ପସନ୍ଦ କରନ୍ତୁ ଗୋଟେ ପ୍ରଜାପତି ଓ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି

ଯଦି ଆପଣ ବାଇଗଣି ରଙ୍ଗର ପଜାପତି ପସନ୍ଦ କରିଛନ୍ତି, ଆମେ ଆପଣଙ୍କୁ ଜଣେଇବୁ ତୁମର ଅତିତ କେମିତି ଥିଲା । ତା ପରେ ଆମେ କଥା ହେବା ଆପଣଙ୍କ ବର୍ତମାନ ବିଷୟରେ ଓ ତାପରେ ଭବିଷ୍ୟତ ବିଷୟରେ ଆଲୋଚନା କରିବା । ଯଦି ଅତୀତ ଖରାପ ଥିଲା ତାର ପ୍ରଭାବ ବର୍ତମାନ ଉପରେ ପଡିବ । ଯଦି ବର୍ତମାନ ଖରାପ ରହିବ ତାର ପ୍ରଭାବ ଭବିଷ୍ୟତ ଉପରେ ପଡିବ । ଆପଣଙ୍କ ଜୀବନ ହେଉକି ଭବିଷ୍ୟତ, ପ୍ରେମ ହେଉକି ପରିବାର ସବୁ ଜାଗାରେ ଆପଣଙ୍କୁ ବହୁତ କମପ୍ରୋମାଇଜ କରିବାକୁ ପଡିଛି ।

ବହୁତ ଅଧିକ ଲୋକ ଆପଣଙ୍କୁ ବହୁତ ଦବେଇଛନ୍ତି । ଆପଣଙ୍କୁ ସବୁ ପରିସ୍ଥିତି ସହିତ ବୁଝାମଣା କରିବାକୁ ପଡିଛି । ଓ ଅତୀତରେ ଏତେ ବୋଝ ରହିଚିକିସେହି କାରଣରୁ ଆପଣ ଆପଣଙ୍କ ପ୍ରେଜେନ୍ଟ ଖରାପ କରିଦେଇଛନ୍ତି ।


ବହୁତ ଅଧିକ ଧୋକା ମିଳିଛି ଆପଣଙ୍କୁ ଜୀବନରେ । ଆଉ ଏହି ପଲିଟିକ୍ସ ଆପଣଙ୍କ ନିଜ ଲୋକ ବହୁତ କରିଛନ୍ତି ଏହା ସହିତ ବାହାର ଲୋକ ମଧ୍ୟ ଆପଣଙ୍କୁ ବହୁତ ହଇରାଣ କରିଛନ୍ତି । ସେ ସବୁବେଳେ ଏମିତି ଦେଖାଇ ହୁଅନ୍ତିକି ସେ ସବୁବେଳେ ତୁମ ସହିତ ଅଛନ୍ତି କିନ୍ତୁ ଦରକାର ସମୟରେ କେବେ ସଠ ଦେଇନଥାନ୍ତି । ଆଉ ଆପଣ ତାଙ୍କର ରିଅଲ ରୂପ କେବେ ଚିହ୍ନି ପରି ନାହାନ୍ତି ।

ସବୁ ସମୟରେ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ଓ ବହୁତ ଦୁଃଖର ମଧ୍ୟ ସାମ୍ନା କରିବାକୁ ପଡିଛି । ଆପଣଙ୍କ ନିଜ ଲୋକଙ୍କ ଠାରୁ ଆପଣଙ୍କୁ ଧୋଖା ମିଳିଛି । କାରିୟର ପାଇଁ ଆପଣ ବହୁତ କଷ୍ଟ କରିଛନ୍ତି ତାପରେ ମଧ୍ୟ ଆପଣଙ୍କୁ ପଜେଟିଭ ଫଳ ମିଳିନାହିଁ । ଯଦି ଆପଣ ଗୋଲାପି ରଙ୍ଗର ପଜାପତି ପସନ୍ଦ କରିଛନ୍ତି, ଏଠାରେ ଆମକୁ ତିନୋଟି କଣ୍ଡିସନ ଦେଖାଯାଉଛିକି ଅତୀତରେ ଆପଣ କୌଣସି ସମ୍ପର୍କରେ ବାନ୍ଧି ହୋଇ ଥିଲ ।

କିନ୍ତୁ ଏବେ ସେହି ସଂପର୍କକୁ ଛାଡି ଆଗକୁ ଯିବା ପାଇଁ ଚହୁଁଛନ୍ତି । ବେଳେବେଳେ ଏମିତି ହୋଇଥାଏକି ଅତୀତରେ ଆମ ବିବାହ ଗୋଟେ ଏମିତି ଲୋକ ସହିତ ହୋଇଯାଇଥାଏ ସେ ଭଲଲୋକ ହୋଇନଥାଏ । ତା ସହିତ ରହିଲେ ସୁଖ ଶାନ୍ତି କିଛି ମିଳିନଥାଏ ଖାଲି ଦୁଃଖ ଓ କଷ୍ଟ ମିଳିଥାଏ । କିଛି ଲୋକ ଥାନ୍ତି ଏହି ସମ୍ପର୍କରୁ ବାହାରିବା ପାଇଁ ଚେଷ୍ଟା କରିଥାନ୍ତି ନିଜ ପାଇଁ କିଛି କରିବାକୁ ଚାହିଁ ଥାନ୍ତି ।

ଆଉ ଭବିଷ୍ୟତରେ ନିଜ ସୋଲ ମେଟ ସହିତ ଦେଖାକରିବାକୁ ଚହୁଁଛନ୍ତି । ଆପଣଙ୍କ ଫାଷ୍ଟ ଏମିତି ରହିଥିଲା । ଆଉ କିଛି ଲୋକଙ୍କ ପାଇଁ ଏହା ଅଛିକି ସେ ଅତୀତରେ କାହାକୁ ବହୁତ ବେସୀ ଭଲ ପାଉଥିଲେ ଆଉ ସେଇ ଲୋକ ଆପଣଙ୍କ ହୃଦୟ ଭାଙ୍ଗି ଛନ୍ତି । ସେଇ ଲୋକ ବିନା କିଛି କହି ଆପଣଙ୍କୁ ଛାଡି ଚାଲିଯାଇଛନ୍ତି କିନ୍ତୁ ଆପଣ ତାଙ୍କୁ ପାଇବାକୁ ଓ କଥା ହେବାକୁ ବହୁତ ଚେଷ୍ଟା କରିଛନ୍ତି । ଆଉ ପାଇ ପାରି ନାହାନ୍ତି ।

Leave a Reply

Your email address will not be published. Required fields are marked *