ଏହି ବଡ ଭାରତୀୟ କ୍ରିକେଟରଙ୍କ ଘରକୁ ମାଡି ଆସିଲା ଶୋକର ଛାୟା

ଦୁନିଆରେ ବହୁତ୍ ପ୍ରକାର ରୋଗ ଚାଲିଛି କିନ୍ତୁ ଭାରତରେ ସବୁଠାରୁ ଅଧିକ ହାର୍ଟ ଅଟାକ ରୋଗୀ ଅଛନ୍ତି । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଲୋକଙ୍କ ଖାଦ୍ୟ ତାଙ୍କୁ ସବୁଠାରୁ ଭୟଙ୍କର ରୋଗ ଦେଇଥାଏ ସେଥିପାଇଁ ନିଜ ଖାଦ୍ୟ ଉପରେ ଧ୍ୟାନ ଦବା ବହୁତ୍ ଆବଶ୍ୟକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ମୃତ୍ୟୁ ହାର୍ଟ ଅଟାକ ଭଳି ଗମ୍ଭୀର ରୋଗ ଦ୍ୱାରା ହେଇଚି । ତେବେ ଆପଣ ମାନେ ତାଙ୍କୁ ବେସ ଭଲ ଭାବରେ ଜାଣିଛନ୍ତି ।

ଆପଣ ମାନେ ଭାରତୀୟ କ୍ରିକେଟ ଟିମ ହାର୍ଦିକ ପାଣ୍ଡିଆ ଆଉ କୁନାଲ ପାଣ୍ଡିଆଙ୍କୁ ଜାଣିଥିବେ ଦୁହେଁ ଭାଇ ଅଟନ୍ତି ଆଉ ଦୁହିଙ୍କ ଖେଳ ଭାରତ ସାରା ଲୋକେ ବହୁତ୍ ପସନ୍ଦ କରନ୍ତି । ତେବେ ଆପଣ ମାନଙ୍କୁ ଏହି ଦୁଃଖ ଖବର ଶୁଣି ବହୁତ୍ ଦୁଃଖ ଲାଗିବ ଜେ ହାର୍ଦିକ ଆଉ କୁନାଲଙ୍କ ବାପା ଆଉ ଏଇ ସଂସାରରେ ନାହାନ୍ତି ଆଜି ସକାଳେ ତାଙ୍କ ବାପାଙ୍କ ହାର୍ଟ ଅଟାକ ଦ୍ବାରା ମୃତ୍ୟୁ ହୋଇଛି ଆଉ ଆମେ ଏହି ସୋକ ଖବର ଆପଣଙ୍କୁ କହୁ ଅଛୁ ।

ହାର୍ଦିକ ଆଉ କୁନାଳଙ୍କ ପରିବାର ଉପରେ ଯେମିତି ବହୁତ୍ ବଡ ଦୁଃଖ ର ପାହାଡ ପଡ଼ି ଯାଇଛି । ଜୀବନରେ ବହୁତ୍ କଷ୍ଟ କରିବା ପରେ ହାର୍ଦିକ ପାଣ୍ଡିଆଙ୍କ ବାପା ନିଜ ଦୁଇ ଛୁଆଙ୍କୁ ବଡ କରିଥିଲେ ତାଙ୍କ ପାଖରେ ଏତେ ଆର୍ଥିକ ସଫଳତା ନଥିଲା ତଥାପି ସେ ଅଧିକରୁ ଅଧିକ ପରିଶ୍ରମ କଲେ ଆଉ ଏମିତି ଗୋଟେ ସ୍ଥାନରେ ନିଜ ଛୁଆଙ୍କୁ ଠିଆ କଲେ ଯେଉଁଠାରେ ଯିବା ପାଇଁ ସବୁ ଛୁଆଙ୍କ ଆସା ହୋଇଥାଏ ।

କଣ ଆପଣ ଜାଣିଛନ୍ତି ହାର୍ଦିକ ଙ୍କ ପରିବାର ବହୁତ୍ ସାମାନ୍ୟ ପରିବାର ଅଟେ ଆଉ ତାଙ୍କ ପରିବାରରେ ତାଙ୍କ ବାପା ଏକୁଟିଆ ରୋଜଗାର କରୁଥିଲେ ଆଉ ସମସ୍ତେ ପାଠ ପଢ଼ିବା ଆଉ ଖାଇବା ଲୋକ ଥିଲେ ଯେତେବେଳେ ହାର୍ଦିକ ପାଣ୍ଡିଆ ଛୋଟ ବେଳେ କ୍ରିକେଟ ଖେଳିବା ଆରମ୍ଭ କଲେ ତାଙ୍କ ବାପା ଏହି ଜିନିଷ ଉପରେ ଧ୍ୟାନ ଦେଲେ ଜେ ହାର୍ଦିକ କ୍ରିକେଟରେ ବହୁତ୍ ଭଲ ଅଛନ୍ତି ।

ଆଉ ଟଙ୍କା ନଥିଲେ ମଧ୍ୟ ଓଭର ଟାଇମ୍ କାମ କରି ହାର୍ଦିକ ଙ୍କ ବାପା ଅଧିକ ଟଙ୍କା ଯୋଗାଡ କରି ତାଙ୍କୁ କ୍ରିକେଟ ଟ୍ରେନିଙ୍ଗ ପାଇଁ ପଠେଇଲେ ଆଉ ବହୁତ୍ କଷ୍ଟକରି ସାନ ପୁଅ କୁନାଲ କୁ ମଧ୍ୟ କ୍ରିକେଟ ଶିଖାଇଲେ ଆଉ ଦୁଇ ପୁଅଙ୍କୁ ଭାରତୀୟ କ୍ରିକେଟ ଟିମରେ ଠିଆ ହବା ଯୋଗ୍ୟ ବାନାଇଲେ ।

କିନ୍ତୁ ଆଜି ବହୁତ୍ ଦୁଃଖର ବିଷୟ ଯେ ଯିଏ ସମସ୍ତଙ୍କୁ ତାଙ୍କ ଲକ୍ଷ୍ୟ ଦେଖାଇଲେ ଆଜି ସେହି ଏହି ଦୁନିଆରେ ନାହାନ୍ତି ଆଉ ହାର୍ଦିକ ଙ୍କ ପୁରା ପରିବାର ଦୁଃଖରେ ଅଛି ଆଉ ପୁରା ଦେଶ ତାଙ୍କ ବାପାଙ୍କ ନିଧନ ପାଇଁ ଶୋକ ପ୍ରକଟ କରୁଛନ୍ତି ।

Leave a Reply

Your email address will not be published. Required fields are marked *