ବର୍ତ୍ତମାନର ବଡ ଖବର: ଏହି ସବୁ ସହରରେ ଏପ୍ରିଲ ୨୬ ଯାଏଁ ଲାଗୁହେବ ଲକ୍‌ଡାଉନ୍‌ !

ବନ୍ଧୁଗଣ କରୋନା କୋପ ବଢିବାରୁ ଭାରତର କେତେକ ରାଜ୍ୟରେ ଅଧିକାଂଶ ଲୋକ ଏହି ଭାଇରସର ଚାପରେ ଆସିଯାଇଛନ୍ତି । ତେଣୁ ସରକାର କିଛି ନୂଆ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଭାରତରେ କରୋନା ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । ଦିନକୁ ଦିନ ସଂକ୍ରମଣ ବଢୁଛି ବରଂ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଅଢେଇ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବନ୍ଧୁଗଣ ଗତବର୍ଷ ଏହି ସମୟ ବେଳକୁ କରୋନା ମହାମାରୀର କୋପ ଏତେ ବଢିଯାଇଥିଲେ ସମଗ୍ର ଦେଶରେ ଲକଡାଉନ ଘୋଷଣା କରଯାଇଥିଲା । ଗତବର୍ଷ ଲକ୍ଷଲକ୍ଷ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଥିଲେ । ଗତବର୍ଷ ଲକ୍ଷଲକ୍ଷ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଥିଲେ । ଗତବର୍ଷ ଏହି ଭାଇରସର କୋପ ଏତେ ବଢିଯାଇଥିଲେ ଯେ, ୬ ମାସ କାଳ ସମଗ୍ର ଭରତରେ ଲକଡାଉନ ଘୋଷଣା କରାଯାଇଥିଲା ।

ଏହି ଲକଡାଉନ କାରଣରୁ ଜନସାଧାରଣ ମାନେ ବହୁତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଓ ଦେଶର ଆର୍ଥିକ ଅବସ୍ତା ଶେଷ ସୀମାରେ ପହଞ୍ଚି ଥିଲା । ହେଲେ ବନ୍ଧୁଗଣ କରୋନା ମହାମାରୀର ଦୁତୀୟ ଲହରୀ ଆସିବା ଫଳରେ ଦେଶରେ ପୁଣି ଦୁଃଖର ଛାୟା ଖେଳିଯାଇଛି । ପ୍ରଶାସନ ଜନସାଧାରଣଙ୍କୁ ସଚେତନ ଓ ସାବଧାନ ରହିବା ପାଇଁ ନିର୍ଦେଶ ଦେଉଛନ୍ତି । କିନ୍ତୁ ତଥାପି କିଛି ଲୋକ ନିୟମ ମାନୁ ନାହାନ୍ତି ଓ ଏହି ସଂକ୍ରମଣ ବଢି ବଢି ଚାଲିଛି ।

ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆଲ୍ଲାବାଦ ହାଇକୋର୍ଟ । ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଏପ୍ରିଲ ୨୬ ତାରିଖ ଯାଏଁ ରାଜ୍ୟର ୫ଟି କୋଭିଡ୍ ପ୍ରଭାବିତ ସହରରେ ତୁରନ୍ତ ଲକ୍‌ଡାଉନ୍‌ ଲାଗୁକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଲ୍ଲାବାଦ ହାଇକୋର୍ଟ ।

ସୂଚନାଯୋଗ୍ୟ, ରୋନା ମହାମାରୀର ଦ୍ଵିତୀୟ ଲହରକୁ ଆଖି ଆଗରେ ରଖି ଆଲ୍ହାବାଦ ହାଇକୋର୍ଟ ଉତ୍ତର ପ୍ରଦେଶର ୫ଟି ସହରକୁ ସଂପୂର୍ଣ୍ଣ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଲକଡାଉନ କରିବା ପାଇଆନ ନିର୍ଦେଶ ଦେଇଛନ୍ତି । କାରଣ ବନ୍ଧୁଗଣ ଏହି ସବୁ ସହରରେ କରୋନା ସଂକ୍ରମଣର ବୃଦ୍ଧି ପାଇବାରେ ଲାଗିଛି । ସେହି ସବୁ ସହର ଗୁଡିକ ହେଲା ବାରାଣସୀ , କାନପୁର, ପ୍ରୟାଗରାଜ, ଲକ୍ଷ୍ନୌ ଏବଂ ଗୋରଖପୁରରେ ଆସନ୍ତା ଏପ୍ରିଲ ୨୬ ତାରିଖ ଯାଏଁ ଲକ୍‌ଡାଉନ୍‌ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Leave a Reply

Your email address will not be published. Required fields are marked *