କେବଳ 1 ଚାମଚ ଆପଣଙ୍କର ଦୁର୍ବଳତା ଦୂର କରି ଶରୀରରେ ଭାରି ଦେବ ଭରପୁର ଶକ୍ତି- Health Tips

ଦୁର୍ବଳତାର ଶିକାର ବର୍ତ୍ତମାନ ପ୍ରାୟତଃ ସମସ୍ତେ । ଯଦି ଆପଣଙ୍କୁ ଦୁର୍ବଳତା ଲାଗୁଛି ତେବେ ଆପଣ ସେଦିନ କୌଣସି ବି କାମ କରି ପାରିବେ ନାହିଁ ଓ କୌଣସି ବି କାମରେ ଆପଣଙ୍କର ମନ ବି ଲାଗିବ ନାହିଁ । ବର୍ତ୍ତମାନ ସମୟରେ କୌଣସି ନା କୌଣସି କାରଣରୁ ମଣିଷ ଦୁର୍ବଳତାର ଶିକାର ହେଉଛି । ଆପଣଙ୍କୁ କ୍ଳାନ୍ତ ବି ଅନୁଭବ ହୋଇଥାଏ ।

ଯଦି କୌଣସି ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଯାଇଛି ତେବେ ତାଙ୍କ ଶରୀର ବି ଦୁର୍ବଳ ହୋଇଯାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବୁ, ଯାହାର ଯଦି ଆପଣ ଗୋଟିଏ ଚାମଚ ସେବନ କରିବେ ତେବେ ଆପଣଙ୍କର ଦୁର୍ବଳତା ଦୂର ହୋଇଯିବ ଓ ଆପଣ ସବୁବେଳେ ନିଜକୁ ଅନ୍ୟମାନଙ୍କ ତୁଳନାରେ ଶକ୍ତିଶାଳୀ ଅନୁଭବ କରିବେ । ତେବେ ଚାଳନ୍ତୁ ସେହି ଉପାୟକୁ ଜାଣିବା ଓ ସେଥିରେ କେଉଁ ସବୁ ଜିନିଷ ଦରକାର ତାହା ବିଷୟରେ ବି ।

ଶରୀରର ଦୁର୍ବଳତାକୁ ଦୂର କରିବା ପାଇଁ ଆପଣଙ୍କୁ ୫ ଟି ଜିନିଷ ଦରକାର । ଯେମିତି କି ଏକ ଚାମଚ ଗୋଲୋମରିଚ, ଦୁଇ ଚାମଚ ପାନମଧୁରୀ, ଚାରି ଚାମଚ ମିଶ୍ରି, ଚାରି ଚାମଚ କାଜୁର ଛୋଟ ଛୋଟ ଖଣ୍ଡ, ଚାରି ଚାମଚ ପିସ୍ତା ବାଦାମ । ଏହି ସମସ୍ତ ସାମଗ୍ରୀକୁ ଆପଣ ଅଲଗା ଅଲଗା ଗ୍ରାଇଡିଙ୍ଗ ଅର୍ଥାତ ଗୁଣ୍ଡ କରନ୍ତୁ । ଏହି ସମସ୍ତ ଜିନିଷକୁ ଭଲ ଭାବରେ ପୁରା ପାଉଡର କରି ଗୁଣ୍ଡ କରି ଦିଅନ୍ତୁ ।

ବର୍ତ୍ତମାନ ଏହି ସମସ୍ତ ସାମଗ୍ରୀକୁ ଗୋଟିଏ ପାତ୍ରରେ ଢାଳି ଦିଅନ୍ତୁ ଅର୍ଥାତ ଏହି ସବୁ ସାମଗ୍ରୀକୁ ଭଲ ଭାବରେ ମିଶ୍ରିତ କରନ୍ତୁ । ଏହି ମିଶ୍ରଣକୁ ଆପଣ ସପ୍ତାହ ପର୍ଯ୍ୟନ୍ତ କୌଣସି କାଚ ପାତ୍ରରେ ରଖିବାକୁ ଚେଷ୍ଟା କରନ୍ତୁ । ଏହା ଠାରୁ ଅଧିକ ଦିନ ଏହାକୁ ରଖିବେ ନାହିଁ । ଏହି ଗୁଣ୍ଡ ପ୍ରସ୍ତୁତ ହୋଇସାରିବା ପରେ ଆପଣ ଏକ ଗ୍ଳାସରେ ଉଷୁମ କ୍ଷୀର ନିଅନ୍ତୁ । ଏହି କ୍ଷୀରରେ ଏକ ଚାମଚ ଏହି ଗୁଣ୍ଡକୁ ମିଶ୍ରିତ କରନ୍ତୁ ଓ ଏହାକୁ ସେବନ କରନ୍ତୁ ।

ପ୍ରଥମ ଥର ସେବନ କରିଲେ ହିଁ ଆପଣଙ୍କର ଦୁର୍ବଳତା ଦୂର ହୋଇଯିବ । ଯଦି ଆପଣ ବହୁତ ଦୁର୍ବଳ ଓ କ୍ଳାନ୍ତ ଅନୁଭବ କରୁଛନ୍ତି ତେବେ ଏହାକୁ ନିଶ୍ଚିତ ରୂପରେ ସେବନ କରନ୍ତୁ । ସେବନ କରିବା ଦ୍ଵାରା ଆପଣ ସବୁବେଳେ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ । ସେବନ କରିବା ଦ୍ଵାରା ଆପଣଙ୍କୁ କୌଣସି ବି ପ୍ରକାରର ପ୍ରୋଟିନର ଆବଶ୍ୟକ ପଡିବ ନାହିଁ ।

ଆପଣଙ୍କୁ କହିଦେଉଛୁ କି ଯଦି ଆପଣଙ୍କର ଆଖି ସମ୍ବନ୍ଧିତ କୌଣସି ବି ସମସ୍ୟା ଅଛି ଓ ଆପଣଙ୍କ ଆଖିରେ ପାୱାର ବାଲା ଚଷମା ଲାଗିଛି ତେବେ ଆପଣ ନିଶ୍ଚିତ ରୂପରେ ଏହାକୁ ସେବନ କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ଆଖିରୁ ଚଷମା ଓଲହାଇ ଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *