ଗୁରୁବାର 22 ଏପ୍ରିଲ 2021- ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ ଲାଭ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଭଲ ଯୋଜନା ଦ୍ଵାରା ମହତ୍ଵ ପୂର୍ଣ କାର୍ଯ୍ୟକୁ ସମୟାନୁକୁଳ ପୂର୍ଣ କରିବାରେ ସକ୍ଷମ ହେବେ । ଜୀବନ ସାଥି ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ । ରାଜନୀତିରେ ସମ୍ଭାଳିକି ନିର୍ନୟ ନିଅନ୍ତୁ ଆପଣ ନହେଲେ ଛୋଟ ଭୁଲ ଭବିଷ୍ୟତ ଖରାପ କରିପାରେ । ଆଂଶିକ ରୂପରେ ଆର୍ଥିକ ସ୍ଥିତିରେ ସୁଧାର ଆସିବା । କିନ୍ତୁ ସନ୍ତାନ ବା ଶିକ୍ଷା କାରଣରୁ ଚିନ୍ତିତ ରହିବେ । ଅନାବଶ୍ୟକରେ ଘରୁ ବାହାରକୁ ବାହାରନ୍ତୁ ନହିଁ ।

ବୃଷ :- ଆଜି କାହା କଥା ଦ୍ଵାରା ପ୍ରଭାବିତ ହୋଇପାରନ୍ତି । ଦାଂପତ୍ଯ ଜୀବନରେ ଭଲ ମନ୍ଦ ଲାଗି ରହିବ । ଜୀବନ ସାଥିରେ ଶରୀର କିଛି କମଜୋର ରହିପାରେ । ଆଜି ସଂଗୀତା ପ୍ରତି ଆପଣଙ୍କ ରୁଚି ବଢିବ । ନିଜ ସ୍ଵାସ୍ଥ୍ୟସ ପ୍ରତି ସଚେଟ ରୁହନ୍ତୁ । ଗାଡି ଚଳାଇବା ସମୟରେ ସାବଧାନ ରୁହନ୍ତୁ । ପରିବାର ଲୋକଙ୍କୁ ସମୟ ଦିଅନ୍ତୁ । ଖର୍ଚରେ ବୃଦ୍ଧି ହେବ କିନ୍ତୁ ଭଲ କାମ କରନ୍ତୁ ।

ମିଥୁନ :- ଦୈନିକ କାର୍ଯ୍ୟରେ ଆପଣଙ୍କୁ ପୂର୍ଣ ରୂପରେ ସଫଳତା ମିଳିବ । ଆପଣ କୌଣସି କାମ କୁ ନୂଆ ଉପାଯରେ କରିବାକୁ ଚେଷ୍ଟା କରିବେ, ଯାହା ଦ୍ଵାରା ଆପଣଙ୍କୁ ସଫଳତା ମିଳିବ । ବିଚାରରେ ଦୃଢତା ଆସିବ, ଯାହା ଦ୍ଵାରା ଆତ୍ମବଳ ବଢିବ । ଭାଗ୍ୟ ଦୋୟ କାରଣରୁ ଲାଭର ଭଲ ଅବସର ପ୍ରାପ୍ତ ହେବ । ଧାର୍ମିକ ବା ସଂସ୍କୃତିକ ଚିନ୍ତା  ଦ୍ଵାରା ବ୍ୟବସ୍ଥିତ ରହିବେ ।

କର୍କଟ :- ପାଖ ସମସ୍ତ ପ୍ରକାର ମାମଲା ଆପଣଙ୍କର ଭଲରେ ହେବ । ନୂଆ କାର୍ଯ୍ୟ ବା ରୋଜଗାର ଆଦି ଆରମ୍ଭ କରିବାକୁ ଭାବୁଛନ୍ତିତ ଅବଶ୍ୟ କରନ୍ତୁ । ସଫଳତା ମିଳିବ । ମିଛ ସୂଚନା ଆପଣଙ୍କୁ ମିଳିପାରେ । ଏମିତିରେ ଆପଣଙ୍କୁ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିବା କଥା ନୁହେଁ । କୌଣସି ନିସ୍ପତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ଆଜି ଆପଣଙ୍କ ଧ୍ୟାନ ନୂଆ ଯୋଜନାରେ ଲାଗିବ ।

ସିଂହ :- ବହୁତ ଦିନରୁ ଅଟକି ଥିବା କାମ ଆପଣଙ୍କର ପୂର୍ଣ ହେବ । ବିଜନେସ ପାର୍ଟନର ସହିତ ପଇସା ଦେବା ନେବାକୁ ନେଇ ପାରଦର୍ଶିତା ରଖନ୍ତୁ । ଯଦି ଧନକୁ ନେଇ କୌଣସି ମନ ମାଳିନ୍ୟ ରହିଛି ତେବେ ତାକୁ ଜଲ୍ଦି ଦୂର କରନ୍ତୁ । ଅନ୍ଯଥା ଆଗକୁ ଯାଇ ଅସୁବିଧା ହୋଇପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧିତ କୌଣସି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଗୃହସ୍ଥ ଜୀବନ ଶାନ୍ତିମୟ ରହିବ ।

କନ୍ୟା :- ବିଦ୍ୟାର୍ଥୀ ଗଣ ଅଧୟନ ଉପରେ ଭଲରେ ଧ୍ୟାନ ଦେବେ । ଚାକିରି କରିଥିବା ଲୋକଙ୍କ ପାଇଁ ଦିନ ଟିକେ କମଜୋର ହୋଇପାରେ । ରାଜ କାର୍ଯ୍ୟରେ ଲାଭ ମିଳିବ । ମଧୁର ସମ୍ବନ୍ଧ ବନିବ, ଯାହା ଲାଭ ଦାୟୀ ରହିବ । ଆବଶ୍ୟକରୁ ଅଧିକ ସଂଗ୍ରହ କରନ୍ତୁ ନହିଁ । ପରିବାରର ବାତାବରଣ ଧାର୍ମିକ ରହିବ । ପରିବାରରେ କୌଣସି ଶୁଭ କାର୍ଯ୍ୟ ହେବ ।

ତୁଳା :- ଚାକିରିରେ ପ୍ରମୋଶନ ସମ୍ଭବ ଅଟେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବହୁତ ଦିନରୁ ଚାଲି ଆସୁଥିବା ସ୍ୱାସ୍ଥ୍ୟ ସମସ୍ଯାରୁ ନିଯାତ ମିଳିବ । ଆର୍ଥିକ ନିବେଶ ଲାଭ ଦାୟୀ ରହିବ । ନିଜର ଖରାପ ଅଭ୍ଯାସ ଉପରେ କଣ୍ଟ୍ରୋଲ ରଖନ୍ତୁ । ବଡ ଲୋକଙ୍କ ସହିତ ଦେଖା ହେବାର ଅବସର ମିଳିବ, ଯାହାର ଲାଭ ଭବିଷ୍ୟରେ ମିଳିବ । ବିଜନେସରେ ବହୁତ ଲାଭ ମିଳିବ ।

ବିଛା :- ଆର୍ଥିକ ଲାଭର ଯୋଗ ରହିଛି । ପ୍ରତିଦିନ ବ୍ୟବହାର କରାଯାଉଥିବା ଜିନିଶ ଆଜି କିଣିବାର ସୁଯୋଗ ମିଳିବ । ପ୍ରେମ ଜୀବନ ବଞ୍ଚୁଥିବା ଲୋକଙ୍କ ପାଇଁ ଦିନ ବହୁତ ଭଲ ରହିବ । ଆପଣନାକ ସବୁ କାର୍ଯ୍ୟ ପୁରା ହେବ । ଧନ ଜରୁରୀ ବସ୍ତୁ ଉପରେ ଖର୍ଚ ହେବ । ରୋଗୀଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ । ବ୍ୟାପାରିକ ମାମଲା ପାଇଁ ଛୋଟ ଯାତ୍ରା କରିବାକୁ ପଡିପାରେ ।

ଧନୁ :- ଆର୍ଥିକ ସନ୍ଦର୍ଭରେ ଦିନ ଭଲ ରହିବ । କୌଣସି ବ୍ୟବସାୟକୁ ନେଇ ଯାତ୍ରା ହୋଇପାରେ । ଦାୟିତ୍ଵ ହୀନତା ଲାଗି କୌଣସି ଜିନିଷ ହଜି ଯାଇପାରେ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଭଲ ସ୍ୱାସ୍ଥ୍ୟ ପାଇଁ ଖାଇବା ପିବାରେ ଧ୍ୟାନ ରଖନ୍ତୁ । ଗୁପ୍ତ ଶତ୍ରୁ ଆଜି ହାନି ପହଞ୍ଚାଇବାକୁ ଚେଷ୍ଟା କରିବେ ।

ମକର :- ରାଜନେତା ଓ ଉଚ ଅଧିକାରୀଙ୍କ ଠାରୁ ଆଜି ସହଯୋଗ ମିଳିବ । ତାର ପୁରା ଲାଭ ଉଠାନ୍ତୁ, ଖାଲି କଥା ଗୋପନୋଇୟା ରଖନ୍ତୁ । ଦିନ ଆପଣଙ୍କ ବ୍ୟବସାୟ ପାଇଁ ଲାଭଦାୟୀ ରହିବ । ଅଧିକାରୀଙ୍କ କୃପା ଦ୍ରୁଷ୍ଟି ରହିବ । ପଦୋନ୍ନତିର ପୁରା ସମ୍ଭାବନ ରହିଛି । ମାତାଙ୍କ ଆରୋଗ୍ଯ ଭଲ ରହିବ । ବହୁତ କ୍ଷେତ୍ରରେ ଆପଣ ଏକା ସହିତ ସକ୍ରିୟ ରହିବେ ।

କୁମ୍ଭ :- ହଠାତ କୌଣସି ବଡ ଯାତ୍ରା ଏବେ ହୋଇପାରେ । ଆଜିର ଦିନ ବହୁତ ସୃଜନାତ୍ମକ ରହିବ, ଯାହାବି କାମ ଲଗନର ସହିତ କରିବେ ଆଜି ତାର ଫଳ ସେହି ସମୟରେ ମିଳିପାରେ । ଜୀବନ ସାଥି ଏବଂ ସନ୍ତାନ ତରଫରୁ ଲାଭଦାୟୀ ସମାଚାର ମିଳିବ । ମିତ୍ରଙ୍କ ସହିତ ହୋଇଥିବା ଦେଖା ଦ୍ଵାରା ଆନନ୍ଦ ମିଳିବ ।

ମୀନ :- କାର୍ଯ୍ୟ କ୍ଷେତ୍ରରେ ନିଜର ମହତ୍ଵକଙ୍ଖି ପୁରା କରିବା ପାଇଁ ଆଜି ସବୁ ପ୍ରକାର ସମ୍ଭବ ଚେଷ୍ଟା କରିପାରିବେ । ଆଜି ହେବାକୁ ଥିବା ଘଟଣା ଦ୍ଵାରା ଆପଣ ଚିନ୍ତିତ ରହିବେ । ଆଖିରେ କଷ୍ଟ ହେବାର ଆଶଙ୍କା ରହିଛି । ସ୍ଵଜନ ଏବଂ ପରିଜନଙ୍କ ବିରୋଧରେ ଟିକେ କଡା କଥାର ସାମ୍ନା କରିବାକୁ ପଡିପାରେ । ଯେତେ ଧାର୍ଯ୍ୟ ରଖିବେ ଆପଣଙ୍କ ପାଇଁ ଭଲ ଅଟେ ।

Leave a Reply

Your email address will not be published. Required fields are marked *