ଏହାର ମାତ୍ର ଗୋଟେ ଖଣ୍ଡକୁ ପାଣିରେ ଫୁଟାଇ ପିଅନ୍ତୁ, 100 ବର୍ଷ ପର୍ଯ୍ୟନ୍ତ ସୁଗାର, କୋଲେଷ୍ଟ୍ରୋଲ, ମୋଟାପା, ହୃଦୟ ଜନିତ ସମସ୍ୟା ହେବନି

ଏହି ଟୁକୁଡାକୁ ପାଣିରେ ସିଝାଇକି ପିଅନ୍ତୁ ସହେ ବର୍ଷ ପର୍ଯ୍ୟନ୍ତ  ସୁଗାର, କୋଲେଷ୍ଟ୍ରୋଲ, ପେଟ ରୋଗ, ମୋଟାପା, ଓ ହୃଦୟ ଜନିତ ରୋଗ ଆପଣଙ୍କୁ କେବେବି ହେବନି । ଆଜି ଆମେ ଏଠାରେ ଗୋଟେ ଏମିତି ଚମତ୍କାରୀ ନୁସ୍କା ବିଷୟରେ ଆଲୋଚନା କରିବା ଯାହାର ପ୍ରୟୋଗ କରି ଆପଣ ନିଜ ଶରୀରକୁ ପୁରା ନିରୋଗୀ ବନାଇ ପାରିବେ । ନିଜ ଶରୀରର ସବୁ ପ୍ରକାରର ରୋଗର ଚିକିତ୍ସା କରିପାରିବେ ଆଜି ଆମେ ଏମିତି ଜିନସ ବିଷୟରେ କହିବୁ ଖାଲି ଆପଣଙ୍କୁ ଖାଲି ସିଝାଇକି ପିଇବାର ଅଛି ।

ଯଦି ଆପଣ ପାଣିରେ ଫୁଟାଇକି ପିଇବେ ଆପଣ ଏଥରୁ ଚମତ୍କାରୀ ଫାଇଦା ମିଳିବ । ନିଜ ଶରୀରକୁ ପୁରା ନିରୋଗୀ ଆପଣ କିଛି ଦିନରେ ଅନୁଭବ କରିବେ । ଏତେ ଚମତ୍କାରୀ ନୁସ୍କା ଅଟେ ଏହା ଆପଣ ସେବନ କାଲେ ଜାଣି ପାରିବେ ।


ଯଦି ଆପଣଙ୍କୁ ଡାଇବେଟିସ ଅଛି ତେବେ ଏହି ଔଷଧ ଆପଣଙ୍କ ପାଇଁ ବରଦାନ ଅଟେ ଓ ଆପଣଙ୍କ ସୁଗାର ଲେବଲକୁ କଣ୍ଟ୍ରୋଲ କରିବାର କାମ କରିବ । ବହୁତ କମ ନୁସ୍କା ଏମିତି  ଥାଏ ଯାହା ସୁଗାର ସହିତ ହୃଦୟ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ।  । ଡାଇବେଟିସ ରୋଗୀ ମାନଙ୍କୁ ଏହାର ସମସ୍ଯା ଅଧିକ ରହିଥାଏ କେଉଁ ନୁସ୍କା ବ୍ୟବହାର କରିବେ ଓ କେଉଁ ନୁସ୍କା ବ୍ୟବହାର କରିବେ ନାହିଁ । ଏହି ନୁସ୍କା ଆପଣଙ୍କ ସୁଗାର ଲେବେଲ କୁ କଣ୍ଟ୍ରୋଲ କରିବା ସହିତ ଡାଇବେଟିସ ରୋଗରେ ଯେଉଁ କମ୍ପ୍ଲିକେସନ ହୋଇଥାଏ ସେଥିରୁ ମଧ୍ୟ ଆପଣଙ୍କୁ ବଞ୍ଚାଇକି ରଖିବ ।


ଯଦି ଆପଣଙ୍କୁ କୋଲେଷ୍ଟ୍ରୋଲର ସମସ୍ୟା ରହିଛି ଆଉ ଏହି ବଢିଥିବା କୋଲେଷ୍ଟ୍ରୋଲକୁ କମ କରିବା ପାଇଁ ଚହୁଁଛନ୍ତି । ତେବେ ଏହି ନୁଷ୍କ ଆପଣଙ୍କ ପାଇଁ ଗୋଟେ ବରଦାନ ଭଳି କାମ କରିବ । ଯଦି ଆପଣଙ୍କର କୋଲେଷ୍ଟ୍ରୋଲ ନବଢିବ ଆପଣଙ୍କୁ ହାର୍ଟ ବ୍ଲକେଜ ହେବନି ଓ ନା ହିଁ ଆପଣଙ୍କୁ ହାର୍ଟ ଜନିତ ସମସ୍ୟା ଆସିବ ।  ମାନେ ଏହା କୋଲେଷ୍ଟ୍ରୋଲ ଓ ହାର୍ଟ ବ୍ଲକେଜ ପାଇଁ ମଧ୍ୟ ବରଦାନ ଅଟେ ।


ଯଦି ଆପଣଙ୍କ ପେଟ ଜନିତ ସମସ୍ୟା ଯେମିତିକି ଗ୍ଯାସ, କବ୍ଜ, ଆଶିଡିଟି ଜନିତ ସମସ୍ୟା ରହିଛି କି ଆପଣଙ୍କର ପାଚନତନ୍ତ୍ର କମଜୋର ରହିଛି ତେବେ ମଧ୍ୟ ଏହି ନୁସ୍କା ଆପଣଙ୍କ ପାଇଁ ବରଦାନ ଭଳି କାମ କରିବ । ଏହି ନୂସ୍କାର ଯେଉଁ ମୁଖ୍ୟ ସାମଗ୍ରୀ ରହିଛି ଏହା ହେଉଛି ଅର୍ଜୁନର ଛାଲ । ଅର୍ଜୁନ ଛାଲର ଗୋଟିଏ ଟୁକୁଡାକୁ ପାଣିରେ ଗରମ କରି ତାର ପାଣିର ପ୍ରୟୋଗ କରନ୍ତୁ । ଆପଣ ଦୁଇ ଗ୍ଲାସ ପାଣି ନେବେ ଓ ସେଥିରେ ଟୁଇ ଟୁକୁଡା ଅର୍ଜୁନ ଛାଲ ଧୋଇକି ସେ ପାଣିରେ ପକାଇବେ ।

ଏଥିରେ ଗୋଟେ ଛୋଟ ଚାପ ଡାଲଚିନି ପାଉଡର ପକାଇବେ । ଡାଲଚିନି ଏଥି ପାଇଁ ପକାଗଲାକି ଏହି କଡାର ମହତ୍ଵ ଅଧିକ ବଢାଇବା ପାଇଁ ଓ ଏହି କାଡା ଆହୁରି ତେଜିରେ କାମ କରିବ । ସେତେ ପର୍ଯ୍ୟନ୍ତ ଫୁଟାଇବେ ସେଇ ଦୁଇ ଗ୍ଲାସ ପଣି ଯେତେ ପର୍ଯ୍ୟନ୍ତ ଗୋଟେ ଗ୍ଲାସ ହୋଇନି । ତାପରେ ତାକୁ ବାହାର କରି ତାକୁ ଛାଣି ତାକୁ ପିଇବେ । ଏହାକୁ ପ୍ରତିଦିନ ଖାଲି ପେଟରେ ପିଇବେ, ଆପଣଙ୍କ ଶରୀର ନିରୋଗୀ ହୋଇବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *