ଆସିଲା ଦୁଃଖ ଖବର, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଅରିନ୍ଦମ

ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଓଡିଆ ଚଳଚ୍ଚିତ୍ର ରେ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରିବା ସହ ଓଡିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ପପୁଲାର ହୋଇ ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତା ଅରିନ୍ଦମ ମହାନ୍ତି ଙ୍କୁ ନେଇ ଏକ ବଡ ସୂଚନା ସାମନାକୁ ଆସିଛି ତାହା କଣ ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ଏମାନେ ଓଡିଆ ଜଗତର ସୁପର ଷ୍ଟାର ଅରିନ୍ଦମ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ଓଡିଆ ଫିଲ୍ମରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କର ଅଭିନୟ ଯାଦୁ ରେ ଦ୍ଵାରା ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି ।

ତାଙ୍କର ପ୍ରାୟ ଫିଲ୍ମ ହିଟ ହୋଇଥାଏ ଯାହା ପାଇଁ ସେ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଗତ ଦିନ ମାନଙ୍କରେ ସେ ରାଜନୀତି କ୍ଷେତ୍ର ରେ ମଧ୍ୟ ସାମିଲ ହୋଇଛନ୍ତି । ସେ ଅଭିନୟ କରିବା ସହ ଦୁଖୀ ଗରିବ ଲୋକ ମାନଙ୍କୁ ସାହାଜ୍ଯ କରିବା ପାଇଁ ଆଗେଇ ଆସିଥାନ୍ତି ।

ଗତ କିଛି ଦିନ ତଳେ ସେ ଗୋଟେ ପୁତ୍ର ସନ୍ତାନର ବାପା ହୋଇ ସାରିଛନ୍ତି ଯାହା ସେ ନିଜ ସୋସିଆଲ ଆକାଉଣ୍ଟ ରେ ଶେୟାର କରିଥିଲେ । ବର୍ତ୍ତମାନ ସୋସିଲାଲ ମିଡିଆରେ ଅରିନ୍ଦମ ଙ୍କର ଏକ ଫୋଟୋ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି । ଗତ କାଲି ସେ ହସପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି ବୋଲି ସୂଚନା ମିଳିଛି । କାରଣ ତାଙ୍କ ଗୋଡ ଭାଙ୍ଗି ଯାଇଛି ଯାହା ପାଇଁ ତାଙ୍କୁ ହସ୍ପିଟାଲ ରେ ଆଡମିସନ କରା ଯାଇଛି ।

କିନ୍ତୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ଠିକ ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଏହା ଛଡା ତାଙ୍କ ଗୋଡ ଭଲ ହେବାକୁ ପ୍ରାୟ ତିନି ରୁ ଚାରି ମାସ ଲାଗିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଅରିନ୍ଦମ ଙ୍କର ଗୋଟେ ନୂଆ ଫିଲ୍ମ ର ଶୁଟିଙ୍ଗ ଚାଲିଥିଲା ଯାହା ଦଶହରା କୁ ରିଲିଜ ହେବା ପାଇଁ ସ୍ଥିର କରା ଯାଇଥିଲା । କିନ୍ତୁ ବର୍ତ୍ତମାନ ୩ ମାସ ଯାଏଁ ସେ ଶୁଟିଙ୍ଗ କରି ପାରିବେ ନାହି । ଆଶା କରୁଛୁ ତାଙ୍କର ସ୍ୱାସ୍ଥ୍ୟ ବହୁତ ଜଲ୍ଦି ଠିକ ହେଇଯାଉ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଅରିନ୍ଦମ ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *