାର କଥା କାହା ଆଗରେ ପ୍ରକାଶ କରିବା କଥା ନୁହେଁ । ଏଥିରେ ଆପଣଙ୍କ ପରିବାର ପ୍ରତିଷ୍ଠା ଖରାପ ହୋଇଥାଏ ଆଉ ବହୁତ ଲୋକ ଏହି କଥାକୁ ନେଇ ଲାଭ ଉଠାଇଥାନ୍ତି । ଆଉ ପରିବାରରେକଳହ ମଧ୍ୟ ସୃଷ୍ଟି କରିଥାନ୍ତି ।


ମନ୍ତ୍ର ଓ କୃପା :- ଏହି ସଂସାରରେ ପ୍ରତେକ ବ୍ୟକ୍ତି ଭଗବାନଙ୍କ କୃପା ପାଇବା ପାଇଁ ବହୁତ କିଛି ପୂଜା ପାଠ କରିଥାନ୍ତି । ଏହି କ୍ରମରେ କିଛି ଲୋକ ବିଶେଷ ପ୍ରକାର ମନ୍ତ୍ର ଓ ଗୁରୁ ମନ୍ତ୍ରର ଜପ ମଧ୍ୟ କରିଥାନ୍ତି । କିନ୍ତୁ ଶୁକ୍ରାଚାର୍ଜ୍ୟ ଏହା ବିଷୟରେ କହିଥାନ୍ତିକି କିଛି ମନ୍ତ୍ର ସେତେବେଳେ ଫଳବତୀ ହୋଇଥାଏ । ଯେବେସେ ଗୁପ୍ତ ରୂପରେ ସମ୍ପର୍ଣ କରାଯାଇଥାଏ । କାରଣ ଏହାର ପ୍ରଭାବ ଚିର୍ଣ ହେବାରେ କ୍ଷଣ ମଧ୍ୟ ଲାଗିନଥାଏ ।


ଅନ୍ତରଙ୍ଗ ମୁହୂର୍ତ :- ଶୁକ୍ରନୀତିରେ କୁହାଯାଇଚିକି କି ମନୁଷ୍ୟକୁ ନିଜର ଅନ୍ତରଙ୍ଗ ମୁହୂର୍ତର ଉଲେଖ କାହା ସହିତ ଭୁଲରେ ବି କରିବା କଥା ନୁହେଁ । ଏହା ମରିୟାଦ ଲୋକଙ୍କ ନିଶାନି ହୋଇଥାଏ । ଯଦି ଏମିତି କୌଣସି ମନୁଷ୍ୟ ଏହାକୁ କରିଥାଏ ନିଶ୍ଚିତ ତାକୁ ଗୋଟିଏ ଦିନ ପରିହାସର ପାତ୍ର ହେବାକୁ ପଡିଥାଏ ।


ଔଷଧୀ :- ଶୁକ୍ର ନୀତିରେ କୁହାଯାଇଛି ଯଦି ଆପଣଙ୍କୁ କିଛି ରୋଗ ଅଛି ତାକୁ ଭଲ କରିବା ପାଇଁ କୌଣସି ବିଶେଷ ପ୍ରକାରର ଔଷଧ ନେଉଛନ୍ତି । ଏହା ବହୁତ ଜରୁରୀ ଅଟେକି ଆପଣ ଏହାକୁ ଗୁପ୍ତ ରଖନ୍ତୁ । କାରଣ ବହୁତ ଲୋକ ମନ ଭିତରେ ଆପଣଙ୍କ ସହିତ ଶତ୍ରୁତା ରଖିଥାନ୍ତି ଓ ତାହା ଦ୍ଵାରା ଆପଣଙ୍କ ରୋଗକୁ ଚିହ୍ନି ପାରି ଥାନ୍ତି ଓ ଅନଇତିକ ଢଙ୍ଗରେ ଆପଣଙ୍କ ପାଇଁ ସମସ୍ଯା ଉପୁଯାଇବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *